ଡିସେମ୍ବର ୨୩ ୨୦୨୨ରେ ୧୦ଟି ବିଭାଗ ଦ୍ୱାରା ‘ଷ୍ଟିୱାର୍ଡଶିପ୍ ଡେ’ ସଫଳତାର ସହ ପାଳିତ ହୋଇଯାଇଛି । ଏହି ଦିନ ପୂରା ଭାରତ ବର୍ଷରେ କୃଷକଙ୍କୁ ନେଇ ୧୫୦ଟି ସଭା ଅନୁଷ୍ଠିତ ହୋଇଥିଲା । ୧୦ ହଜାର ହେଡ୍ ଅଫିସ ସହ ଅନେକ ଆଞ୍ଚଳିକ ଦଳ ଏହି ଅଭିଯାନରେ ଅଂଶଗ୍ରହଣ କରି ଆଗ୍ରୋକେମିକାଲର ବ୍ୟବହାର ସମ୍ପର୍କରେ ଅବଗତ କରାଥିଲେ । ଏହି କାର୍ଯ୍ୟକ୍ରମର କଭରେଜ ପାଇଁ ଅନେକ ଗଣମାଧ୍ୟମ ଏଥିରେ ସାମିଲ ହୋଇଥିଲେ । କୃଷକମାନଙ୍କ ସହ କୃଷିବିଭାଗର ଅଧିକାରୀ, କୀଟନାଶକ ଡିଲର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମଟି ସମ୍ପୂର୍ଣ୍ଣଭାବେ କୃଷକଙ୍କ ଉଦ୍ଦେଶ୍ୟରେ ସମର୍ପିତ ଥିଲା ,ଯେଉଁଥିରେ କୃଷକଙ୍କ ସୁରକ୍ଷା, ସେମାନଙ୍କ ଉନ୍ନତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହାକୁ ଆମେ କୃଷକ ହିବସ ଭାବେ ପାଳନ କରିଥିଲୁ ।
‘ଷ୍ଟିୱାର୍ଡଶିପ୍ ଡେ’
ଡିସେମ୍ବର ୨୩ -୨୦୨୨ରେ ୧୦ଟି ବିଭାଗ ଦ୍ୱାରା ‘ଷ୍ଟିୱାର୍ଡଶିପ୍ ଡେ’ ସଫଳତାର ସହ ପାଳିତ ହୋଇଯାଇଛି । ଏହି ଦିନ ପୂରା ଭାରତ ବର୍ଷରେ କୃଷକଙ୍କୁ ନେଇ ୧୫୦ଟି ସଭା ଅନୁଷ୍ଠିତ ହୋଇଥିଲା । ୧୦ ହଜାର ହେଡ୍ ଅଫିସ ସହ ଅନେକ ଆଞ୍ଚଳିକ ଦଳ ଏହି ଅଭିଯାନରେ ଅଂଶଗ୍ରହଣ କରି ଆଗ୍ରୋକେମିକାଲର ବ୍ୟବହାର ସମ୍ପର୍କରେ ଅବଗତ କରାଥିଲେ । ଏହି କାର୍ଯ୍ୟକ୍ରମର କଭରେଜ ପାଇଁ ଅନେକ ଗଣମାଧ୍ୟମ ଏଥିରେ ସାମିଲ ହୋଇଥିଲେ ।
Share your comments