1. କୃଷି ଖବର

ମହିଳାମାନେ କୃଷିର ଜନନୀ: FMC India ନିର୍ଦ୍ଦେଶକ ରାଜୁ କପୁର

କୃଷି ଜାଗରଣ ଚୌପାଲରେ ଯୋଗ ଦେଇ ସ୍ଥାୟୀ କୃଷି ସମ୍ପର୍କରେ ଆଲୋଚନା କରିଛନ୍ତି FMC India ନିର୍ଦ୍ଦେଶକ ରାଜୁ କପୁର ।

Shuvanshu Kar
Shuvanshu Kar

ଜୀବନରେ ସଫଳତାର ରାସ୍ତା ଏତେ ସହଜ ନୁହେଁ । କଠିନ ପରିଶ୍ରମ ଓ ନିଷ୍ଠା ଦ୍ବାରା ଏହା ସମ୍ଭବ ହୋଇଥାଏ । ଆପଣଙ୍କୁ ସର୍ବଦା ଆପଣଙ୍କ ଲକ୍ଷ୍ୟ ମନେ ରଖିବା ଉଚିତ ଏବଂ ପ୍ରତ୍ୟେକ ଭୁଲରୁ କିଛି ଶିଖିବା ଜରୁରୀ ।

ପରାଜୟ ସ୍ବୀକାର କରି କିଛି ହାସଲ ହୁଏ ନାହିଁ, କିନ୍ତୁ ଯଦି ଆପଣ ଆପଣଙ୍କର ଲକ୍ଷ୍ୟ ଆଡକୁ କ୍ରମାଗତ ଭାବରେ ବଢିବାକୁ ଚେଷ୍ଟା କରୁଛନ୍ତି ଏବଂ କଠିନ ପରିଶ୍ରମ ଜାରି ରଖିଛନ୍ତି, ତେବେ ଆପଣ ନିଶ୍ଚିତ ଭାବରେ ଦିନେ ତାହା ହାସଲ କରିବେ । ସମାନ ଉତ୍ସାହ ଓ ଜିଦ ଆମକୁ ଜଣେ ବ୍ୟକ୍ତିଙ୍କ ମଧ୍ୟରେ ଦେଖିବାକୁ ମିଳିଛି, ଯିଏ ଆଜି ଆମ ମାନଙ୍କ ଗହଣରେ ଉପସ୍ଥିତ ଅଛନ୍ତି ।

ଆଜ୍ଞା ହଁ, ଆମେ କହୁଛୁ ରାଜୁ କପୁରଙ୍କ ବିଷୟରେ, ଯିଏ FMC India, philadelphia USA ସ୍ଥିତ ବିଶ୍ବ କୃଷି ପ୍ରମୁଖ FMC Corporation ର ଭାରତୀୟ ସହାୟକ କମ୍ପାନୀ ସହିତ Industry and Public Affairs ର Director Corporate Affair ଅଛନ୍ତି । କୃଷି ଓ ରସାୟନ ଉଦ୍ୟୋଗରେ ରାଜୁଙ୍କର 34 ଲବର୍ଷର ଅଭିଜ୍ଞତା ରହିଛି ।

ରାଜୁ କପୁରଙ୍କର ଫସଲ ଉତ୍ପାଦନ, କୀଟନାଶକ, PGRs, ବିହନ, ପ୍ରାଣୀ ପୋଷକ ଓ ସ୍ବାସ୍ଥ୍ୟ ଉତ୍ପାଦରେ କମ କରିବାର ଅନେକ ଅଭିଜ୍ଞତା ରହିଛି । ସେ ଅତୀତରେ ବିଭିନ୍ନ ଜଣାଶୁଣା କର୍ପୋରେଟଗୁଡିକରେ ବ୍ୟବସାୟ ଏବଂ ଲାଭ କେନ୍ଦ୍ରଗୁଡିକର ନେତୃତ୍ୱ ନେଇଛନ୍ତି । ବିଭିନ୍ନ ପ୍ରକାରର ବ୍ୟବସାୟ ସୃଷ୍ଟି ଏବଂ ବିକାଶ କରି ସେଥିରେ ପରିବର୍ତ୍ତନ ମଧ୍ୟ ଆଣିଛନ୍ତି ।

ଏହା ସହିତ ଖାଦ୍ୟ ପ୍ରଣାଳୀ ଓ କୃଷିର ସ୍ଥାୟିତ୍ବରେ ତାଙ୍କର ମହତ୍ବପୂର୍ଣ୍ଣ ଯୋଗଦାନ ରହିଛି । ସେ ନିଜ କ୍ୟାରିଅରରେ ଫସଲ ଉତ୍ପାଦନ, କୀଟନାଶକ, PGRs, ବିହନ, ପ୍ରାଣୀ ପୋଷକ ଓ ସ୍ବାସ୍ଥ୍ୟ ଉତ୍ପାଦ କ୍ଷେତ୍ରରେ ସକ୍ରିୟ ଭୂମିକା ଗ୍ରହଣ କରିଛନ୍ତି ।

ଜିବି ପନ୍ଥ ୟୁନିଭରସିଟିରୁ କୃଷି ଏବଂ ପଶୁପାଳନରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ରାଜୁ କପୁର ମାର୍କେଟିଂରେ ଏମବିଏ କରିଛନ୍ତି। ନବସୃଜନ ପରିଚାଳନା ପାଇଁ ଜଣାଶୁଣା ରାଜୁ କପୁର FMC ଇଣ୍ଡିଆ ପୂର୍ବରୁ Dow Agro Science ସହ ଜଡିତ ଥିଲେ ।


କୃଷି ଜାଗରଣ ଚୌପାଲରେ ଯୋଗ ଦେଇ କୃଷିର ସ୍ଥାୟୀତ୍ବ ସମ୍ପର୍କରେ ଅଭିଭାଷଣ ଦେଇଛନ୍ତି FMC India ନିର୍ଦ୍ଦେଶକ ରାଜୁ କପୁର । ପୁରଙ୍କ ବିଷୟରେ, ଯିଏ FMC India, philadelphia USA ସ୍ଥିତ ବିଶ୍ବ କୃଷି ପ୍ରମୁଖ FMC Corporation ର ଭାରତୀୟ ସହାୟକ କମ୍ପାନୀ ସହିତ Industry and Public Affairs ର Director Corporate Affair ଅଛନ୍ତି । କୃଷି ଓ ରସାୟନ ଉଦ୍ୟୋଗରେ ରାଜୁଙ୍କର 34 ଲବର୍ଷର ଅଭିଜ୍ଞତା ରହିଛି ।

ରାଜୁ କପୁରଙ୍କର ଫସଲ ଉତ୍ପାଦନ, କୀଟନାଶକ, PGRs, ବିହନ, ପ୍ରାଣୀ ପୋଷକ ଓ ସ୍ବାସ୍ଥ୍ୟ ଉତ୍ପାଦରେ କମ କରିବାର ଅନେକ ଅଭିଜ୍ଞତା ରହିଛି । ସେ ଅତୀତରେ ବିଭିନ୍ନ ଜଣାଶୁଣା କର୍ପୋରେଟଗୁଡିକରେ ବ୍ୟବସାୟ ଏବଂ ଲାଭ କେନ୍ଦ୍ରଗୁଡିକର ନେତୃତ୍ୱ ନେଇଛନ୍ତି । ବିଭିନ୍ନ ପ୍ରକାରର ବ୍ୟବସାୟ ସୃଷ୍ଟି ଏବଂ ବିକାଶ କରି ସେଥିରେ ପରିବର୍ତ୍ତନ ମଧ୍ୟ ଆଣିଛନ୍ତି ।

କୃଷି ଜାଗରଣ ଚୌପାଲରେ ଯୋଗ ଦେଇ ସ୍ଥାୟୀ କୃଷି ସମ୍ପର୍କରେ ଆଲୋଚନା କରିଛନ୍ତି FMC India ନିର୍ଦ୍ଦେଶକ ରାଜୁ କପୁର । ଗ୍ରାମାଞ୍ଚଳରେ ଜଳ ସଂରକ୍ଷଣ ଉପରେ ଗୁରୁତ୍ବ ଦେଇଛନ୍ତି ରାଜୁ କପୁର । ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶର ଗ୍ରାମାଞ୍ଚଳରେ ଜଳ ସଂରକ୍ଷଣର ଆବଶ୍ୟକତାକୁ ସେ ଦର୍ଶାଇଛନ୍ତି ।

କୃଷି କ୍ଷେତ୍ରରେ ମହିଳା ଚାଷୀଙ୍କ ଅବଦାନ ସମ୍ପର୍କରେ କହିଛନ୍ତି ରାଜୁ କପୁର । ମହିଳାମାନେ କୃଷିର ଜନନୀ ବୋଲି ରାଜୁ ବିବେଚନା କରିଛନ୍ତି ।

କୃଷି ଜାଗରଣରେ Tefla କିଙ୍ଗ କୈଳାସ ସିଂ

କୃଷି ଜାଗରଣରେ କରୋମାଣ୍ଡେଲ କମ୍ପାନୀର ବରିଷ୍ଠ ଜେନେରାଲ ମ୍ୟାନେଜର ସତୀଶ ତିୱାରୀ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments