1. ଅନ୍ୟାନ୍ୟ

MFOI ୨୦୨୩ ପୁରସ୍କାରରେ ସାମିଲ ହେବାକୁ VISITOR PASS ଆବେଦନ କରନ୍ତୁ

ହଜାର ହଜାର ସଫଳ ଚାଷୀଙ୍କ ହେବ ସମାହାର l ନିଜ ସଫଳ କାହାଣୀ ବଖାଣିବେ ଚାଷୀ l ଚାଷୀ ପାଇବେ ସମ୍ମାନ l ନୂଆ ନୂଆ ଚାଷ ପ୍ରଣାଳୀ ସହିତ ପରିଚୟ ହେବେ ଅନ୍ୟ ଚାଷୀ l ଶିଖିବେ ନୂଆ ନୂଆ ଚାଷକାର୍ଯ୍ୟ l ନୂତନ କୃଷି ଯନ୍ତ୍ରପାତି ସହ ଜାଣିବେ କମ ସମୟରେ ଅଧିକ ଫସଲ ଅମଳ କିପରି ହୁଏ ?

Tanushree Mahapatra
Tanushree Mahapatra
Visitor pass for MFOI 2023 Event , image source - pexels.com

Visitor pass for MFOI 2023 Event , image source - pexels.com

ହଜାର ହଜାର ସଫଳ ଚାଷୀଙ୍କ ହେବ ସମାହାର l ନିଜ ସଫଳ କାହାଣୀ ବଖାଣିବେ ଚାଷୀ l ଚାଷୀ ପାଇବେ ସମ୍ମାନ l ନୂଆ ନୂଆ ଚାଷ ପ୍ରଣାଳୀ ସହିତ ପରିଚୟ ହେବେ ଅନ୍ୟ ଚାଷୀ l ଶିଖିବେ ନୂଆ ନୂଆ ଚାଷକାର୍ଯ୍ୟ l ନୂତନ କୃଷି ଯନ୍ତ୍ରପାତି ସହ ଜାଣିବେ କମ ସମୟରେ ଅଧିକ ଫସଲ ଅମଳ କିପରି ହୁଏ ? କାରଣ ଆସନ୍ତା ଡିସେମ୍ବର ମାସରେ ହେବାକୁ ଯାଉଛି ଭାରତୀୟ କୃଷି ମହାକୁମ୍ଭ ୨୦୨୩ ( MFOI 2023 ) l

ଡିସେମ୍ବର ମାସ ୬ ରୁ ୮ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ l ୩ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ଇଭେଣ୍ଟରେ କେବଳ ଚାଷୀ ଯୋଗ ଦେବେ ତାହା ନୁହଁ ବରଂ ଏହି କୃଷି ମହା ସମ୍ମିଳନୀରେ ଅନେକ ବଡ ବଡ ଶିଳ୍ପପତି ଠାରୁ ଆରମ୍ଭ କରି ଅନେକ ଶିଳ୍ପାନୁଷ୍ଠାନମାନ ଯୋଗଦେବେ l 

ତେବେ କୃଷି ଜାଗରଣ ସଂସ୍ଥା ଦ୍ୱାରା ଏହି କୃଷି ଇଭେଣ୍ଟଟି ଆୟୋଜିତ ହେଉଛି l ସଂସ୍ଥାର ମୁଖ୍ୟ ସମ୍ପାଦକ ଦେଖିଥିବା ସ୍ବପ୍ନ ପୁରାଣ ହେବାକୁ ଯାଉଛି l ଆଉ ଏହାର ମୁଖ୍ୟ ପ୍ରାୟୋଜକ ହେଉଛି ମହିନ୍ଦ୍ରା ଟ୍ରାକ୍ଟରସ l ଆଉ ଏହି କାର୍ଯ୍ୟକ୍ରମ ସହିତ ସହ ପ୍ରାୟୋଜକ ଭାବେ ଧାନୁକା ଓ ଏଫ.ଏମ.ସି ଭଳି କୃଷି ରାସାୟନିକ କମ୍ପାନୀ ଯୋଡି ହୋଇଛନ୍ତି l ଅନ୍ୟ ଏକ ଖୁସିର ବିଷୟ ହେଉଛି ଅନେକ ବର୍ଷ ଧରି ନିଜର ନିରନ୍ତର ବ୍ୟାଙ୍କିଙ୍ଗ ସେବା ଯୋଗାଉଥିବା SBI ବ୍ୟାଙ୍କ ଏହି କାର୍ଯ୍ୟକ୍ରମର ବ୍ୟାଙ୍କିଙ୍ଗ ପାର୍ଟନର ଭାବେ ସାମିଲ ହୋଇଛି l

ଏହି କାର୍ଯ୍ୟକ୍ରମକୁ ଉତଘାଟନ କରିବେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ l ଖାଲି ଏତିକି ନୁହେଁ 'MFOI KISAN BHARAT YATRA' ନାମକ ଯାତ୍ରାର ମଧ୍ୟ ପତାକା ଉତ୍ତଳୋନ କରିବେ l ତେବେ ଏହି MFOI  ନାମକ ଇଭେଣ୍ଟଟି ପୁସା ମେଳା ପଡ଼ିଆରେ ଆୟୋଜନ ହେବାକୁ ଯାଉଛି l ତେବେ ଆପଣ ମଧ୍ୟ ଏଥିରେ ସାମିଲ ହୋଇପାରିବେ l କିନ୍ତୁ ଏଥିପାଇଁ ଆପଣଙ୍କୁ ଆବଶ୍ୟକ VISITOR PASS l ଆଉ ଏହି ପାସ ପାଇବାକୁ ହେଲେ ଆର୍ଟିକଲ ତଳେ ଦିଆଯାଇଥିବା ଲିଙ୍କକୁ ଯାଆନ୍ତୁ l ଆମ ସହିତ ମିଶି ଏହି କୃଷି ମହା ସମ୍ମିଳନୀକୁ ସଫଳ କରିବା ପାଇଁ ନିଜର ସହଯୋଗ ଦିଅନ୍ତୁ l

MFOI REGISTRATION  AND VISITOR PASS LINK - https://millionairefarmer.in

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ