Krishi Jagran odia
Menu Close Menu

କୁକୁଡ଼ା ପାଳନ କରିଛନ୍ତି କି ??

Thursday, 27 December 2018 01:51 AM
avian flu

ବାର୍ଡ଼ ଫ୍ଲୁ ଲାଗି ଚିନ୍ତିତ କି ?

ବାର୍ଡ଼ ଫ୍ଲୁ ଏକ ଭୁତାଣୁ ଜନିତ ରୋଗ ଯାହା ମୁଖ୍ୟତ ଗୃହ ପାଳିତ ପକ୍ଷୀ,କାଉ ଇତ୍ୟାଦି ମାନଙ୍କୁ ଆକ୍ରାନ୍ତ କରିଥାଏ |ଏହି ଦାଉ ରୁ ପ୍ରତି ବର୍ଷ ବହୁତ ପକ୍ଷୀ ମରିଥାନ୍ତି ଏବଂ ଏହାଠୁ ଅନ୍ୟ ପକ୍ଷୀଙ୍କୁ ସୁରକ୍ଷା ଦେବା ଲାଗି ବହୁ ହତ୍ୟା ମଧ୍ୟ କରାଯାଏ |


ତେବେ ଏହି ରୋଗ ର କେତୋଟି ବିଶେଷ ଲକ୍ଷଣ ରହିଛି ,ଜାଣିବା ଲାଗି ଆଗକୁ ପଢନ୍ତୁ ...

symptoms of bird flu

-ଆକସ୍ମିତ ମୃତ୍ୟୁ


-ଭୋକ ନ ଲାଗିବ ବା ଖାଦ୍ୟ ସଠିକ ଭାବେ ନ ଖାଇବା


-ଅଣ୍ଡା ର ସଂଖ୍ୟା କମ ହେବା


-ବିକୃତ ଆକାର ଅଣ୍ଡା ଦେବା


-ଆଖି ,ମୁଣ୍ଡ ବା କୁକୁଡ଼ା ଚୁଳ ପାଖରେ ଫୁଲିବା

cock's comb swelling

-ଥଣ୍ଡା ବା କାଶ ହେବ;ନାକ ରୁ ସିଙ୍ଗାଣି ବୋହିବା


-ଝାଡା ବା ହଇଜା ହେବା

 

ବାର୍ଡ଼ ଫ୍ଲୁ ର ଖବର ପଢିବା ଲାଗି ଏଠାରେ କ୍ଲିକ କରନ୍ତୁ


 କେମିତି କରିବେ କୁକୁଡ଼ାଙ୍କୁ ବାର୍ଡ଼ ଫ୍ଲୁ ରୁ ରକ୍ଷା!

Share your comments


CopyRight - 2019 Krishi Jagran Media Group. All Rights Reserved.