1. ଅନ୍ୟାନ୍ୟ

ନବନୀକରଣ ହେବ ପ୍ଲାଷ୍ଟିକ

ନବନୀକରଣ ହେବ ପ୍ଲାଷ୍ଟିକ

KJ Staff
KJ Staff

ପ୍ଲାଷ୍ଟିକ ରୁ ପ୍ରସ୍ତୁତ ଉର୍ଜା !


ପ୍ଲାଷ୍ଟିକ ରୁ ପ୍ରସ୍ତୁତ ଉର୍ଜା !
ବୈଜ୍ଞାନିକ ମାନେ ଏବେ ପ୍ଲାଷ୍ଟିକ ନବନୀକରଣ ର ଏକ ନୂତନ ପ୍ରଯୁକ୍ତି ର ଉଦ୍ଭାବନ କରିଛନ୍ତି |ଏହିଥିରୁ କାର୍ବନ ନାନୋଟ୍ୟୁବ ପରି ବହୁମୂଲ୍ୟ ଉପକରଣ ର ନିର୍ମାଣ କରାଯାଇପାରିବ ଯାହା କେବଳ ଉସ୍ମ ଏବଂ ବିଦ୍ୟୁତ ପ୍ରଭାହ ନୁହେଁ ବରଂ ଏହାଦ୍ୱରା ପ୍ଲାଷ୍ଟିକ ର ପାଦୃଭାବ ମଧ୍ୟ କମ ହୋଇପାରିବ |ଏହା ଦ୍ୱାରା ଅଳ୍ପ ମାତ୍ରା ର ପ୍ଲାଷ୍ଟିକ ନବନୀକରଣ ହୋଇପାରୁଥିଲା ବେଳେ ,ଅନ୍ୟ ବହୁ ପ୍ରକାର ଏ ପ୍ରଯୁକ୍ତି ଦ୍ୱାରା ବଳକା ପ୍ଲାଷ୍ଟିକ ରୁ ମଧ୍ୟ ନବନୀକରଣ କରିହେବ ବୋଲି ମତ ଦିଅନ୍ତି ୟୁ.କେ ସ୍ଥିତ ସୁଆଁସିଆ ୟୁନିଭର୍ସିଟି ର ଗବେଷକ ମାନେ |

ଜର୍ଣ୍ଣାଲ ଅଫ କାର୍ବନ ରିସର୍ଚ୍ଚ ରେ ଏହି ଗବେଷଣା ର ବିବରଣ ପ୍ରକାଶିତ ହୋଇଥିଲା |ସମସ୍ତ ପ୍ଲାଷ୍ଟିକ କାର୍ବନ ,ହାଇଡ୍ରୋଜେନ ,ଏବଂ ଅକ୍ସିଜେନ ର ମିଶ୍ରଣ ରେ ତିଆରି ହୋଇଥିଲା ବେଳେ ଏହି ବିଭିନ୍ନ ଧାତୁ ର ଭିନ୍ନ ଭିନ୍ନ ସଂଗତ ରେ ନୂତନ ପ୍ଲାଷ୍ଟିକ ନିର୍ମାଣ ହୁଏ |ଏହି ସଂଗତ ର ପରିଭାଷା ରେ ପରିବର୍ତନ କରି ଏହି ପରି କାର୍ବନ ନାନୋଟ୍ୟୁବ ର ନିର୍ମାଣ କରି ହୁଏ |
"କାର୍ବନ ନାନୋଟ୍ୟୁବ ଖୁବ କ୍ଷୁଦ୍ର ଟ୍ୟୁବ ଯାହା ଦେଖିବାକୁ ଅବିକଳ କାର୍ବନ ତାର ଯାହା ଏକ ସିଲିଣ୍ଡର ରେ ଗୁଡା ହେଇକି ରହିଛି ,ଏହି ପରି ଏକ ଅଦ୍ଭୁତ୍ତ ନିର୍ମାଣ ଉଭୟ ଊଷ୍ମା ଏବଂ ବିଦ୍ୟୁତ ପ୍ରଭାବ ପରିଚାଳନା କରିବାକୁ ସକ୍ଷମ ହୋଇଥାଏ ବୋଲି କହିଛନ୍ତି ସୁଆଁସିଆ ୟୂନିବାରସିଟି ର ଆଲଭିଣ ୱାଇଟ |

 

କାର୍ବନ ନାନୋଟ୍ୟୁବ ର ବ୍ୟବହାର !

-ମୋବାଇଲ ଟଚସ୍କ୍ରିନ ନିର୍ମାଣ
-ବିଦ୍ୟୁତ ପରିଚାଳନା ଲାଗି ନମନୀୟ ତାର
-୫ଜି ନେଟୱାର୍କ ଲାଗି ଆଣ୍ଟେନା ଇତ୍ୟାଦି

କିପରି ହୋଇଥିଲା ପରୀକ୍ଷଣ ?


ବିଶେଷ କରି କଳା ରଙ୍ଗ ର ପ୍ଲାଷ୍ଟିକ ଜାରି ଯାହା ସହଜରେ ମାଟି ରେ ମିସେ ନାହିଁ ତାହାକୁ ନେଇ ପରୀକ୍ଷଣ କରାଯାଇଥିଲା |ଏଥିରୁ କାର୍ବନ କୁ ଅଲଗା କରି ଏଥିରୁ ନାନୋଟ୍ୟୁବ ନିର୍ମାଣ କରି ଏହା ଦ୍ୱରା ବିଦ୍ୟୁତ ଚଳିତ ଲାଇଟ କୁ ଯାଇଥିଲେ ୟୂନିବାରସିଟି ର ଗବେଷକ ଦଳ|

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments