1. ଅନ୍ୟାନ୍ୟ

ଏଥର ବିନା ପରୀକ୍ଷାରେ ମିଳିବ ସରକାରୀ ଚାକିରି

ସରକାରୀ ଚାକିରୀକୁ ନେଇ ସମସ୍ତେ ଚିନ୍ତିତ l ଅନେକ ପିଲା ଏଥିପାଇଁ ଅନେକ ଚେଷ୍ଟା କରି ବିଫଳ ମାଡଜିହ୍ୱା ହେଉଛନ୍ତି l କିନ୍ତୁ ସରକାରଙ୍କ ଅନେକ ପାଦ ପଦବୀ ରହିଛି ଯାହା ପାଇଁ ଅନେକ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥାନ୍ତି l

Tanushree Mahapatra
Tanushree Mahapatra
Govt job may be get without exam

Govt job may be get without exam

ସରକାରୀ ଚାକିରୀକୁ ନେଇ ସମସ୍ତେ ଚିନ୍ତିତ l ଅନେକ ପିଲା ଏଥିପାଇଁ ଅନେକ ଚେଷ୍ଟା କରି ବିଫଳ ମାଡଜିହ୍ୱା ହେଉଛନ୍ତି l କିନ୍ତୁ ସରକାରଙ୍କ  ଅନେକ ପାଦ ପଦବୀ ରହିଛି ଯାହା ପାଇଁ ଅନେକ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥାନ୍ତି l ତେବେ ଏବେ ସରକାରୀ ଚାକିରୀ ଆପଣ ବିନା ପରୀକ୍ଷାରେ ମଧ୍ୟ  ପାଇଁ ପାରିବେ l ଏ ନେଇ ବିଜ୍ଞାପନ ବାହାରିଛି  l

ତେବେ ସଂଘ ଲୋକସେବା ଆୟେଗ ତରଫରୁ ସୁପରଭାଇଜର ସମେତ ଅନ୍ୟାନ୍ୟ ପଦବୀ ପାଇଁ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ସରକାରଙ୍କ ତରଫରୁ । ଏହି ପଦ ପାଇଁ ୟୁପିଏସସିର ଅଫିସିଆଲ ୱେବସାଇଟ ମାଧ୍ୟମରେ ଆବେଦନ କରିପାରିବେ ଇଚ୍ଛୁକ ପ୍ରାର୍ଥି ଯେଉଁଠି ତାଙ୍କୁ ସମସ୍ତ ତଥ୍ୟ ସୁବିଧାରେ ମିଳିବ । ଆଜିଠୁ ଏହାର ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଥିବା ବେଳେ ଆସନ୍ତା ମେ’ ୧୨ ତାରିଖ ପର୍ଯ୍ୟନ୍ତ ଆବେଦନ ଚାଲୁ ରହିବ ବୋଲି ସୂଚନା ମିଳିଛି  । ତେବେ ଖୁବ ଅଳ୍ପ ପଦବୀ ପାଇଁ ବିଜ୍ଞାପନ ବାହାରିଛି l ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୯ଟି ପଦବୀ ପାଇଁ ଯୋଗ୍ୟ ପାର୍ଥି ସନ୍ଧାନ କରାଯାଉଛି ଯାହା ପାଇଁ ଏବେ ଅନଲାଇନରେ ଆବେଦନ କରି ପାରିବେ  । ତେବେ ଏହି ପଦବୀରେ ଚାକିରି ପାଇବା ପାଇଁ କିଛି କଥା ଉପରେ ଯଥେଷ୍ଟ ଧ୍ୟାନ ଦେବା ଆବଶ୍ୟକ । ନିଜ ସଠିକ ପରିଚୟ କାଗଜ ପତ୍ର ଦାଖଲ କରିବାକୁ ପଡିବ l

ଆପଣ ଯଦି ସରକାରୀ ଚାକିରୀ ପାଇଁ ଇଚ୍ଛା କରୁଛନ୍ତି ଏବଂ ଏନେଇ ପୂରା ପରିଶ୍ରମ ସହିତ ପ୍ରସ୍ତୁତ ହେଉଛନ୍ତି, ତେବେ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି । ଏହି ନିଯୁକ୍ତି ପ୍ରକ୍ରିୟାରେ ଆସିଷ୍ଟାଣ୍ଟ ସାଇଲ କଞ୍ଜର୍ଭେସନ୍ ଅଫିସର ପଦରେ ୨ ଟି ସ୍ଥାନ ପୂରଣ କରାଯିବ ବୋଲି ସୂଚନା ରହିଛି । ଏହାସହିତ ଅତିରିକ୍ତ ଆସିଷ୍ଟାଣ୍ଟ ଡାଇରେକ୍ଟର ପଦରେ ୩, ବୈଜ୍ଞାନିକ ‘ବି’ରେ ଜଣେ ଏବଂ ସୁପରଭାଇଜର ଇନକ୍ଲୁସିଭ ଏଜୁକେସନ ଡିଷ୍ଟ୍ରିକ୍ଟ ପଦରେ ୩ ଜଣଙ୍କୁ ପଦ ପାଇଁ ନିଯୁକ୍ତି ଦିଆଯିବ ବୋଲି ସୂଚନା ରହିଛି  । ତେବେ ଏଥିପାଇଁ ପ୍ରାର୍ଥିଙ୍କ ଯୋଗ୍ୟତା ଏବଂ ବୟସସୀମା ନୋଟିଫିକେସନରେ ଉପଲବ୍ଧ ରହିଛି ଯାହା ତାଙ୍କୁ ୱେବସାଇଟରେ ଉପଲବ୍ଧ ରହିଛି ।

ସବୁଠାରୁ ବଡ କଥା ହେଲା ଏହି ପଦ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥିଙ୍କୁ ମାତ୍ର ୨୫ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । କିନ୍ତୁ ଏଥିପାଇଁ କେବଳ କ୍ୟାସ କିମ୍ବା ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ନେଟ ବ୍ୟାଙ୍କିଙ୍ଗ ଜରିଆରେ ଏହାର ପେମେଣ୍ଟ କରାଯାଇପାରିବ । ଏହାବ୍ୟତୀତ ଭିସା, ମାଷ୍ଟର କ୍ରେଡିଟ, ଡେବିଟ କାର୍ଡ ଇତ୍ୟାଦି ଦ୍ୱାରା ମଧ୍ୟ ପ୍ରାର୍ଥି ଏଥିପାଇଁ ପେମେଣ୍ଟ କରିପାରିବେ । ତେବେ ଖୁବ କମ ପାଦ ପାଇଁ ନିଯୁକ୍ତି ବାହାରିଥିବାବେଳେ ଶୀଘ୍ର ଆବେଦନ କରିବାକୁ ପଡିବ ଏଥିପାଇଁ l 

BSFରେ ନୂଆ ନିଯୁକ୍ତି ଅଫର ,ଯୋଗ୍ୟତା ଅନୁଯାୟୀ କରନ୍ତୁ ଆବେଦନ

NCERT ପାଠ୍ୟପୁସ୍ତକରେ ସାମିଲ ହେବ 'କୁଇ ତଥା ଦେଶୀଆ’ ଭାଷା

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments