1. କୃଷି ବିଶ୍ବକୋଷ

କମ୍ ଖର୍ଚ୍ଚରେ କିପରି କରିବେ ମାଛ ଚାଷ ଜାଣିଛନ୍ତି କି ? ଜାଣନ୍ତୁ...

ଯଦି ଆପଣମାନେ କୌଣସି ବ୍ୟବସାୟ କରିବାକୁ ଚାହୁଁଛନ୍ତି, ତେବେ ଆପଣମାନଙ୍କ ପାଇଁ ମାଛ ଚାଷର ବ୍ୟବସାୟ ଅତ୍ୟନ୍ତ ଲାଭଦାୟକ ହୋଇପାରିବ । ଆପଣମାନେ ବହୁତ କମ ସମୟରେ ହିଁ ମାଛ ଚାଷ କରି ଭଲ ଅର୍ଥ ଉପାର୍ଜନ କରିପାରିବେ ।

Sudesna Nayak
Sudesna Nayak
It is beneficial to cultivate fish at a very low cost

It is beneficial to cultivate fish at a very low cost

ଯଦି ଆପଣମାନେ କୌଣସି ବ୍ୟବସାୟ କରିବାକୁ ଚାହୁଁଛନ୍ତି, ତେବେ ଆପଣମାନଙ୍କ ପାଇଁ ମାଛ ଚାଷର ବ୍ୟବସାୟ ଅତ୍ୟନ୍ତ ଲାଭଦାୟକ ହୋଇପାରିବ । ଆପଣମାନେ ବହୁତ କମ ସମୟରେ ହିଁ ମାଛ ଚାଷ କରି ଭଲ ଅର୍ଥ ଉପାର୍ଜନ କରିପାରିବେ ।

କିପରି ଆରମ୍ଭ କରିପାରିବେ ମାଛ ଚାଷ ବ୍ୟବସାୟ,ଜାଣନ୍ତୁ...

ଏହି ବ୍ୟବସାୟକୁ ହିଁ ଆରମ୍ଭ କରିବାକୁ ହେଲେ ପ୍ରଥମେ ଆପଣଙ୍କୁ ଦୁଇଟି ଜିନିଷ ଆବଶ୍ୟକ ଅଟେ, ଯଥା: ପୋଖରୀ ଏବଂ ମାଛ । ମାଛ ଆପଣଙ୍କୁ ଯେ କୌଣସି ମାଛ ଚାଷୀଙ୍କ ଠାରୁ ହିଁ ଆଣିପାରିବେ ଏବଂ ଅନ୍ୟ କଥାଟି ହେଉଛି ପୋଖରୀ, ତେବେ ଆପଣ ଆରମ୍ଭରୁ ଯେକୌଣସି ଛୋଟ ପୋଖରୀ ଆଣି ସେଥିରେ ହିଁ ମାଛ ରଖିପାରିବେ ।

ଆପଣଙ୍କୁ ଗୋଟେ କଥା ଧ୍ୟାନ ରଖିବା ଉଚିତ ଯେ ଆପଣ ଯେବେ ଗ୍ରାହକଙ୍କ ଚାହିଦା ପୂରଣ କରିବାରେ ସକ୍ଷମ ହେଇପାରିବେ ସେତେବେଳେ ଯାଇ ହିଁ ଅଧିକ ଲାଭ କରିପାରିବେ ।

ମାଛଚାଷୀ ଭାବରେ ଆପଣଙ୍କୁ ଏହା ଜାଣିବା ଦରକାର ଯେ ବଜାରରେ କେଉଁ କେଉଁ ମାଛର ଚାହିଦା ଅଧିକ ଅଛି । ଯଦି ଆପଣ ଏହି କଥାକୁ ଧ୍ୟାନରେ ରଖି ମାଛ ଚାଷ କରିପାରିବେ ତେବେ ଆପଣ ଅଧିକ ଲାଭବାନ ହେଇପାରିବେ ।

ମାଛ ଚାଷ ପାଇଁ ଠିକ୍‌ ପୋଖରୀର ଚୟନ,ଜାଣନ୍ତୁ...

-ମାଛ ଚାଷ (Cultivate Fish)ରେ ପୋଖରୀର ସ୍ଥାନ ଅଧିକ ମହତ୍ଵ ରଖିଥାଏ, ତେଣୁ ମାଛ ଚାଷ କରିବା ପୂର୍ବରୁ ଏହି କଥାକୁ ବିଶେଷ ଭାବରେ ଧ୍ୟାନ ଦେବା ଉଚିତ ।

-ପୋଖରୀକୁ ଯେଉଁ ପାଣି ଆସୁଛି ତାହା ବୋରିଙ୍ଗ୍‌ର ପାଣି ନା ବର୍ଷା ପାଣି ତାହା ଉପରେ ହିଁ ବିଶେଷ ଧ୍ୟାନ ଦିଅନ୍ତୁ ।

-ପୋଖରୀ ପାଣିରେ କୌଣସି ପ୍ରକାରର ବାକଟ୍ରିଆ ନାହାନ୍ତି ତ, ଏହା ଆପଣଙ୍କ ମାଛ ଉପରେ ଅଧିକ ଖରାପ ପ୍ରଭାବ ପକେଇପାରିବ କି ନାହିଁ ତାହା ଉପରେ ଧ୍ୟାନ ଦିଅନ୍ତୁ । ଯଦି ଏମିତି ରହିବ ତେବେ ଆପଣ ଲାଭ ବଦଳରେ କ୍ଷତି ହେବ ।

ମାଛମାନଙ୍କ ଖାଦ୍ୟ ଉପରେ ବିଶେଷ ଧ୍ୟାନ,ଜାଣନ୍ତୁ...

-ମାଛମାନଙ୍କୁ ଆପଣ କେଉଁ ପ୍ରକାରର ଖାଦ୍ୟ ଦେଉଛନ୍ତି ତାହା ଅତ୍ୟନ୍ତ ହିଁ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ ।

-ଯେଉଁ ମାଛମାନେ ଯେ କୌଣସି ସ୍ଥାୟୀ ପୋଖରୀରେ ରୁହନ୍ତି ସେମାନଙ୍କ ପାଇଁ ସଦା ବେଳେ ଖାଦ୍ୟ ରହିବାର ବ୍ୟବସ୍ଥା ରହିଥାଏ କିନ୍ତୁ ଯେଉଁ ମାଛମାନେ ପୋଖରୀ (POND)ରେ ସ୍ଥାୟୀ ଭାବରେ ରହିନଥାନ୍ତି ସେମାନଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରାଯାଇ ଥାଏ ।

-ଯଦି ଆପଣ ମାଛମାନଙ୍କୁ ଉପଯୁକ୍ତ ସମୟରେ ଖାଦ୍ୟ ଖୁଆଇବାକୁ ଦେବେ, ତେବେ ଆପଣଙ୍କର ମାଛମାନଙ୍କର ବୃଦ୍ଧି ହେବ ଏବଂ ସେଥିରୁ ଆପଣ ଅଧିକ ଲାଭବାନ ହେଇପାରିବେ ।

ମାତ୍ର ଏତିକି ଟଙ୍କାରୁ ଆରମ୍ଭ କରନ୍ତୁ ଏହି ବ୍ୟବସାୟ; ରୋଜଗାର କରିବେ ଲକ୍ଷ ଲକ୍ଷ ଟଙ୍କା

ଓଡ଼ିଶାରେ ଔଷଧୀୟ ବୃକ୍ଷ ଚାଷ କରି ହୁଅନ୍ତୁ ଲାଭବାନ, ଜାଣନ୍ତୁ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments