1. କୃଷି ଖବର

‘ଷ୍ଟିୱାର୍ଡଶିପ୍ ଡେ’

ଡିସେମ୍ବର ୨୩ -୨୦୨୨ରେ ୧୦ଟି ବିଭାଗ ଦ୍ୱାରା ‘ଷ୍ଟିୱାର୍ଡଶିପ୍ ଡେ’ ସଫଳତାର ସହ ପାଳିତ ହୋଇଯାଇଛି । ଏହି ଦିନ ପୂରା ଭାରତ ବର୍ଷରେ କୃଷକଙ୍କୁ ନେଇ ୧୫୦ଟି ସଭା ଅନୁଷ୍ଠିତ ହୋଇଥିଲା । ୧୦ ହଜାର ହେଡ୍ ଅଫିସ ସହ ଅନେକ ଆଞ୍ଚଳିକ ଦଳ ଏହି ଅଭିଯାନରେ ଅଂଶଗ୍ରହଣ କରି ଆଗ୍ରୋକେମିକାଲର ବ୍ୟବହାର ସମ୍ପର୍କରେ ଅବଗତ କରାଥିଲେ । ଏହି କାର୍ଯ୍ୟକ୍ରମର କଭରେଜ ପାଇଁ ଅନେକ ଗଣମାଧ୍ୟମ ଏଥିରେ ସାମିଲ ହୋଇଥିଲେ ।

Sudesna Nayak
Sudesna Nayak
STEWARDSHIP DAY

STEWARDSHIP DAY

ଡିସେମ୍ବର ୨୩ ୨୦୨୨ରେ ୧୦ଟି ବିଭାଗ ଦ୍ୱାରା ‘ଷ୍ଟିୱାର୍ଡଶିପ୍ ଡେ’ ସଫଳତାର ସହ ପାଳିତ ହୋଇଯାଇଛି । ଏହି ଦିନ ପୂରା ଭାରତ ବର୍ଷରେ କୃଷକଙ୍କୁ ନେଇ ୧୫୦ଟି ସଭା ଅନୁଷ୍ଠିତ ହୋଇଥିଲା । ୧୦ ହଜାର ହେଡ୍ ଅଫିସ ସହ ଅନେକ ଆଞ୍ଚଳିକ ଦଳ ଏହି ଅଭିଯାନରେ ଅଂଶଗ୍ରହଣ କରି ଆଗ୍ରୋକେମିକାଲର ବ୍ୟବହାର ସମ୍ପର୍କରେ ଅବଗତ କରାଥିଲେ । ଏହି କାର୍ଯ୍ୟକ୍ରମର କଭରେଜ ପାଇଁ ଅନେକ ଗଣମାଧ୍ୟମ ଏଥିରେ ସାମିଲ ହୋଇଥିଲେ । କୃଷକମାନଙ୍କ ସହ କୃଷିବିଭାଗର ଅଧିକାରୀ, କୀଟନାଶକ ଡିଲର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମଟି ସମ୍ପୂର୍ଣ୍ଣଭାବେ କୃଷକଙ୍କ ଉଦ୍ଦେଶ୍ୟରେ ସମର୍ପିତ ଥିଲା ,ଯେଉଁଥିରେ କୃଷକଙ୍କ ସୁରକ୍ଷା, ସେମାନଙ୍କ ଉନ୍ନତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହାକୁ ଆମେ କୃଷକ ହିବସ ଭାବେ ପାଳନ କରିଥିଲୁ ।

କରିମନଗର- ଶ୍ରୀ ସଞ୍ଜୟ କୁମାର, ପ୍ରଡକ୍ଟ ମ୍ୟାନେଜର ; ଏମ୍ଏମ୍ ରାକେଶ ଅଂଶଗ୍ରହଣ କରିଥିଲେ

କରିମନଗର- ଶ୍ରୀ ସଞ୍ଜୟ କୁମାର, ପ୍ରଡକ୍ଟ ମ୍ୟାନେଜର ; ଏମ୍ଏମ୍ ରାକେଶ ଅଂଶଗ୍ରହଣ କରିଥିଲେ

ସୂର୍ଯ୍ୟପେଟ୍ - ଆରବିଏଚ୍ ଶ୍ରୀ ଶେଖର ରେଡ୍ଡୀ ଅଂଶଗ୍ରହଣ କରିଥିଲେ

ସୂର୍ଯ୍ୟପେଟ୍ - ଆରବିଏଚ୍ ଶ୍ରୀ ଶେଖର ରେଡ୍ଡୀ ଅଂଶଗ୍ରହଣ କରିଥିଲେ

ବର୍ଡୱାନ୍ - ଶ୍ରୀ ସତୀଶ ତିୱାରୀ (ମାର୍କେଟିଂ ହେଡ୍), ଅଂଶୁ କୁମାର (ଜେଏମ୍), ଏବଂ ସତ୍ୟକି ବାସୁ (ଜେଏମ୍) ଅଂଶଗ୍ରହଣ କରିଥିଲେ

ବର୍ଡୱାନ୍ - ଶ୍ରୀ ସତୀଶ ତିୱାରୀ (ମାର୍କେଟିଂ ହେଡ୍), ଅଂଶୁ କୁମାର (ଜେଏମ୍), ଏବଂ ସତ୍ୟକି ବାସୁ (ଜେଏମ୍) ଅଂଶଗ୍ରହଣ କରିଥିଲେ

ହାଇଦ୍ରାବାଦ - ସୁଶ୍ରୀ ପ୍ରିୟଙ୍କା, ସୁଶ୍ରୀ ଶିବଙ୍ଗୀ ଏବଂ ଶ୍ରୀମତୀ ପ୍ରଫୁଲ୍ଲା ଅଂଶଗ୍ରହଣ କରିଥିଲେ

ହାଇଦ୍ରାବାଦ - ସୁଶ୍ରୀ ପ୍ରିୟଙ୍କା, ସୁଶ୍ରୀ ଶିବଙ୍ଗୀ ଏବଂ ଶ୍ରୀମତୀ ପ୍ରଫୁଲ୍ଲା ଅଂଶଗ୍ରହଣ କରିଥିଲେ

ତ୍ରିଚି - ଶ୍ରୀ ଜେ.ମନିଭାନନ୍ (ବାୟୋ ମ୍ୟାନେଜର) ଅଂଶଗ୍ରହଣ କରିଥିଲେ

ତ୍ରିଚି - ଶ୍ରୀ ଜେ.ମନିଭାନନ୍ (ବାୟୋ ମ୍ୟାନେଜର) ଅଂଶଗ୍ରହଣ କରିଥିଲେ

ତିରୁନେଲି (TN) - ଡକ୍ଟର ଏମ.ସଙ୍କାର ଅଂଶଗ୍ରହଣ କରିଥିଲେ

ତିରୁନେଲି (TN) - ଡକ୍ଟର ଏମ.ସଙ୍କାର ଅଂଶଗ୍ରହଣ କରିଥିଲେ

ଚନ୍ଦ୍ରପୁର- ଶ୍ରୀ ସୁନୀଲ ଖାଟକେ (ଆରବିଏଚ୍ MH02) ଅଂଶଗ୍ରହଣ କରିଥିଲେ

ଚନ୍ଦ୍ରପୁର- ଶ୍ରୀ ସୁନୀଲ ଖାଟକେ (ଆରବିଏଚ୍ MH02) ଅଂଶଗ୍ରହଣ କରିଥିଲେ

ନାଗପୁର - ଶ୍ରୀ ବିକାଶ ପାୱାର (ଏମ୍ଏମ୍) ଅଂଶଗ୍ରହଣ କରିଥିଲେ

ନାଗପୁର - ଶ୍ରୀ ବିକାଶ ପାୱାର (ଏମ୍ଏମ୍) ଅଂଶଗ୍ରହଣ କରିଥିଲେ

ନର୍ଥ-୧ ବିଭାଗରେ ଷ୍ଟିୱାର୍ଡଶିପ୍ କାର୍ଯ୍ୟକ୍ରମ

ନର୍ଥ-୧ ବିଭାଗରେ ଷ୍ଟିୱାର୍ଡଶିପ୍ କାର୍ଯ୍ୟକ୍ରମ

ସୁରଟ-ଶ୍ରୀ ସୌରଭ ଜୈନ (AVP- ଫାଇନାନ୍ସ) ଏବଂ ଶ୍ରୀ ଭେଙ୍କଟେଶ  (VP & Head- Plant Operations) ଅଂଶଗ୍ରହଣ କରିଥିଲେ

ସୁରଟ-ଶ୍ରୀ ସୌରଭ ଜୈନ (AVP- ଫାଇନାନ୍ସ) ଏବଂ ଶ୍ରୀ ଭେଙ୍କଟେଶ (VP & Head- Plant Operations) ଅଂଶଗ୍ରହଣ କରିଥିଲେ

ରାଜକୋଟ- ୧୨୪ଜଣ କୃଷକ ଅଂଶଗ୍ରହଣ କରିଥିଲେ

ରାଜକୋଟ- ୧୨୪ଜଣ କୃଷକ ଅଂଶଗ୍ରହଣ କରିଥିଲେ

ଭୋପାଳ- ଏଏମ୍ଏମ୍ ଶ୍ରୀ ଉର୍ବେଶ ଅଂଶଗ୍ରହଣ କରିଥିଲେ

ଭୋପାଳ- ଏଏମ୍ଏମ୍ ଶ୍ରୀ ଉର୍ବେଶ ଅଂଶଗ୍ରହଣ କରିଥିଲେ

ଇନ୍ଦୋର- ଆରବିଏଚ୍ ଶ୍ରୀ ଭୁପେନ୍ଦ୍ର ପଟେଲ ଅଂଶଗ୍ରହଣ କରିଥିଲେ

ଇନ୍ଦୋର- ଆରବିଏଚ୍ ଶ୍ରୀ ଭୁପେନ୍ଦ୍ର ପଟେଲ ଅଂଶଗ୍ରହଣ କରିଥିଲେ

ନର୍ଥ-୨ ବିଭାଗରେ ଷ୍ଟିୱାର୍ଡଶିପ୍ ପ୍ରୋଗ୍ରାମ୍

ନର୍ଥ-୨ ବିଭାଗରେ ଷ୍ଟିୱାର୍ଡଶିପ୍ ପ୍ରୋଗ୍ରାମ୍

କୋଲହାପୁର- ଶ୍ରୀ ଦୀପକ ଥୋରାଟ (RBH MH01)ଅଂଶଗ୍ରହଣ କରିଥିଲେ

କୋଲହାପୁର- ଶ୍ରୀ ଦୀପକ ଥୋରାଟ (RBH MH01)ଅଂଶଗ୍ରହଣ କରିଥିଲେ

ପୁଣେ - ଡକ୍ଟର ସ୍ୱପ୍ନେଲ ଆରଭେ (ଏମ୍ଏମ୍) ଅଂଶଗ୍ରହଣ କରିଥିଲେ

ପୁଣେ - ଡକ୍ଟର ସ୍ୱପ୍ନେଲ ଆରଭେ (ଏମ୍ଏମ୍) ଅଂଶଗ୍ରହଣ କରିଥିଲେ

ମଲାଭାଲ୍ଲୀ (କର) - ଶ୍ରୀ ବାସଭାରାଜୁ ଅଂଶଗ୍ରହଣ କରିଥିଲେ

ମଲାଭାଲ୍ଲୀ (କର) - ଶ୍ରୀ ବାସଭାରାଜୁ ଅଂଶଗ୍ରହଣ କରିଥିଲେ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments