1. କୃଷି ଖବର

Kosovo: କୃଷି ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ସମସ୍ତ ପ୍ରକାର ପ୍ରୟାସ

କୋସୋଭୋ (Kosovo)ର କୃଷି ଇତିହାସ ରହିଛି । ଭାରତୀୟ ବ୍ୟବସାୟୀମାନଙ୍କ ପାଇଁ ଏକ ଖୁସି ଖବର ଆସୁଛି, କାରଣ India Kosovo Commercial Economic office ର Director General Payal Kanodia and କୃଷି ଜାଗରଣ (Krishi Jagran)ର founder,MC Dominic ମଧ୍ଯରେ MoU ସ୍ୱାକ୍ଷରିତ ହୋଇଛି ।

Sudesna Nayak
Sudesna Nayak
the republic of kosovo opens its first commercial finance office in new delhi

ଯାହାକୁ ନେଇ କୃଷି ଜାଗରଣ (Krishi Jagran) ଟିମ ବହୁତ ଖୁସି । ଯାହାକୁ ନେଇ ସ୍ଥାନୀୟ କିମ୍ବା ବିଶ୍ବ ସ୍ତରରେ ଭାରତର କୃଷି ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବାକୁ ପ୍ରସ୍ତୁତ!

ସମ୍ପର୍କକୁ ମଜବୁତ କରିବାରେ କୃଷିର ଭୂମିକା ବିଷୟରେ ପଚରାଯିବାରୁ Payal Kanodia କହଛନ୍ତି ଯେ, କୃଷି ହେଉଛି ଭାରତର ମେରୁଦଣ୍ଡ । ଆମର ଆବଶ୍ୟକତା କ୍ରମାଗତ ଭାବେ ବଢୁଛି ।

the republic of kosovo opens its first commercial finance office in new delhi

the republic of kosovo opens its first commercial finance office in new delhi

କୋସୋଭୋ (Kosovo) ଏକ ବିକାଶଶୀଳ ଦେଶ, ଏକ upper-middle-income economy ସହିତ । କୋସୋଭୋ (Kosovo) ସ୍ଥାନୀୟ କିମ୍ବା ବିଶ୍ୱ ସ୍ତରରେ ଭାରତର କୃଷି ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଯଥାସମ୍ଭବ ଉଦ୍ୟମ କରିବାକୁ ପ୍ରସ୍ତୁତ ଅଛନ୍ତି ।

MoU ସ୍ୱାକ୍ଷରିତ ପରେ ଡୋମିନିକ୍ କହିଛନ୍ତି,କୃଷି ଜାଗରଣ ଟିମ ବହୁତ ଉତ୍ସାହିତ ଅଛନ୍ତି ଏଥିସହିତ ଆମେ ମିଳିତ ଭାବେ କାମ କରିବାକୁ ଆଗ୍ରହୀ ।

କୃଷି କ୍ଷେତ୍ରରେ ପ୍ରବେଶ କରିବ ଟେକ୍ନୋଲୋଜି । ଏହା ଜରିଆରେ ଫସଲ ଆକଳନ, ସାର ସିଞ୍ଚନ, ଜମି ରେକର୍ଡର ଡିଜିଟାଲାଇଜେସନ, କୀଟ ଏବଂ ପୁଷ୍ଟି ସାଧନ କରାଯିବ । ଚାଷ କାର୍ଯ୍ୟ ପାଇଁ ବେଶ ପରିଶ୍ରମ କରନ୍ତି ଚାଷୀ । ଏହାକୁ ସହଜ କରିବା ପାଇଁ ଟେକ୍ନୋଲୋଜୀର ସାହାଯ୍ୟ ନିଆଯାଉଛି । ପରିଶ୍ରମ କମ କରିବା ଓ ସମୟ ମଧ୍ୟରେ କାମକୁ ସମ୍ପୂର୍ଣ୍ଣ କରିବା ପାଇଁ କୃଷି କ୍ଷେତ୍ରରେ ପ୍ରବେଶ କରୁଛି ଟେକ୍ନୋଲୋଜି ।

ପ୍ରକାଶ ଥାଉ ଯେ, କୃଷି ଓ କୃଷକମାନଙ୍କୁ ଦୃଷ୍ଟିରେ ରଖି କୃଷି କ୍ଷେତ୍ରରେ ଅଧିକରୁ ଅଧିକ ଉନ୍ନତି ପାଇଁ ସବୁବେଳେ ପ୍ରୟାସ କରିଥାଏ କୃଷି ଜାଗରଣ । କୃଷକଙ୍କ ସମସ୍ୟାର ଅନୁଧ୍ୟାନ କରି ସେମାନଙ୍କୁ ସାହାଯ୍ୟ କରିବାକୁ କୃଷି ଜାଗରଣ ଯେଉଁ ଉଦ୍ୟମ କରୁଛି, ଏଥିସହିତ କୃଷକମାନଙ୍କ ସମସ୍ୟାକୁ କର୍ତ୍ତୃପକ୍ଷଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ କୃଷି ଜାଗରଣ ଯେଉଁ ସୁଯୋଗ ପ୍ରଦାନ କରୁଛି ତାହା ପ୍ରଶଂସନୀୟ ।

ନ୍ୟୁ ହଲାଣ୍ଡ କୃଷି ଫାର୍ମ କୁ ପାୱାର ଆୱାର୍ଡ ୨୦୨୨ ପୁରସ୍କାର

କୃଷକଙ୍କ ସମସ୍ୟା କମାଇବା ଏକ ପ୍ରଶଂସନୀୟ କାର୍ଯ୍ୟ !

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments