News

ITOTY ଆଓ୍ବାର୍ଡ 2022 : ଏଗ୍ରି ମିଡିଆ ପାର୍ଟନର ରହିଛି କୃଷି ଜାଗରଣ

ରାଜଧାନୀ ଦିଲ୍ଲୀରେ ଆୟୋଜିତ ହୋଇଯାଇଛି ITOTY ଆଓ୍ବାର୍ଡ 2022 । Indian Tractor of the year Awards ର ଏହା ତୃତୀୟ ସଂସ୍କରଣ ।

22 July, 2022 4:19 PM IST By: Sudesna Nayak

ରାଜଧାନୀ ଦିଲ୍ଲୀରେ ଆୟୋଜିତ ହୋଇଯାଇଛି ITOTY ଆଓ୍ବାର୍ଡ 2022 । Indian Tractor of the year Awards ର ଏହା ତୃତୀୟ ସଂସ୍କରଣ । ଚଳିତ ଥର Indian tractor of the Year 2022 ବିଜେତା ହୋଇଛନ୍ତି Mahindra 575 DI XP Plus ଓ Massey Fergussion 246 । ଅପରାହ୍ନ 4ଟାରେ ଦିଲ୍ଲୀର ପଲମନ ଏରୋସିଟି ହୋଟେଲରେ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା । ITOTY 2022 ପାଇଁ ଏକ୍ସକ୍ଲୁସିଭ୍ ଏଗ୍ରି ମିଡିଆ ପାର୍ଟନର ରହିଛି କୃଷି ଜାଗରଣ ।

Mr. Amit Tolani, Chief Executive କହିଛନ୍ତି, CEAT ରେ ଆମର ନିରନ୍ତର ପ୍ରୟାସ ହେଉଛି ସାହାଯ୍ୟ କରିବା । ଆମର ଉନ୍ନତ ଦ୍ରବ୍ୟ ମାଧ୍ୟମରେ କୃଷକମାନେ ସେମାନଙ୍କ ଚାଷଜମିରୁ ସର୍ବୋତ୍ତମ ଉତ୍ପାଦନ ପାଆନ୍ତି ।

Mr. Vinkesh Gulati, President, Federation of Automobile Dealers Associations(FADA)କହିଛନ୍ତି , ଚାଷୀଙ୍କ ପାଇଁ ସରକାର ଅନେକ ଯୋଜନା ଚଳାଇଛନ୍ତି । ବର୍ତ୍ତମାନ ଟ୍ରାକ୍ଟର ବିନା କୌଣସି କୃଷି କାର୍ଯ୍ୟ ସମ୍ଭବ ନୁହେଁ । ଟ୍ରାକ୍ଟର ସହଜରେ ସମସ୍ତ ପ୍ରକାର କୃଷି କାର୍ଯ୍ୟ କରିଥାଏ ।

Mr. Rajat Gupta, Founder of ITOTY and Tractor Junction କହିଛନ୍ତି, “ଆମର ମୂଳ ଲକ୍ଷ୍ୟ ହେଉଛି ସଚେତନତା ସୃଷ୍ଟି କରିବା ଏବଂ ଚାଷ ଉପକରଣ ପାଇଁ କୃଷକମାନଙ୍କୁ ସୂଚନା ଦେବା । ITOTY ପୁରସ୍କାର ସହିତ, ଆମର ଲକ୍ଷ୍ୟ ହେଉଛି ଅଭିନବ ଉତ୍ପାଦକୁ ପୁରସ୍କାର ଏବଂ ଉତ୍ସାହିତ କରିବା । ଆମର କୃଷକମାନଙ୍କୁ ସାହାଯ୍ୟ କରିବା ।

20 hP କ୍ୟାଟାଗୋରୀରେ ସର୍ବଶ୍ରେଷ୍ଠ ଟ୍ରାକ୍ଟର ପୁରସ୍କାର ପାଇଛି vst 171 । ସେହିପରି 21-30 hp କ୍ୟାଟାଗୋରୀରେ captaon 283 4wd, 31-40 hp କ୍ୟାଟାଗୋରୀରେ swaraj 735 fe, 41-45 hp କ୍ୟାଟାଗୋରୀରେ kubota mu 4501, 46-50 hp କ୍ୟାଟାଗୋରୀରେ new holland 3602 allroinder+, 51-60 hp କ୍ୟାଟାଗୋରୀରେ powertrack euro 55 powerhouse, -60 hpରୁ ଉର୍ଦ୍ଧ୍ବ କ୍ୟାଟାଗୋରୀରେ mahindra novo 755 Di

ଟ୍ରାକ୍ଟର ଶିଳ୍ପ ବିଶେଷଜ୍ଞଙ୍କ ଦ୍ବାରା ITOTY ଟ୍ରାକ୍ଟର ପୁରସ୍କାର ଚୟନ କରାଯାଏ । ITOTY ଜୁରି ସଦସ୍ୟଙ୍କ ଦ୍ବାରା ଭୋଟ୍ ପ୍ରକ୍ରିୟାରେ ସବୁଠାରୁ ଯୋଗ୍ୟ ବିଜେତା ବଛାଯାଏ । ITOTY ବିଜେତାମାନେ ସେମାନଙ୍କର ଗୁଣାତ୍ମକ ଉତ୍ପାଦ ମାଧ୍ୟମରେ କୃଷକମାନଙ୍କୁ ସନ୍ତୁଷ୍ଟ କରିବାରେ ସେମାନଙ୍କର ଅସାଧାରଣ କାର୍ଯ୍ୟ ପାଇଁ ପୁରସ୍କାର ପାଇଥାନ୍ତି । 2021ରେ ସୋନାଲିକା ଟାଇଗର 55(Sonalika Tiger 55) ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା ।

ITOTY-2022 ବିଜେତା

-Indian tractor of the Year 2022-(1. Mahindra 575 DI XP Plus 2. Massey Fergussion 246)

-Best tractor under 20 hp- vst 171
-Best tractor 21-30 hp- Captaon 283 4wd
-Best tractor 31-40 hp- swaraj 735 fe
-Best tractor 41-45 hp- Kubota mu 4501
-Kubota best title 40-50hp
-Best tractor 41-45 hp- Kubota mu 4501
-Best tractor 46-50 hp- new holland 3602 all rounder
-Best tractor 51-60 hp- power trac euro 55 powerhouse
-Best tractor above-60 hp- Mahindra novo 755 Di
-Straw reaper of the year- Dashmesh 517
-Reversible Plough of the year-Lemken Opal 90E
-Smart Farm Machinery of the Year- Joint winners(1.Shaktiman cotton picker 2. Code by swaraj)
-Post Harvest Solution of the year- New Holland Square baler..bc 5060
-Rotavator of the year- Machio Gaspardo Virat Rotavator
-Power Tiller of the year- VST 165 DI
-Classic tractor of the year- Sonalika Sikandar DI 740
-Most Sustainable Tractor of the year- Massey Fergusson 241 Dynatrac
-Best 4 WD tractor of the year-(Same Deutz Agrolux 55 4wd, Solis 5015 4 Wd)
-Best design tractor- kubota mu 5502
-Best tractor for commercial application- Eicher 557
-Best tractor for Agriculture- Farmtrac 60 Farmtrac
-Orchard tractor of the Year-Sonalika Baagban RX32
-Tractor Exporter of the Year- International Tractor Limited

ITOTY ଆଓ୍ବାର୍ଡ 2022: ଜାଣନ୍ତୁ କେଉଁ ଟ୍ରାକ୍ଟର ହେଲା ସର୍ବଶ୍ରେଷ୍ଠ ବିଜେତା

କୃଷକଙ୍କ କାର୍ଯ୍ୟ ହେଲା ସହଜ,ଚାଷ ପାଇଁ ଉତ୍କୃଷ୍ଟ ସ୍ୱରାଜ ଟ୍ରାକ୍ଟର

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)