ଟ୍ରି ଟୁ ଗ୍ରାସ ର ରାଜ୍ୟସ୍ତରୀୟ କର୍ମଶାଳା
ନାବାର୍ଡ ମୁଖ୍ୟ ସାଧାରଣ ପରିଚାଳକ ଏ.ଚନ୍ଦ୍ରଶେଖର ମୁଖ୍ୟଅତିଥି ଭାବେ ଯୋଗ ଦେଇ ବାଉଁଶ ଚାଷ କରିବାକୁ ଇଛା ରଖିଥିବା ଚାଷୀଙ୍କୁ ଅଧିକ ରୁ ଅଧିକ ପ୍ରୋତ୍ସାହନ ଦେବା ସହ ଏହାର ବ୍ୟବସାୟିକ ଉପଯୋଗୀତା ଉପରେ ଗୁରୁତ୍ୱାରୋପ କରିଥିଲେ |
ନାବାର୍ଡ ର ଉପମୁଖ୍ୟ ପି .କେ ମହାପାତ୍ର କର୍ମଶାଳାରୁ ମିଳିଥିବା ନୂତନ ଚିନ୍ତାଧାରାକୁ ଓଡ଼ିଶାରେ ଲାଗୁ କରିବାକୁ ପରାମର୍ଶ ଦେଇଥିଲେ |ଅନ୍ୟମାନଙ୍କ ମଧ୍ୟରେ ଡଃ ବି ଏନ ମହାନ୍ତି ,ଜେକେ ଗ୍ରୁପ ସି.ଏସ .ଆର ପ୍ରମୁଖ କପିଲ କୌଲ ଯୋଗାଇଦେଇ ନିଜ ମତ ଉପସ୍ଥାପନ କରିଥିଲେ |
କମଳାକାନ୍ତ ଦାସ ମଞ୍ଚ ଉପସ୍ଥାପନ କରିଥିଲା ବେଳେ ଆୟୋଜକ ମୁଖ୍ୟ ପ୍ରଫେସର ପ୍ରଫୁଲ୍ଲ ଧଳ ଧନ୍ୟବାଦ ଜ୍ଞାପନ କରିଥିଲେ |
ଜାଣନ୍ତୁ ବାଉଁଶ ର କିଛି ଅଦ୍ଭୁତ କଥା ..ଏଠାରେ କ୍ଲିକ କରନ୍ତୁ
Share your comments