1. ଅନ୍ୟାନ୍ୟ

ଆଲାର୍ମ ଘଣ୍ଟା ତିଆରି କରିବ ସକାଳ କଫି

ଆଲାର୍ମ ଘଣ୍ଟା ତିଆରି କରିବ ସକାଳ କଫି :

KJ Staff
KJ Staff

ଆଲାର୍ମ ଘଣ୍ଟା ର ଶବ୍ଦ ରେ ସମ୍ଭବତଃ ଆପଣ ଦୈନିକ ବିରକ୍ତ ହୋଇ ଆଲାର୍ମ ଦେବା ବନ୍ଦ କରିସାରିଥିବେ |ଆଜିକାଲି ଆଲାର୍ମ ଘଣ୍ଟା ବ୍ୟତୀତ ବର୍ତମାନ ଯୁଗ ରେ ଲୋକ ମୋବାଇଲ ଫୋନ ର ବ୍ୟବହାର କରୁଛନ୍ତି |ତେବେ ଉଭୟ ଙ୍କର ସକାଳୁ ଶବ୍ଦ ଶୁଣିଲେ ବିରକ୍ତ ହେବ ବ୍ୟତୀତ ବର୍ତମାନ ଏକ ନୂତନ ମେସିନ ଦ୍ୱାରା ଆପଣଙ୍କର ସୂର୍ଯ୍ୟଉଦୟ ହେବାର ଆଶା ରହିଛି |

ଏହି ମେସିନ ନା ହେଉଛି ଆଲାର୍ମ କମ କଫି ମେକର |କଫି ପସନ୍ଦ କରୁଥିବା ବ୍ୟକ୍ତି ଙ୍କ ଲାଗି  ବିଶେଷ ଉପକାରୀ,ଏହି ମେସିନ ସକାଳୁ ଆପଣଙ୍କର ନିଦ୍ରା ଭଙ୍ଗ କରିବା ସହ ଆଖି ଖୋଲିଲା ମାତ୍ରେ କଫି କପ ତିଆରି କରି ଆପଣଙ୍କ ଆଗରେ ରଖି ଦେବ|ଜୋସେଫ ରିନାଉଫ ,ଲଣ୍ଡନ ର ଇଞ୍ଜିନିଅର ଏହି ପରି ସମସ୍ୟା ର ଉପାୟ ଭାବେ ଏହି ମେସିନ ର ଉଦ୍ଭାବନ କରିଛନ୍ତି |
ଅନ୍ୟ ଆଲାର୍ମ ଘଣ୍ଟା ପରି ଏହା ଆପଣଙ୍କ କାନ କୁ ଅଧିକ ବ୍ୟସ୍ତ ନ କରି ବରଂ ସକାଳୁ ପାଣି ର କୁଳୁକୁଳୁ ଶବ୍ଦ ସହ ,ଚଢେଇ ମାନଙ୍କର ମିଠା ଗୀତ ଏବଂ କଫି ର ସୁନ୍ଦର ବାସ୍ନା ସହ ଆପଣଙ୍କ ନିଦ୍ରା ଭଙ୍ଗ କରିବାର ପ୍ରୟାସ କରିବା |
ଆପଣ ନିର୍ଧାରିତ କରିଥିବା ସମୟ ଠିକ ପୂର୍ବରୁ ଏହି ମେସିନ ପାଣି ଗରମ କରିବା ଆରମ୍ଭ କରେ ଏବଂ ଏକ ଟ୍ୟୁବ ସାହାଯ୍ୟ ଏହି ପାଣି କଫି ମେସିନ ଭିତରେ କଫି ଥିବା ଜାଗା କୁ ଆସିଥାଏ ପରେ ଆଲାର୍ମ ଶବ୍ଦ ସହ ଏହା ଗରମ ଗରମ କଫି ଆପଣଙ୍କୁ ସର୍ଵ କରିଥାଏ |

ଏଥିରେ ଏକ ଛୋଟ ଡ୍ର ମଧ୍ୟରହିଛି ଯେଉଁଥିରେ କଫି ,ଚିନି ବା ଚାହା ପତି ମଧ୍ୟ ରଖିପାରିବେ |ଏଥିରେ ଥିବା ଫ୍ରିଜ ଦ୍ୱାରା ଆପଣ ରାତି ରେ ଏଥିରେ ଥଣ୍ଡା କ୍ଷୀର ମଧ୍ୟ ରଖିପାରିବେ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments