1. କୃଷି ଖବର

କୃଷି ମେଳା ୨୦୧୯ ଉଦ୍ଘାଟିତ ...କଣ ରହିଛି ଏହାର ବିଶେଷତ୍ୱ

କୃଷି ମେଳା ୨୦୧୯ ଉଦ୍ଘାଟିତ ...କଣ ରହିଛି ଏହାର ବିଶେଷତ୍ୱ

KJ Staff
KJ Staff

ରାଜ୍ୟ ସରକାରଙ୍କ ବହୁ ଚର୍ଚ୍ଚିତ କାଳିଆ ଯୋଜନା କୁ ନେଇ  ମୁଖ୍ୟମନ୍ତ୍ରୀ ଦୃଢ ଆଶାବ୍ୟକ୍ତ କରିଛନ୍ତି |ଏହି ଯୋଜନା ପୁରା ଦେଶ ପାଇଁ ନୌକରଣୀୟ ହୋଇପାରିବ |କାଳିଆ ସଜୀବ ସମଗ୍ର ଦେଶ ଚାଷୀଙ୍କ ପାଇଁ ଉନ୍ନତି ମାର୍ଗଦର୍ଶକ |ଗତ କଲି ବରମୁଣ୍ଡା ପଡିଆ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟିକ କାଳିଆ  ଅନ୍ତର୍ଗତ କୃଷି ମେଳା ଉଦ୍ଘାଟନ କରିଛନ୍ତି |

କୃଷି ମହାକୁମ୍ଭ କୃଷି ମେଳା ରେ ଉପସ୍ଥିତ ଥିଲେ ବିଭିନ୍ନ କୃଷି କ୍ଷେତ୍ର କୁ ଆୟୋଜିତ ହେଇଥିବା ସୁନ୍ଦର ଏକ ପ୍ରଦର୍ଶିନୀ |ବିଭିନ୍ନ ଚାଷ ଉପକରଣ ସମେତ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ , ଫସଲ ସୁରକ୍ଷା ,ମତ୍ସ୍ୟ ପାଳନ ,ଉଦ୍ୟାନ ପାଳନ,ଗ୍ରୀନ ହାଉସ ,ଜଳସେଚନ ,ପଶୁ ପାଳନ,ମଧୁ ଇଣ୍ଡିଆ ,ମୃତ୍ତିକା ସଂରକ୍ଷଣ ପରି କେତେକ ଗୁରୁତ୍ୱପୂର୍ଣ ଦିଗ କୁ ଦର୍ଶାଇଥିଲା ଏହି ପ୍ରଦର୍ଶନୀ |

ଏବଂ ଏଥିରେ ଯୋଗଦାନ ଦେଇଥିଲା କୃଷି ଜାଗରଣ ଓଡିଶା

ପ୍ରଦର୍ଶନୀ ଏକ ଝଲକ

ଏହାର ଶୋଭା ବଢ଼ିଥିଲା ସୁନ୍ଦର ପୁଷ୍ପଶଜୀତ କାରିଗରୀ ଏବଂ ଦର୍ଶକ ଙ୍କ ମନ ମୋହିବାକୁ ଥିଲା ଫୂଡ଼କୋର୍ଟ

 

ଏହି ଅବସରରେ ରେ ମୁଖ୍ୟ ମନ୍ତ୍ରୀ ଟ୍ୱିଟର ଦ୍ୱାରା ଦେଶ ବାସୀଙ୍କ ମନଗଲା କାମନା କରିଥିଲେ |   

                                                                                                                                                                    

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments