1. ଅନ୍ୟାନ୍ୟ

୨୦୧୯ ର ନୂତନ ଉଦ୍ଭାବନ! (ଦ୍ଵିତୀୟ ଭାଗ)

ଏ ହେଉଛି ୨୦୧୯ ର ଆଉ କିଛି ଚମତ୍କାର !!

KJ Staff
KJ Staff

ଏ ହେଉଛି ୨୦୧୯ ର ଅନ୍ୟ କିଛି ଚମତ୍କାର !!! ଆଗରୁ ପ୍ରକାଶ ପାଇଥିବା ୨୦୧୯ ର ଉଦ୍ଧ୍ଭବନ୍ ର ବଳକା ଭାଗ ଏଥରଏ ପଢନ୍ତୁ

୨୧୯ ଇଞ୍ଚ୍ ର ଏଲଇଡି ଟିଭି: ମାଇକ୍ରୋ ଏଲଇଡି ପ୍ୟାନେଲ ଡିସ୍ ପ୍ଲେ ଖଞ୍ଜା ହୋଇଥିବା ୨୧୯ ଇଞ୍ଚ ଏଲଇଡି ଟିଭି ଥିଲା ଏଥରକ ପ୍ରଦର୍ଶନୀ ମୁଖ୍ୟ ଆକର୍ଷଣ ।ଗୁଗୁଲ୍ ଆସିଷ୍ଟାଣ୍ଟ ଓ ଆମାଜନ୍ ଅାଲେକ୍ସା ଏହି ଟିଭି ସାହାଯ୍ୟରେ କାର୍ଯ୍ୟକାରୀ ହୋଇଥାଏ ।

ବ୍ଲୁତୁଥ ୱାଇ - ବ୍ରସ୍ - ଫ୍ରାନ୍ସ ର ଏକ କମ୍ପାନୀ ତିଆରି କରିଥିବା ଏହି ବ୍ଲୁତୁଥ ବ୍ରସ୍ ମାତ୍ର ୧୦ ସେକେଣ୍ଡ ରେ ଦାନ୍ତକୁ ସଫା କରିଥାଏ।ଏହା ସହ ଏଥିରେ ଲାଗିଥିବା ସୁଇଚ୍ କୁ ତିପିବ ମାତ୍ରେ ତାହା ଦାନ୍ତରେ ଭାଇବ୍ରେଟ୍ ର ପରି କାମ କରେ।


କେୟାର ରୋବୋଟ୍: ବିଶେଷ କରି ବୟସ୍କା ବର୍ଗଙ୍କୁ ଆଖି ଆଗରେ ରଖି ଏହାର ନିର୍ମାଣ କରାଯାଇଛି। ଏହା ସେମାନଙ୍କ ରକ୍ତଚାପ ମାପିବ।ସହ ଅତ୍ୟାବଶ୍ୟକ ପରିସ୍ଥିତିରେ ଚିକିତ୍ସାଳୟକୁ ଫୋନ୍ ମଧ୍ୟ ଲଗାଇଦିଏ।

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ