1. ଅନ୍ୟାନ୍ୟ

ଫ୍ରିଜ ପାଣି !କଣ ରହିଛି ଶରୀର ଉପରେ ଏହାର ପ୍ରଭାବ

ଫ୍ରିଜ ପାଣି !କଣ ରହିଛି ଶରୀର ଉପରେ ଏହାର ପ୍ରଭାବ

KJ Staff
KJ Staff

ଫ୍ରିଜ ପାଣି ପିଇବା ଶରୀର ଉପରେ ଅଧିକ କୁପ୍ରଭାବ ପକାଇଥାଏ |ଗରମ ଦିନରେ ଫ୍ରିଜ ପାଣି କୁ ସାଧାରଣ ପାଣି ସହ ମିଶାଇ ପିଇପାରିବେ |ହେଲେ ଶୀତ ଦିନରେ ଫ୍ରିଜ ରୁ ପାଣି ପିଇବା ଆଦୌ ଉଚିତ ନୁହେଁ |
ନିକଟରେ ହୋଇଥିବା ଗବେଷଣା ରୁ ଏହି ପରି କିଛି ତଥ୍ୟ ଜଣାପଡିଛି :

-ବାରମ୍ବାର ଫ୍ରିଜ ପାଣି ପିଇବା ଦ୍ୱାରା ହଟାତ ଆଖି ନାଲି ହୋଇଯିବ ଏବଂ ଆଖି ଖୋଲିଲେ ଅନ୍ଧାର ଦେଖା ଯିବା ପରି ଲକ୍ଷଣ ଦେଖିବାକୁ ମିଳିଥାଏ |ଏହା ଦୃଷ୍ଟି ଶକ୍ତି ହ୍ରାସ ପାଇବାର ପ୍ରାରମ୍ଭିକ ଲକ୍ଷଣ |ଏହି ତଥ୍ୟ ବହୁ ବାରପରୀକ୍ଷା କଲା ପରେ ଗବେଷକ ମାନେ ପ୍ରକାଶ କରିଛନ୍ତି |

-ଫ୍ରିଜ ପାଣି ଆମ ହୃଦଯନ୍ତ୍ର ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ|ଗବେଷକ ଙ୍କ ଅନୁସାରେ ଏହା ହୃଦଗତି କୁ ମନ୍ଥର କରେ ଏବଂ ଶିରାପ୍ରଶିରା କୁ ଉତ୍ତେଜିତ କରିଥାଏ ଯାହା ଶରୀର ପ୍ରତି ଆଦୌ ଭଲନୁହେଁ |

-ଯଦି ଆପଣଙ୍କର ମାଇଗ୍ରେନ ପରି ସମସ୍ୟା ଅଛି ତେବେ ଯଥା ସମ୍ଭବ ଫ୍ରିଜ ପାଣି ରୁ ଦୁରେଇ ରୁହନ୍ତୁ |ଥଣ୍ଡା ପାଣି ପିଇବା ଦ୍ୱାରା ଆପଣଙ୍କ ପୀଡା ବୃଦ୍ଧି ହେବ |
-ଆମେ ଖାଉଥିବା ପୋଷକ ତତ୍ୱ ଯୁକ୍ତ ଖାଦ୍ୟ ଫ୍ରିଜପାଣି ପିଇବା ଦ୍ୱାରା ଅକାମି ହେଇଯାଇଥାଏ |


ତେଣୁ ଯଥା ସମ୍ଭବ ଫ୍ରିଜ ପାଣିରୁ ଦୁରେଇ ରୁହନ୍ତୁ ଏବଂ ସୁସ୍ଥ ଜୀବନ ଯାପନ କରନ୍ତୁ |ଥଣ୍ଡା ପାଣି ପିଇବାକୁ ଇଚ୍ଛାଥିଲେ ସୁରେଇ ବା ମାଟି ପାତ୍ର ରେ ପାଣି ରଖି ବ୍ୟବହାର କରନ୍ତୁ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ