Others

୨୦୧୯ ର ନୂତନ ଉଦ୍ଭାବନ!

ପ୍ରତି ବର୍ଷ ସଂଖ୍ୟାଧିକ ଡିଜାଇନର ଉନ୍ନତମାନର ଜିନିଷ ମାନ ବିଶ୍ଵବାଜରରେ ପ୍ରବେଶ କରୁଛି ।ଚଳିତ ବର୍ଷ ତାଲିକା ମଧ୍ୟ ପ୍ରସ୍ତୁତ ହୋଇସାରିଲାଣି ।ନିକଟରେ ଆମେରିକାର ଲସ୍ ଭେଗାସ ଠାରେ ଆୟୋଜିତ ଏକ ପ୍ରଦର୍ଶନୀ ରେ ବିଭିନ୍ନ ନୂତନ ଉଦ୍ଭାବନ ଗୁଡ଼ିକ ସାମିଲ ହୋଇଥିଲା ।ତନ୍ମଧ୍ୟରୁ ଅନ୍ୟତମ ହେଲା:

07 February, 2019 9:21 AM IST By: KJ Staff
ପ୍ରତି ବର୍ଷ ସଂଖ୍ୟାଧିକ ଡିଜାଇନର ଉନ୍ନତମାନର ଜିନିଷ ମାନ ବିଶ୍ଵବାଜରରେ ପ୍ରବେଶ କରୁଛି ।ଚଳିତ ବର୍ଷ ତାଲିକା ମଧ୍ୟ ପ୍ରସ୍ତୁତ ହୋଇସାରିଲାଣି ।ନିକଟରେ ଆମେରିକାର ଲସ୍ ଭେଗାସ ଠାରେ ଆୟୋଜିତ ଏକ ପ୍ରଦର୍ଶନୀ ରେ ବିଭିନ୍ନ ନୂତନ ଉଦ୍ଭାବନ ଗୁଡ଼ିକ ସାମିଲ ହୋଇଥିଲା ।ତନ୍ମଧ୍ୟରୁ ଅନ୍ୟତମ ହେଲା:

ପାଦ ଲଗା କାର: ବିଶ୍ୱସ୍ତରରେ ପ୍ରଥମ କରି ଏଭଳି କର ଉପଲବ୍ଧ ହେବ,ଯାହାର ମାଉଷ୍ୟ ଭଳି ପଦ ଥିବା ।ଅବଶ୍ୟ ଏଗୁଡ଼ିକର ଆକାର ଅପେକ୍ଷାକୃତ ବଡ଼ ହୋଇଥିବ।ଏହା ଦୁର୍ଗମ ରାସ୍ତା , ଆବଡା ଖାବଡା ପାଠ ,ପାହାଡିଆ ଅଞ୍ଚଳ , ବଣ ଜଙ୍ଗଲରେ ଏଇ ପାଦ ସାହାଯ୍ୟରେ କର୍ତି ଆଗେଇ ପାରିବ।ଏହା ସହ କାରରେ ଲାଗିଥିବା ସେନସର୍,ହିଁ ନିର୍ଣ୍ଣୟ କରିବ ଯେ କେତେବେଳେ କାର ପାଦରେ ଚାଲିବ ଓ କେଉଁ ସମୟରେ ଚକରେ ଅଗ୍ରସର ହେବ ।

ସ୍ମାର୍ଟ୍ ଦର୍ପଣ : ଉଚ୍ଚକ୍ଷମତା ସମ୍ପନ୍ନ ଏହି ଦର୍ପଣ ପ୍ରତ୍ୟେକ ବର୍ଗ ର ପୁରୁଷ ଓ ମହିଳା ,କେଶ କାଟିବା ପୂର୍ବରୁ ସେମାନଙ୍କୁ ତାଙ୍କ ମୁହଁ ସହ କେଉଁ ଭଳି ହେୟାର ଷ୍ଟାଇଲ ଖପା ଖାଇବା ,ତାହା ଦେଖାଇବ।କେଶ କେତେ ଲମ୍ବା ରଖିବେ ,ଆପଣ ଚାହୁଁଥିବା ଷ୍ଟାଇଲ ମାନିବ ନା ନାହିଁ ସବୁର ଟିକିନିଖି ତଥ୍ୟ ଜଣାଇବ ଏଇ ସ୍ମାର୍ଟ୍ ଦର୍ପଣ ।ପ୍ରାରମ୍ଭିକ ପର୍ଯ୍ୟାୟରେ ଲଣ୍ଡନରେ ଏକ ନାମୀ ବିଉଟି ପାର୍ଲର ଏହି ସ୍ମାର୍ଟ୍ ଦର୍ପଣ ଦ୍ଵାରା ଗ୍ରାହକଙ୍କ ସେବା କରିବା ବୋଲି ଶୁଣିବାକୁ ମିଳିଛି ।


ଆସନ୍ତା କାଲି ଜାଣିବା ଏହି ପରି ଆଉ କିଛି ନୂତନ ଉଦ୍ଭାବନ