1. କୃଷି ଖବର

ଆସନ୍ତା ତିନି ଦିନ ଯାଏଁ ଘଡଘଡି ସହ ବର୍ଷା

ଏବେ ତ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଛି । ଯାହାକୁ ନେଇ ଆସନ୍ତା ତିନି ଦିନ ରାଜ୍ୟର କିଛି ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ ।

Sudesna Nayak
Sudesna Nayak
Thursday rain in odisha

Thursday rain in odisha

ଏବେ ତ ରାଜ୍ୟରେ ଲଗାଣ ବର୍ଷା (RAIN)ଲାଗି ରହିଛି । ଯାହାକୁ ନେଇ ଆସନ୍ତା ତିନି ଦିନ ରାଜ୍ୟର କିଛି ସ୍ଥାନରେ କାଁ ଭାଁ ବର୍ଷା (RAIN) ହୋଇପାରେ ।

ସୂଚନା ଅନୁଯାୟୀ, ରାଜ୍ୟରେ ଆସନ୍ତା ତିନି ଦିନ କିଛି ସ୍ଥାନରେ କାଁ ଭାଁ ବର୍ଷା (RAIN) ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି । ଏଥିସହିତ ଏହା ମଧ୍ଯ ଜଣାପଡିଛି ଯେ ୨ ତାରିଖରୁ ରାଜ୍ୟରେ ବର୍ଷା (RAIN)ବଢିପାରେ ।

ପଶ୍ଚିମ ଓଡ଼ିଶା (Odisha) ଓ ଆଭ୍ୟନ୍ତରୀଣ ଓଡ଼ିଶା (Odisha)ର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା (RAIN)ହୋଇପାରେ । ୩୦ ତାରିଖ ଯାଏଁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ଏଭଳି ବର୍ଷା (RAIN) ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ ବିଭାଗ ପୂର୍ବାନୁମାନ କରିଛି ।

ଉପକୂଳରେ ସବୁଠୁ କମ୍‌ ବର୍ଷା (RAIN)ହେବ । ପୁରୀରୁ ଭଦ୍ରକ ଯାଏଁ ଉପକୂଳ ଓଡ଼ିଶା (Odisha)ର ବିଭିନ୍ନ ଜିଲ୍ଲାରେ ସ୍ଥାନେ ସ୍ଥାନେ ହାଲୁକାରୁ ସ୍ୱଳ୍ପ ବର୍ଷା (RAIN) ହୋଇପାରେ ।

ପ୍ରକାଶ ଥାଉ ଯେ, ଜୁଲାଇ (july)ରେ ଭଲ ବର୍ଷା (RAIN) ହୋଇଛି । ବୁଧବାର (Wednesday)ଫୁଲବାଣୀ ଓ ବାରିପଦାକୁ ଛାଡ଼ି ରାଜ୍ୟର ଅନ୍ୟ କେଉଁଠି ଆଦୌ ବର୍ଷା (RAIN)ହେଇନି ।

ସପ୍ତାହେ ଯାଏଁ ହାଲୁକା ବର୍ଷା, ଅଗଷ୍ଟ ୨ରୁ ପୁଣି କାଚିବ

ମଙ୍ଗଳବାର ୬ ଜିଲ୍ଲାରେ କାଚିବ ବର୍ଷା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments