1. କୃଷି ଖବର

ବିଶ୍ୱ ନାରିକେଳ ଦିବସ !

ବିଶ୍ୱ ନାରିକେଳ ଦିବସ !

KJ Staff
KJ Staff

ଫଣି ରେ କ୍ଷେତିଗ୍ରସ୍ତ ନଡ଼ିଆ ଚାଷୀ ଙ୍କୁ ମିଳିବ ଅଧିକ ସହାୟତା !

କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଷୋମବାର ବିଶ୍ୱ ନାରିକେଳ ଦିବସ ରେ କୀଟ ରେ ହୋଇଥିବା ଏକ କାର୍ଯ୍ୟକ୍ରମ ରେ ଫଣି ରେ କ୍ଷେତିଗ୍ରସ୍ତ ନଡ଼ିଆ ଚାଷୀଙ୍କ ଲାଗି ଅଧିକ ସହାୟତା ର ଘୋଷଣା କରିଛନ୍ତି |
ଏନେଇ କେନ୍ଦ୍ର ରୁ ୨୯.୬୫ କୋଟି ମିଳିବା ସାଙ୍ଗରେ ଅତିରିକ୍ତ ସହାୟତା ମଧ୍ୟ ପ୍ରଦାନ କରାଯିବ |


"ଫଣି ରେ କ୍ଷେତିଗ୍ରସ୍ତ ହୋଇଥିବା ନଡ଼ିଆ ଗଛ ଙ୍କ ବିଷୟରେ ଆମେ ସମସ୍ତେ ଜାଣିଛେ ,ତେଣୁ କେନ୍ଦ୍ର ସରକାର ଚାଷୀ ମାନଙ୍କୁ ବିଶେଷ ସହାୟତା ଲାଗି ବେଶ ଉତ୍ସୁକ ଥିଲା ବେଳେ ରାଜ୍ୟ ସରକାର ଙ୍କୁ ସଠିକ ଭାବେ ଏହି ସହାୟତା ମଞ୍ଜୁରୀ ଲାଗି କାର୍ଯ୍ୟ କରିବାକୁ ଅନୁରୋଧ କରିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ |
ଦେଶର ର ୧ କୋଟି ରୁ ଅଧିକ ଚାଷୀ ନଡ଼ିଆ ଗଛ ଚାଷ କରି ନିଜ ଜୀବିକା ବହନ କରୁଥିଲା ବେଳେ ତାହା ବିଶ୍ୱ ର ୩୩ % ର ନଡ଼ିଆ ଯୋଗାଏ |

ଏନେଇ କେନ୍ଦ୍ର ରୁ ୨୯.୬୫ କୋଟି ମିଳିବା ସାଙ୍ଗରେ ଅତିରିକ୍ତ ସହାୟତା ମଧ୍ୟ ପ୍ରଦାନ କରାଯିବ | "ଫଣି ରେ କ୍ଷେତିଗ୍ରସ୍ତ ହୋଇଥିବା ନଡ଼ିଆ ଗଛ ଙ୍କ ବିଷୟରେ ଆମେ ସମସ୍ତେ ଜାଣିଛେ ,ତେଣୁ କେନ୍ଦ୍ର ସରକାର ଚାଷୀ ମାନଙ୍କୁ ବିଶେଷ ସହାୟତା ଲାଗି ବେଶ ଉତ୍ସୁକ ଥିଲା ବେଳେ ରାଜ୍ୟ ସରକାର ଙ୍କୁ ସଠିକ ଭାବେ ଏହି ସହାୟତା ମଞ୍ଜୁରୀ ଲାଗି କାର୍ଯ୍ୟ କରିବାକୁ ଅନୁରୋଧ କରିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ | ଦେଶର ର ୧ କୋଟି ରୁ ଅଧିକ ଚାଷୀ ନଡ଼ିଆ ଗଛ ଚାଷ କରି ନିଜ ଜୀବିକା ବହନ କରୁଥିଲା ବେଳେ ତାହା ବିଶ୍ୱ ର ୩୩ % ର ନଡ଼ିଆ ଯୋଗାଏ |
ଏହି ଉତ୍ସବ ରେ ନଡ଼ିଆ ର ପ୍ରକ୍ରିୟାକରଣ ଲାଗି ବ୍ୟବହୃତ ବିଭିନ୍ନ ପ୍ରଯୁକ୍ତି ସହ ନଡ଼ିଆ ର ଜୀବନ ଚକ୍ର ଏବଂ ବିଭିନ୍ନ ଉତ୍ପାଦ ରଏକ ପ୍ରଦର୍ଶନୀ ମଧ୍ୟ ଆୟୋଜିତ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ରେ କୃଷି ଏବଂ କୃଷକ ବିକାଶ ମନ୍ତ୍ରୀ ଅରୁଣ କୁମାର ସାହୁ,ଏମ ଏଲ ଏ ସୁଶାନ୍ତ କୁମାର ରାଉତ କେନ୍ଦ୍ର କୃଷି ସଚିବ ସଞ୍ଜୟ ଅଗ୍ରୱାଲ ,ମୁଖ୍ୟ ସଚିବ ସୌରଭ ଗର୍ଗ ,ନାରିକେଳ ଉନ୍ନୟନ ବୋର୍ଡ ଚେୟାର ପର୍ସନ ଭି ଉଷା ରାଣୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ମତ ଉପସ୍ଥାପନା କରିଥିଲେ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments