1. କୃଷି ଖବର

ଅନୁସନ୍ଧାନରେ ଉତ୍କର୍ଷ ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ପଦକ : ଓଡିଶାରୁ 4 ଜଣ ସମ୍ମାନିତ

ଓଡିଶାରୁ ଇନ୍ସିପେକ୍ଟର ଆଶିଷ ଚନ୍ଦ୍ର ଜେନା, ଶ୍ରୀମତୀ ଅନୁସୂୟା ନାୟକ, ରମେଶ କୁମାର ପ୍ରଧାନ ଏବଂ ଡିଏସ୍‌ପି ସୁମିତ୍ରା ଜେନାଙ୍କୁ ମିଳିଲା ଅନୁସନ୍ଧାନରେ ଉତ୍କର୍ଷ ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ପଦକ ।

Shuvanshu Kar
Shuvanshu Kar
Union Home Minister’s Medal for Excellence

Union Home Minister’s Medal for Excellence

୨୦୨୨ ମସିହା ନିମନ୍ତେ ଅନୁସନ୍ଧାନରେ ଉତ୍କର୍ଷ ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ପଦକ(Union Home Minister’s Medal for Excellence) । ଓଡିଶାରୁ ଇନ୍ସିପେକ୍ଟର ଆଶିଷ ଚନ୍ଦ୍ର ଜେନା, ଶ୍ରୀମତୀ ଅନୁସୂୟା ନାୟକ, ରମେଶ କୁମାର ପ୍ରଧାନ ଏବଂ ଡିଏସ୍‌ପି ସୁମିତ୍ରା ଜେନା ସାମ୍ମାନିତ ।

ଅନୁସନ୍ଧାନରେ ଉତ୍କର୍ଷ ପାଇଁ ଚଳିତ ବର୍ଷ ୧୫୧ଜଣ ପୁଲିସ କର୍ମଚାରୀଙ୍କୁ ପ୍ରଦାନ କରାଯାଇଛି କେନ୍ଦ୍ର ଗୃହମନ୍ତ୍ରୀଙ୍କ ପଦକ । ଅପରାଧ ଅନୁସନ୍ଧାନରେ ପେଶାଗତ ଉତ୍କର୍ଷ ପ୍ରତିପାଦନ ପାଇଁ ୨୦୧୮ ମସିହାରେ ଏହି ପଦକ ସୃଷ୍ଟି କରାଯାଇଥିଲା ।

ପଦକ ପାଇଥିବା କର୍ମଚାରୀଙ୍କ ମଧ୍ୟରେ ୧୫ଜଣ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ହୋଇଥିବାବେଳେ ମହାରାଷ୍ଟ୍ର ପୁଲିସରୁ ଏଗାର ଜଣ, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ପୁଲିସରୁ ୧୦ଜଣ ଲେଖାଏଁ, କେରଳ, ରାଜସ୍ଥାନ ଓ ପଶ୍ଚିମବଙ୍ଗ ପୁଲିସରୁ ଆଠଜଣ ଲେଖାଏଁ ଓ ଅନ୍ୟମାନେ ଅନ୍ୟାନ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଓ ସଂଗଠନରୁ ଅଟନ୍ତି । ସେମାନଙ୍କ ମଧ୍ୟରେ ୨୮ଜଣ ମହିଳା ପୁଲିସ ଅଧିକାରୀ ଅଛନ୍ତି ।

ଓଡିଶାରୁ ଦୁଇଜଣ ମହିଳା ପୁଲିସ ଅଧିକାରୀଙ୍କ ସମେତ ମୋଟ ଚାରିଜଣ ଏହି ପଦକ ପାଇଛନ୍ତି । ସେମାନେ ହେଲେ ଇନ୍ସିପେକ୍ଟର ଶ୍ରୀ ଆଶୀଷ ଚନ୍ଦ୍ର ଜେନା , ଶ୍ରୀମତୀ ଅନୁସୂୟା ନାୟକ, ରମେଶ କୁମାର ପ୍ରଧାନ ଏବଂ ଡିଏସ୍‌ପି ଶ୍ରୀମତୀ ସୁମିତ୍ରା ଜେନା ।

World Elephant Day:ଗତ ୮ ବର୍ଷ ମଧ୍ୟରେ ବୃଦ୍ଧି ପାଇଛି ହସ୍ତୀ ଅଭୟାରଣ୍ୟ

ଭାରତରେ କମିଲା ପାମ ତେଲ ଆମଦାନୀ , ସୋୟା 125% ରେକର୍ଡ ବୃଦ୍ଧି

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments