1. ଅନ୍ୟାନ୍ୟ

ଝିଣ୍ଟିକା କରିବା ପେଟ ସଫା!!!

ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ ନିଶ୍ଚିନ୍ତ ମାତ୍ର ଏହା ନିରାଟ ସତ୍ୟ !ଜନଜାତି ଅଞ୍ଚଳ ରେ ଗେଣ୍ଡା ,ଝରିପୋକ,ଇତ୍ୟାଦି ଖାଇବାର ଖବର ଆପଣ ନିଶ୍ଚିନ୍ତ ଶୁଣିଥିବେ ମାତ୍ର ଝିଣ୍ଟିକା ଖାଇବା ର ପ୍ରଥା ବଧୁଏ ପ୍ରଥମ ଥରେ ଶୁଣୁଛନ୍ତି । ଏକ ଗବେଷଣା ରୁ ଜଣା ପଡ଼ିଛି ଯେ ଝିଣ୍ଟିକା ପରି କେତେକ ପୋକ ଙ୍କ ଶରୀରରେ ହିତକାରୀ ଫାଇବର ଭାରି ରହିଥାଏ ଯାହା ଆପଣ ହୁଏତ ଦୈନଦିନ ଖାଦ୍ୟ ରେ ପାଇ ପାରୁନଥିବେ।ଏଣୁ ଏହାକୁ ଖାଇବା ଦ୍ଵାରା ପେଟ ରୋଗ ଦୂର ହୋଇପାରିବ ବୋଲି ବୈଜ୍ଞାନିକ ମତ ଦିଅନ୍ତି।

KJ Staff

ଆଜିକାଲି ର ପିଢ଼ି ଅଳସୁଆପଣ ଏବଂ ବ୍ୟାୟାମ ର ଅଭାବ ହେତୁ ବିଭିନ୍ନ ପ୍ରକାର ରୋଗ ଯଥା କୋଷ୍ଟ କାଠିନ୍ୟ , ବଦ ହଜମି ଇତ୍ୟାଦି ର ଶିକାର ହେଉଛନ୍ତି।ଗବେଷଣା ଅନୁଯାୟୀ ଅଧିକ ଫାଇବର ଯୁକ୍ତ ଖାଦ୍ୟ ପେଟ ଓ ଶରୀର ଲାଗି ବିଶେଷ ଭାବେ ଉପକାରୀ ଏବଂ ଏହା ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ।ତେଣୁ ଫଳ ଏବଂ ସବୁଜ ପରିବା ଖାଇବାର ପରାମର୍ଶ ଦେଇଥାନ୍ତି ବୈଜ୍ଞାନିକ ମାନେ।

ଏନେଇ ଝିଣ୍ଟିକା ର ଶରୀର ଉପରେ ପ୍ରଭାବ କୁ ଦର୍ଶାଇବା ଲାଗି ବିଭିନ୍ନ ପ୍ରକାର ଗବେଷଣା ଏବଂ ତାର ଫଳ ପ୍ରକାଶ ପାଇଥିଲା ରେପୋର୍ଟ୍ ରେ ।ଏହା ଅନ୍ତର୍ଗତ ଲୋକମାନଙ୍କୁ ସନ୍ତୁଳିତ ଖାଦ୍ୟ ସହ ବିଭିନ୍ନ ପ୍ରକାର ମାଟି ଝିଣ୍ଟିକା ମଧ୍ୟ ଖାଇବାକୁ ଦିଆହେଇଥିଲ।ଏହା ପରେ ପ୍ରତେକ୍ ବ୍ୟକ୍ତିଙ୍କର ନିଜସ୍ଵ ମତାମତ, ଏବଂ ମଳ ତଥା ରକ୍ତ ନମୁନା ର ମଧ୍ୟ ପରୀକ୍ଷା କରାଯାଇଥିଲା।

ଫଳସ୍ୱରୁପ ଏହା ଦେଖାଯାଇଥିଲା ଯେ,ଶରୀରରେ ଅଦରକାରୀ ପ୍ରୋଟିନ(inflammatory protein)ର ମାତ୍ରା ହ୍ରାସ ହୋଇ ,ପେଟ ରେ ଦରକାରୀ କବକ ଙ୍କ ସଂଖ୍ୟା ବଢ଼ିଛି ।ଏଣୁ ପେଟ ରୋଗ ପରି ବିଭିନ୍ନ ସମସ୍ୟା ରୁ ଲାଘବ ପାଇଥିଲେ ପରୀକ୍ଷଣ ରେ ଭାଗ ନେଇଥିବା ବ୍ୟକ୍ତି ମାନେ ।ଏକ ସର୍ଭେ ରୁ ଜଣା ପଡିଛି ଯେ ବିଶ୍ଵ ରେ ପ୍ରାୟେ ୨୦ କୋଟି ରୁ ଅଧିକ ଲୋକ ନିୟମିତ ଝିଣ୍ଟିକା ଖାଇଥାନ୍ତି ।

ଏହି ଖବର ଶୁଣି କେମିତି ଲାଗିଲା ???ଆପଣଙ୍କ ମତାମତ ଏଠାରେ ନିଶ୍ଚିନ୍ତ ଦିଅନ୍ତୁ

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ