1. ଅନ୍ୟାନ୍ୟ

ବଡ ଦିନରେ ସଜାନ୍ତୁ କ୍ରୀଷ୍ଟ-ମାସ ଟ୍ରି

ବଡ ଦିନରେ ସଜାନ୍ତୁ କ୍ରୀଷ୍ଟ-ମାସ ଟ୍ରି

KJ Staff
KJ Staff

କ୍ରୀଷ୍ଟ-ମାସ ଟ୍ରି ସଜାଇବେ କିପରି !
ବଡ ଦିନ ର ଅଭିନନ୍ଦନ

ବଡ ଦିନ ର ଆଗମନ ରେ ନିଜ ପରିପାର୍ଶ୍ଵ ରେ ମେରୀ କ୍ରୀଷ୍ଟ-ମାସ ନିଶ୍ଚିନ୍ତ ଶୁଣିଥିବେ ଏବଂ ଏହା ସହ ଝଲକି ଉଠୁଥିବା ଜାଗା ଜାଗା ରେ କ୍ରୀଷ୍ଟ-ମାସ ଟ୍ରି |ଏହି ଦିନରେ ଲୋକ ବିଭିନ୍ନ କୋନିଫର ଗଛ ଯଥା ପାଇନ ଇତ୍ୟାଦି କୁ ସଜାଯାଏ |ଏବେ ବଜାରରେ ବହୁ କୁତ୍ରିମ ଗଛ ମଧ୍ୟ ଉପଲବ୍ଧ ଅଛି ଯାହାକୁ ଆପଣ ଘରକୁ ଆଣି ସଜାଇପାରିବେ|
ପ୍ରଥମେ ଗଛ ର ଗଣ୍ଡି କୁ ସଜାଇବା ଆରମ୍ଭ କରନ୍ତୁ ଏବଂ ପରେ ଡାଳ କୁ ସଯାନ୍ତୁ|

୧) ଲାଇଟ :

ବିଭିନ୍ନ ପ୍ରକାର ଲାଇଟ ବଜାରରେ ଉପଲବ୍ଧ ରହିଛି |ପୁରୁଣା ପ୍ରକାର ର ଲାଇଟ ଗଛ କୁ ଗରମ କରେ ଏବଂ ଗଛ ର ପତ୍ର ରୁ ବାସ୍ନା ବାହାରି ଗୃହ ମଧ୍ୟରେ ବିଛୁରିତ ହୋଇଥାଏ |ଏହା ବ୍ୟତୀତ ଏଲଇଡ଼ି ଲାଇଟ ଏବଂ ଗୋଲ ଆକୃତି ର ଲାଇଟ ମଧ୍ୟଏହି ଗଛ ରେ ଶୋଭା ବୃଦ୍ଧି କରିଥାଏ |

୨)କୁତ୍ରିମ ମାଳ:

ଗଛ ର ଅଗ୍ର ଭାଗରୁ ଏଥିରେ କୁତ୍ରିମ ମାଳ ସଜାଇବା ଆରମ୍ଭ କରନ୍ତୁ |ବିଭିନ୍ନ ପ୍ରକାର ମାଳ ଯଥା ରିବନ ,ଫଏଲ ,ମୋଟୀ ଇତ୍ୟାଦି ର ମାଳ ଆପଣ ବଜାରରେ ରେ ଉପଲବ୍ଧ ପାଇବେ |ବିଭିନ୍ନ ରଙ୍ଗ ର ପେପେର ରେ ମଧ୍ୟ ଆପଣ ଗଛ କୁ ସଜାଇ ପାରିବେ |

୩)ଅଳଙ୍କାର ଯୁକ୍ତ ଗଛ :


ଏହା ପରେ ଯେତେ ପ୍ରକାର ଅଳଙ୍କାର ଅଛି ତାହା ର ବ୍ୟବହାର କରି ଗଛ କୁ ଆହୁରି ସଜାନ୍ତୁ|ବଡ ବଡ ଅଳଙ୍କାର ଯେପରି କ୍ରୀଷ୍ଟ-ମାସ ବଲ ,ବେଳ ଇତ୍ୟାଦି କୁ ଉଚିତ ବ୍ୟବଧାନ ରେ ଲଗାନ୍ତୁ ଏବଂ ଛୋଟ ଛୋଟ ଜିନ୍ସ କୁ ସେହିପରି ପାଖରେ ଏବଂ ଅଧିକ ମାତ୍ର ରେ ଲଗାନ୍ତୁ |ଏହି ଅଳଙ୍କାର ଅଧିକ ଚମକୁଥିଲେ ଗଛ ବେଶୀ ସୁନ୍ଦର ଲାଗେ |
ଶେଷରେ ଗଛ ର ଅଗ୍ର ଭାଗ ରେ ଏକ ସୁନ୍ଦର ବଲ ବା ଟୋପି ଇତ୍ୟାଦି ଲଗାଇ ନିଜ ଗଛ କୁ ପୁନଃ ସବୁ ଆଡୁ ଠାରେ ଦେଖନ୍ତୁ

ତେବେ ବଡ ଦିନ ର ମଜା ନିଅନ୍ତୁ ଏବଂ କୃଷି ଜାଗରଣ ପରିବାର ତରଫରୁ ବଡ ଦିନ ର ହାର୍ଦିକ ଅଭିନନ୍ଦନ |ମେରୀ କ୍ରୀଷ୍ଟ-ମାସ !!

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments