
ବାର୍ଡ଼ ଫ୍ଲୁ ଲାଗି ଚିନ୍ତିତ କି ?
ବାର୍ଡ଼ ଫ୍ଲୁ ଏକ ଭୁତାଣୁ ଜନିତ ରୋଗ ଯାହା ମୁଖ୍ୟତ ଗୃହ ପାଳିତ ପକ୍ଷୀ,କାଉ ଇତ୍ୟାଦି ମାନଙ୍କୁ ଆକ୍ରାନ୍ତ କରିଥାଏ |ଏହି ଦାଉ ରୁ ପ୍ରତି ବର୍ଷ ବହୁତ ପକ୍ଷୀ ମରିଥାନ୍ତି ଏବଂ ଏହାଠୁ ଅନ୍ୟ ପକ୍ଷୀଙ୍କୁ ସୁରକ୍ଷା ଦେବା ଲାଗି ବହୁ ହତ୍ୟା ମଧ୍ୟ କରାଯାଏ |
ତେବେ ଏହି ରୋଗ ର କେତୋଟି ବିଶେଷ ଲକ୍ଷଣ ରହିଛି ,ଜାଣିବା ଲାଗି ଆଗକୁ ପଢନ୍ତୁ ...

-ଆକସ୍ମିତ ମୃତ୍ୟୁ
-ଭୋକ ନ ଲାଗିବ ବା ଖାଦ୍ୟ ସଠିକ ଭାବେ ନ ଖାଇବା
-ଅଣ୍ଡା ର ସଂଖ୍ୟା କମ ହେବା
-ବିକୃତ ଆକାର ଅଣ୍ଡା ଦେବା
-ଆଖି ,ମୁଣ୍ଡ ବା କୁକୁଡ଼ା ଚୁଳ ପାଖରେ ଫୁଲିବା

-ଥଣ୍ଡା ବା କାଶ ହେବ;ନାକ ରୁ ସିଙ୍ଗାଣି ବୋହିବା
-ଝାଡା ବା ହଇଜା ହେବା
ବାର୍ଡ଼ ଫ୍ଲୁ ର ଖବର ପଢିବା ଲାଗି ଏଠାରେ କ୍ଲିକ କରନ୍ତୁ
କେମିତି କରିବେ କୁକୁଡ଼ାଙ୍କୁ ବାର୍ଡ଼ ଫ୍ଲୁ ରୁ ରକ୍ଷା!
Share your comments