1. କୃଷି ଖବର

ବୈଜ୍ଞାନିକ ପଦ୍ଧତ୍ତି ରେ ମହୁ ଚାଷ ର ପ୍ରଶିକ୍ଷଣ

କୃଷି ବିଜ୍ଞାନ କେନ୍ଦ୍ର ଖୋର୍ଦ୍ଧା ଓ ଆତ୍ମା ବାଲିଅନ୍ତାଙ୍କ ମିଳିତ ଉଦ୍ୟମରେ ଆରମ୍ଭ ହୋଇଛି ବୈଜ୍ଞାନିକ ପଦ୍ଧତ୍ତି ରେ ମହୁ ଚାଷ ର ପ୍ରଶିକ୍ଷଣ

KJ Staff
KJ Staff

କୃଷି ବିଜ୍ଞାନ କେନ୍ଦ୍ର ଖୋର୍ଦ୍ଧା ଆତ୍ମା ବାଲିଅନ୍ତା ର ମିଳିତ  ଉଦ୍ୟମରେ ଆରମ୍ଭ ହୋଇଛି ବୈଜ୍ଞାନିକ ପଦ୍ଧତ୍ତି ରେ ମହୁ ଚାଷ ପ୍ରଶିକ୍ଷଣ |ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସିଫI ଅଧିନସ୍ତ କୃଷି ବିଜ୍ଞାନ କେନ୍ଦ୍ର ଖୋର୍ଦ୍ଧା ଠାରେ ନଭେମ୍ବର ୨୮   ରେ ଅନୁଷ୍ଠିତ ହୋଇଯାଇଛି |

ବାଲିଅନ୍ତା ବ୍ଲକ ଅଞ୍ଚଳରୁ ପ୍ରାୟେ ୩୦ ଜଣ ଅଗ୍ରଣୀ ଚାଷୀ  ଯୁବକ ଯୁବତୀ ଏଥିପାଇଁ ପ୍ରଶିକ୍ଷଣ ନେଇଛନ୍ତି |ଭୁବନେଶ୍ୱର ସହକାରୀ ଉଦ୍ୟାନ ନିର୍ଦେଶକ ଶ୍ରୀଯୁକ୍ତ ପ୍ରଦୋଷ କୁମାର,ବାଲିଅନ୍ତା ସହକାରୀ କୃଷି ଅଧିକାରୀ ଶ୍ରୀଯୁକ୍ତ ମନୋରଞ୍ଜନ ରାଉଳ ମିସ ଶ୍ଵେତା, ମହୁ ପ୍ରଶିକ୍ଷଣ ଶ୍ରୀଯୁକ୍ତ ଦେବବ୍ରତ ସାହୁ ,ପ୍ରମୁଖ ପ୍ରଶିକ୍ଷକ ଭାବେ ଯୋଗଦାନ କରିଛନ୍ତି |

କୃଷି ବିଜ୍ଞାନ କେନ୍ଦ୍ର ,ଖୋର୍ଦ୍ଧା ବିଶେଷଜ୍ଞ ଶ୍ରୀଯୁକ୍ତ ଅଜୟ ଦାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ |କାର୍ଯ୍ୟକ୍ରମ ସମାପ୍ତି ରେ କୃଷକ ମହିଳା ମାନଙ୍କୁ ଉଦ୍ୟାନ ବିଭାଗ ଆତ୍ମା ବାଲିଅନ୍ତା ତରଫରୁ ରିହାତିରେ ମାଛିଯୁକ୍ତ ବାକ୍ସ ଯୋଗାଇ ଦେବାର ଯୋଜନା ରହିଛି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments