News

ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର, ୩% ବଢିଲା ମହଙ୍ଗା ଭତ୍ତା

ବିଧାନସଭାରେ ବଜେଟ୍ ଉପସ୍ଥାପନ ସମୟରେ ରାଜ୍ୟ ସରକାର ମହଙ୍ଗା ଭତ୍ତା କୁ ଆହୁରି ବୃଦ୍ଧି କରିଛନ୍ତି । ସରକାର ସରକାରୀ କର୍ମଚାରୀଙ୍କ ପାଇଁ ଡିଏକୁ ୩% ବୃଦ୍ଧି କରିଛନ୍ତି ।

16 February, 2023 11:28 AM IST By: Sudesna Nayak

ବିଧାନସଭାରେ ବଜେଟ୍ (budget)ଉପସ୍ଥାପନ ସମୟରେ ରାଜ୍ୟ ସରକାର ମହଙ୍ଗା ଭତ୍ତା (DA)କୁ ଆହୁରି ବୃଦ୍ଧି କରିଛନ୍ତି । ସରକାର ସରକାରୀ କର୍ମଚାରୀ (government employees)ଙ୍କ ପାଇଁ ଡିଏ (da)କୁ ୩% ବୃଦ୍ଧି କରିଛନ୍ତି ।

ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ବିଧାନସଭାରେ ବଜେଟ୍ (budget) ଉପସ୍ଥାପନ ସମୟରେ ରାଜ୍ୟ ସରକାର (state government)ମହଙ୍ଗା ଭତ୍ତା (DA)କୁ ଆହୁରି ୩ ପ୍ରତିଶତ ବୃଦ୍ଧି କରିଛନ୍ତି । ପଶ୍ଚିମବଙ୍ଗର ଅର୍ଥମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ଘୋଷଣା କରିଛନ୍ତି ଯେ ପଶ୍ଚିମବଙ୍ଗ ସରକାର (government)ସରକାରୀ କର୍ମଚାରୀ (government employees)ଙ୍କ ପାଇଁ ଡିଏ (da)କୁ ୩% ବୃଦ୍ଧି କରିଛନ୍ତି । ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ବିଧାନସଭାରେ ରାଜ୍ୟ ବଜେଟ୍ (budget 2023-2024)୨୦୨୩-୨୪ ଉପସ୍ଥାପନ କରିଥିଲେ । ବଜେଟ୍‌ରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶରେ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ DA ଘୋଷଣା କରାଯାଇଛି ।

ଘୋଷଣା ଅନୁଯାୟୀ ଆସନ୍ତା ମାର୍ଚ୍ଚ ମାସର ଦରମାରୁ ରାଜ୍ୟ ସରକାରୀ କର୍ମଚାରୀ (government employees)ମାନେ ବର୍ଦ୍ଧିତ DA ପାଇବେ । ସରକାରୀ କର୍ମଚାରୀଙ୍କ ବ୍ୟତୀତ ପେନ୍‌ସନ୍‌ (pensioner)ଭୋଗୀମାନେ ମଧ୍ୟ ଏହାର ସୁବିଧା ପାଇବେ ।

ପ୍ରକାଶ ଥାଉ ଯେ, ଆସିଲା ବଡ ଖୁସି ଖବର (GOOD NEWS)। ସରକାର ସରକାରୀ କର୍ମଚାରୀ (government employees)ଙ୍କ ପାଇଁ ଡିଏ (da)କୁ ୩% ବୃଦ୍ଧି କରିଛନ୍ତି । ଯାହାକୁ ନେଇ ଖୁସିରେ ସରକାରୀ କର୍ମଚାରୀ (government employees) ।

7th Pay Commission: ଚାକିରିଆ ଓ ପେନସନଭୋଗୀଙ୍କୁ ମିଳିବ ହୋଲି ଉପହାର

7th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)