1. କୃଷି ଖବର

ଅବପାତର ରୂପ ନେଲା ଲଘୁଚାପ

ଉତ୍ତର ପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷିଛି । ସୋମବାର ସକାଳ ଯାଏଁ ଭୀଷଣ ବର୍ଷା ଜାରି ରହିବ ।

Sudesna Nayak
Sudesna Nayak
heavy Rain in odisha Monday news

heavy Rain in odisha Monday news

ଉତ୍ତର ପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ (low pressure) ଅବପାତର ରୂପ ନେଇଛି । ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷିଛି । ସୋମବାର (Monday)ସକାଳ ଯାଏଁ ଭୀଷଣ ବର୍ଷା ଜାରି ରହିବ ।

ସୂଚନା ଅନୁଯାୟୀ, ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ,ସୋମବାର (Monday)ସକାଳ ଯାଏଁ ଭୀଷଣ ବର୍ଷା ଜାରି ରହିବ । ଏଥିପାଇଁ ୧୨ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ (Red Warning)ଜାରି କରାଯାଇଛି । ସୋମବାର (Monday)ଠାରୁ ରାଜ୍ୟରେ ବର୍ଷା କମିବ । କେବଳ ପଶ୍ଚିମ ଓଡ଼ିଶା (Odisha)ର ୪ ଜିଲ୍ଲାରେ ଅଧିକ ବର୍ଷା (Rain)ହୋଇପାରେ ।

ଶନିବାର (Saturday)ଦିନତମାମ ବର୍ଷା (Rain)ଲାଗି ରହିଥିବା ବେଳେ ରବିବାର (Sunday)ସକାଳୁ ଉପକୂଳ ଓଡ଼ିଶା (Odisha)ରେ ବର୍ଷା (Rain)ର ପରିମାଣ ବଢ଼ିଥିଲା ।

ପ୍ରକାଶ ଥାଉ ଯେ, ସୁନ୍ଦରଗଡ଼ ଜିଲ୍ଲା, ଝାରସୁଗୁଡ଼ା ଜିଲ୍ଲା, ବରଗଡ଼ ଜିଲ୍ଲା ଓ ନୂଆପଡ଼ା ଜିଲ୍ଲାରେ ଅଧିକ ବର୍ଷା (Rain) ହୋଇପାରେ ।

ଅଗଷ୍ଟ ୧୯ ଯାଏଁ ଛାଡିବନି ବର୍ଷା....

ବୁଧବାର ରାଜ୍ୟରେ ପ୍ରବଳ ବର୍ଷା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments