1. ଅନ୍ୟାନ୍ୟ

ଖାଦ୍ୟରେ କୋଇଲା !!

ନିକଟରେ ଯଦି ଆପଣ ବାହାରେ କୌଣସି ହୋଟେଲ ବା ରେସଟୁରାନ୍ଟ ରେ ଖାଇବାକୁ ଯାଇଥିବେ ତେବେ କଲା ରଙ୍ଗ ର ଖାଦ୍ୟ ଉପରେ ନଜର ପଡିଥିବା ନିଶ୍ଚିନ୍ତ |ପିଜା,ବୁର୍ଜର,ପାସ୍ତା ଇତ୍ୟାଦି ଫାଷ୍ଟ ଫୁଡ ରେ କୁତ୍ରିମ ଭାବେ କଲା ରନଗ ର ପ୍ରୟୋଗ କରି ଗ୍ରାହକଙ୍କୁ ଅକ୍ରୁସ୍ତ କରିବାର ଏବେ ଏକ ନୂତନ ଟ୍ରିକ ପ୍ରୟୋଗ କରୁଛନ୍ତି ଏହି ପରି ହୋଟେଲ ଓ ରେସଟୁରାନ୍ଟ| ଖାଦ୍ୟ ରେ ଏହା ଏକ ନୂଆ ଟ୍ରେଣ୍ଡ ଭାବେ ଉଭା ହୋଇଛି |ବ୍ୟଞ୍ଜନ କୁ କଲା ରଙ୍ଗ ଓ ଧୂଆଁଳିଆ ସ୍ୱାଦ ଦେବା ଲାଗି ବ୍ୟବହୃତ ହେଉଥିବା ଏହି ଗୁଣ୍ଡ ହେଉଛି ଜ୍ୱଳନ୍ତ କୋଇଲା ବା ଆକଟିବେଟେଡ଼ ଚାରକୋଲ |

KJ Staff
KJ Staff

ନିକଟରେ ଯଦି ଆପଣ ବାହାରେ କୌଣସି ହୋଟେଲ ବା ରେସଟୁରାନ୍ଟ  ରେ ଖାଇବାକୁ ଯାଇଥିବେ ତେବେ କଲା ରଙ୍ଗ ଖାଦ୍ୟ ଉପରେ ନଜର ପଡିଥିବା ନିଶ୍ଚିନ୍ତ |ପିଜା,ବୁର୍ଜର,ପାସ୍ତା   ଇତ୍ୟାଦି ଫାଷ୍ଟ ଫୁଡ ରେ କୁତ୍ରିମ ଭାବେ କଲା ରନଗ ପ୍ରୟୋଗ କରି ଗ୍ରାହକଙ୍କୁ ଅକ୍ରୁସ୍ତ କରିବାର ଏବେ ଏକ ନୂତନ ଟ୍ରିକ ପ୍ରୟୋଗ କରୁଛନ୍ତି ଏହି ପରି ହୋଟେଲ ରେସଟୁରାନ୍ଟ

ଖାଦ୍ୟ ରେ ଏହା ଏକ ନୂଆ ଟ୍ରେଣ୍ଡ ଭାବେ ଉଭା ହୋଇଛି |ବ୍ୟଞ୍ଜନ କୁ କଲା ରଙ୍ଗ ଧୂଆଁଳିଆ ସ୍ୱାଦ ଦେବା ଲାଗି ବ୍ୟବହୃତ ହେଉଥିବା ଏହି ଗୁଣ୍ଡ ହେଉଛି ଜ୍ୱଳନ୍ତ କୋଇଲା ବା ଆକଟିବେଟେଡ଼ ଚାରକୋଲ |

ଜଳନ୍ତା କାର୍ବନ ଉପ ଉତ୍ପାଦ ହେଉଛି କୋଇଲା |ତେବେ ନିର୍ଦ୍ଧିଷ୍ଟ ତାପମାତ୍ରା ରେ ସ୍ୱତନ୍ତ୍ର ଗ୍ୟାସ ସମ୍ପର୍କରେ ଆସିବା ପରେ କୋଇଲା ସକ୍ରିୟ କୋଇଲା ରେ ପରିବର୍ତିତ ହୋଇଥାଏ |

ସପ୍ତାହରେ ଥର ସକ୍ରିୟ କୋଇଲାଯୁକ୍ତ ଖାଦ୍ୟ ଖାଇବା ସ୍ୱାସ୍ଥ୍ୟବର୍ଦ୍ଧକ ବୋଲି ବିଶେଷଜ୍ଞ ଙ୍କ ମତ |ଦାନ୍ତ ସଫା ରଖିବାରେ ଏହାର ଭୂମିକା  ଗୁରୁତ୍ୱପୂର୍ଣ |

-ମୁଣ୍ଡ ବିନ୍ଧ,ବିରକ୍ତି,କ୍ଲାନ୍ତି ,ଦୁର୍ବଳ କରାଯାଉଥିବା ବିଷାକ୍ତ ପଦାର୍ଥ ଗୁଡିକୁ ଏହା ଶରୀରରୁ ବାହାର କରିଦିଏ |

-ସୂର୍ଯ୍ୟଙ୍କ କ୍ଷେତିକାରକ  କିରଣରେ କ୍ଷେତିଗ୍ରସ୍ତ ତ୍ୱଚା ବ୍ରଣ ଆଦିରୁ କୋଇଲା ଉପଶମ  ଦେଇଥାଏ |

-ପେଟ ଜନିତ ବିଭିନ୍ନ ସମସ୍ୟା ରୁ ଏହା ରକ୍ଷା କରିଥାଏ |

କୋଇଲା ଗୁଣ୍ଡ ଯୁକ୍ତ ଆଇସ-କ୍ରିମ ,ଜୁସ ମଧ୍ୟ ଏବେ ଟ୍ରେଣ୍ଡ ରେ ଅଛି |

 

 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ