Krishi Jagran odia
Menu Close Menu

୨୦୧୯ ର ନୂତନ ଉଦ୍ଭାବନ! (ଦ୍ଵିତୀୟ ଭାଗ)

Friday, 08 February 2019 07:17 PM

ଏ ହେଉଛି ୨୦୧୯ ର ଅନ୍ୟ କିଛି ଚମତ୍କାର !!! ଆଗରୁ ପ୍ରକାଶ ପାଇଥିବା ୨୦୧୯ ର ଉଦ୍ଧ୍ଭବନ୍ ର ବଳକା ଭାଗ ଏଥରଏ ପଢନ୍ତୁ

୨୧୯ ଇଞ୍ଚ୍ ର ଏଲଇଡି ଟିଭି: ମାଇକ୍ରୋ ଏଲଇଡି ପ୍ୟାନେଲ ଡିସ୍ ପ୍ଲେ ଖଞ୍ଜା ହୋଇଥିବା ୨୧୯ ଇଞ୍ଚ ଏଲଇଡି ଟିଭି ଥିଲା ଏଥରକ ପ୍ରଦର୍ଶନୀ ମୁଖ୍ୟ ଆକର୍ଷଣ ।ଗୁଗୁଲ୍ ଆସିଷ୍ଟାଣ୍ଟ ଓ ଆମାଜନ୍ ଅାଲେକ୍ସା ଏହି ଟିଭି ସାହାଯ୍ୟରେ କାର୍ଯ୍ୟକାରୀ ହୋଇଥାଏ ।

ବ୍ଲୁତୁଥ ୱାଇ - ବ୍ରସ୍ - ଫ୍ରାନ୍ସ ର ଏକ କମ୍ପାନୀ ତିଆରି କରିଥିବା ଏହି ବ୍ଲୁତୁଥ ବ୍ରସ୍ ମାତ୍ର ୧୦ ସେକେଣ୍ଡ ରେ ଦାନ୍ତକୁ ସଫା କରିଥାଏ।ଏହା ସହ ଏଥିରେ ଲାଗିଥିବା ସୁଇଚ୍ କୁ ତିପିବ ମାତ୍ରେ ତାହା ଦାନ୍ତରେ ଭାଇବ୍ରେଟ୍ ର ପରି କାମ କରେ।


କେୟାର ରୋବୋଟ୍: ବିଶେଷ କରି ବୟସ୍କା ବର୍ଗଙ୍କୁ ଆଖି ଆଗରେ ରଖି ଏହାର ନିର୍ମାଣ କରାଯାଇଛି। ଏହା ସେମାନଙ୍କ ରକ୍ତଚାପ ମାପିବ।ସହ ଅତ୍ୟାବଶ୍ୟକ ପରିସ୍ଥିତିରେ ଚିକିତ୍ସାଳୟକୁ ଫୋନ୍ ମଧ୍ୟ ଲଗାଇଦିଏ।

inventions

Share your comments


CopyRight - 2019 Krishi Jagran Media Group. All Rights Reserved.