1. କୃଷି ଖବର

Navyରେ ଚାକିରି କରିବାର ସୁଯୋଗ, ଶୀଘ୍ର କରନ୍ତୁ ଆବେଦନ

ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) କାର୍ଯ୍ୟନିର୍ବାହୀ ଶାଖାରେ ସର୍ଟ ସର୍ଭିସ୍‌ କମିଶନ (ଏସ୍‌ଏସ୍‌ସି) ଅଧୀନରେ ଅଧିକାରୀ ପଦବୀ ପୂରଣ ପାଇଁ ଭାରତୀୟ ନୌସେନା ଆବେଦନ ଜାରି କରିଛି । ଏନେଇ ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଭାରତୀୟ ନୌସେନାର ଅଫିସିଆଲ୍ ୱେବସାଇଟ୍ joinindiannavy.gov.in କୁ ଯାଇ ହିଁ ଆବେଦନ କରିପାରିବେ । ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଅଗଷ୍ଟ 5ରୁ ଆରମ୍ଭ ହୋଇଯାଇଛି ।

Sudesna Nayak
Sudesna Nayak
staff selection commission  government job an officer in navy

ଗୁରୁତ୍ୱପୂର୍ଣ୍ଣ ତାରିଖ,,ଜାଣନ୍ତୁ...

ଅନ୍‌ଲାଇନ୍ ଆବେଦନ କରିବାର ଆରମ୍ଭ ତାରିଖ ହେଉଛି– 05 ଅଗଷ୍ଟ
ଅନ୍‌ଲାଇନ୍ ଆବେଦନ କରିବାର ଶେଷ ତାରିଖ ହେଉଛି– 15 ଅଗଷ୍ଟ

ଖାଲି ଥିବା ପଦବୀ ସଂଖ୍ୟା,ଜାଣନ୍ତୁ...

ପୋଷ୍ଟଗୁଡିକର ମୋଟ ସଂଖ୍ୟା ହେଉଛି- ୫୦

ଯୋଗ୍ୟତା କଣ ରହିବା ଆବଶ୍ୟକ,ଜାଣନ୍ତୁ...

ପ୍ରାର୍ଥୀମାନେ ଯେକୌଣସି ବିଶ୍ୱବିଦ୍ୟାଳୟ କିମ୍ବା କଲେଜ କିମ୍ବା ପ୍ରତିଷ୍ଠାନରୁ 60% ମାର୍କ ସହିତ ଇଞ୍ଜିନିୟରିଂ (ନିୟମିତ / ଇଣ୍ଟିଗ୍ରେଟେଡ୍) ଡିଗ୍ରୀ ହାସଲ କରିଥିବା ନିହାତି ଆବଶ୍ୟକ ।

ବୟସ,ଜାଣନ୍ତୁ...

ପ୍ରାର୍ଥୀମାନେ 02 ଜାନୁଆରୀ 1998 ରୁ 01 ଜୁଲାଇ 2003 ମଧ୍ୟରେ ଜନ୍ମ ହୋଇଥିବା ନିହାତି ଆବଶ୍ୟକ ।

ସରକାରୀ ଚାକିରି ଖୋଜୁଛନ୍ତି କି? ଶୀଘ୍ର ଦେଖନ୍ତୁ...

Job Alert! ଡାକ ବିଭାଗରେ ଚାକିରି; ଜାଣନ୍ତୁ କେମିତି କରିବେ ଆବେଦନ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments