1. କୃଷି ଖବର

ଆଜି ଠୁ କାଳବୈଶାଖୀ ବର୍ଷା, ୟେଲୋ ୱାର୍ଣ୍ଣି ଜାରି

ଆଜି ଠୁ ୪ ଦିନ ଯାଏଁ କାଳବୈଶାଖୀ ବର୍ଷା । ଏବେ ତାତିରୁ ମିଳିବ ଆଶ୍ୱସ୍ତି । ଆଜି ଠାରୁ ୪ ଦିନ ଧରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଅନୁମାନ କରିଛି ।

Sudesna Nayak
Sudesna Nayak
RAIN IN odisha weather report yellow alert in state

RAIN IN odisha weather report yellow alert in state

ଆଜି ଠୁ ୪ ଦିନ ଯାଏଁ କାଳବୈଶାଖୀ ବର୍ଷା (thunderstorm alert) । ଏବେ ତାତିରୁ ମିଳିବ ଆଶ୍ୱସ୍ତି । ଆଜି ଠାରୁ ୪ ଦିନ ଧରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶା (odisha)ରେ କାଳବୈଶାଖୀ ବର୍ଷା (thunderstorm alert) ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ (imd) ଅନୁମାନ କରିଛି ।

ସୂଚନା ଅନୁଯାୟୀ, ପାଣିପାଗ ବିଭାଗ (imd) ମତ ଅନୁସାରେ, ଆଜି ଠାରୁ ୪ ଦିନ ଯାଏଁ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ । ଅଧିକାଂଶ ସ୍ଥାନରେ କାଳବୈଶାଖୀ ବର୍ଷା (thunderstorm alert) ଆଶଙ୍କା ରହୁଥିବାରୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର (imd) ତାପମାତ୍ରା ହ୍ରାସ ହେବ ବୋଲି କହିଛି ।

ବର୍ଷା ( rain)ହେବାରୁ ଏଣିକି ଗରମରୁ ଲୋକଙ୍କୁ ଟିକେ ଆଶ୍ୱସ୍ତି ମିଳିବ । ପୁଣି 18 ତାରିଖ ମଧ୍ଯରେ ଉପକୂଳଜିଲ୍ଲା ସମେତ ଅନୁଗୁଳ ଜିଲ୍ଲା, କନ୍ଧମାଳ ଜିଲ୍ଲା,ଢେଙ୍କାନାଳ ଜିଲ୍ଲା, ରାୟଗଡ଼ା ଜିଲ୍ଲା,କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା (heavy rain) ସମ୍ଭାବନା ରହିଛି ।

ପ୍ରକାଶ ଥାଉ ଯେ, ୧୯ଟି ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା(heavy rain) ସମ୍ଭାବନା ରହିଛି । ସେହି ଜିଲ୍ଲାଗୁଡିକ ହେଲା କନ୍ଧମାଳ ଜିଲ୍ଲା, ମାଲକାନଗିରି ଜିଲ୍ଲା, ରାୟଗଡ଼ା ଜିଲ୍ଲା,ଗଞ୍ଜାମ ଜିଲ୍ଲା,କୋରାପୁଟ ଜିଲ୍ଲାରେ ବର୍ଷା (heavy rain) ସମ୍ଭାବନା ରହିଛି ବୋଲି ୟେଲୋ ୱାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ (imd) ।

ସାବଧାନ! ଆଜି ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା....

୧୧ ଜିଲ୍ଲାରେ ଝଡ଼ ବ‌ର୍ଷା : ୟେଲୋୱାର୍ଣ୍ଣିଂ ଜାରି

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments