1. ଅନ୍ୟାନ୍ୟ

ଫ୍ଲାଟ କିଣିବାକୁ ଭାବୁଛନ୍ତି କି ???

ଆଜିକାଲି ନୂଆ ଘରେ ଟେ କରିବାର ଇଚ୍ଛା ଦିନକୁ ଦିନ ବଢି ଚାଲିଛି !! ସେହିପରି ମାତ୍ର ରେ ହ୍ରାସ ପାଉଛି ଘର କରିବାର ସ୍ଥାନ ବା ଜମି ବାଡ଼ି ...ଏଣୁ ଧୀରେ ଧୀରେ ଚାଷ ଜମି ମଧ୍ୟ ସବୁଜ ଶ୍ୟାମଳ ସୁସଜ୍ଜିତ ହେବ ପରିବର୍ତ୍ତେ ଉଚ୍ଚ ଅଟ୍ଟାଳିକା ରେ ଶୋଭା ପାଉଛି ଏବଂ ପ୍ରକାରାନ୍ତରେ ସେହି ଅଟ୍ଟାଳିକା ଲାଗି ଲୋକଙ୍କ ରୁଚି ଅତୃପ୍ତ ବୋଲି କହିଲେ ଭୁଲ୍ ହେବ ନାହିଁ। ତେବେ ଏହିପରି ଘରେ ରହିବ ଧାର୍ମିକ ମତ ରେ କେତେ ଦୂର ଯଥାର୍ଥ!!! ଏହିପରି ଅଟ୍ଟାଳିକା ରେ ପ୍ରେତାତ୍ମା ର ସମସ୍ୟା ଦେଖିବାକୁ ମିଳିବନି ତ?? ଯଦି ଏହିପରି ବିଭିନ୍ନ ପ୍ରଶ୍ନ ଆପଣଙ୍କ ମନରେ ଆସୁଥାଏ ତେବେ ନିଶ୍ଚିନ୍ତ ଏପରି ଘର ର ବାସ୍ତୁ ବିଷୟରେ ଜାଣି ରଖନ୍ତୁ।

KJ Staff

- ବହୁ ମହଲା ବିଶିଷ୍ଟ ଫ୍ଲାଟ୍ କିଣିବା ପୂର୍ବରୁ ପ୍ରଥମେ ଦେଖିନିଅନ୍ତୁ ଜମିଟି ଯେପରି ଆୟତାକାର ଉତ୍ତର ପୂର୍ବ ଦିଗ ଯେପରି ଖୋଲା ରହିଥିବ।

- ଆପାର୍ଟମେଣ୍ଟ ସଂଲଗ୍ନ ଯେପରି ଚିକିତ୍ସାଳୟ, ଶ୍ମଶାନ , କଂସେଇଖାନା,ଇତ୍ୟାଦି ନଥିବା ଖୁବ୍ ଭଲ ପ୍ରଭାବ ପକାଇଥାଏ।ଏସବୁ ଦିଗ ପ୍ରତି ଭଲଭାବେ ସଚେତନ ରହିବା ଜରୁରୀ।

- ଫ୍ଲାଟ୍ କିଣିବା ପୂର୍ବରୁ ଏହାର ଜଳସ୍ରୋତ ସଂକ୍ରାନ୍ତରେ ଭଲଭାବେ ପଚାରି ବୁଝିନିଅନ୍ତୁ।

- ଉତ୍ତର ,ପୂର୍ବ ଅବା ଐଶାନ୍ୟ କୋଣରେ ପାଣି ଟାଙ୍କି ରହିବା ଭଲ ।ଅନ୍ୟ ଦିଗରେ ଜଳସ୍ରୋତ ନକାରାତ୍ମକ ପ୍ରଭାବ ଥାଏ ବୋଲି ବସ୍ତୁବିତ ମତ ଦିଅନ୍ତି।

-ଅଧିକାଂଶ ଲୋକ ବହୁମହଲା ବିଶିଷ୍ଟ ଆପାର୍ଟମେଣ୍ଟ ତଳ ମହଲାରେ ରହିବାକୁ ଉଚିତ୍ ମଣନ୍ତି। ବାସ୍ତୁ ଅନୁସାରେ କିନ୍ତୁ ସବୁଠୁ ଅଧିକ ନକାରାତ୍ମକ ଶକ୍ତି ତଳ ମହଲାରେ ବ୍ୟକ୍ତିଙ୍କ ଉପରେ ପଡ଼େ।

- ଫ୍ଲାଟରେ ବାଲକୋନୀ ଉତ୍ତର, ଐଶାନ୍ୟ ଅବା ପୂର୍ବ ଦିଗରେ ଥିଲେ ଏହା ଉତ୍ତମ ପ୍ରଭାବ ପକାଇଥାଏ।

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ