1. କୃଷି ପ୍ରଶିକ୍ଷଣ

କାହିଁକି କରିବେ ବିହନ ଉପଚାର (ଦ୍ଵିତୀୟ ଭାଗ)

କାହିଁକି କରିବେ ବିହନ ଉପଚାର

KJ Staff
KJ Staff


ଗତ କାଲି ପ୍ରକାଶ ପାଇଥିଲା କାହିଁକି ବିଶୋଧନ କରିବେ ମଞ୍ଜି |ଆଜି ଏଠାରେ ପଢନ୍ତୁ ତାର ଅବଶିଷ୍ଟାଂଶ

ସୋପାନ

 

-ଉପଚାର କରିବାକୁ ନିଆଯାଇଥିବା ବିହନ ପ୍ରଥମେ ଭଲଭଇ ପରିସ୍କାର କରାଯାଏ

-ବିହନ ଭିଜିବା ପାଇଁ ଏକ ପାତ୍ରରେ ଧିକ ପରିମାଣର ଜଳ ନିଆଯାଏ |

-ବିହନ ପ୍ରକୃତି ଅନୁସାରେ ବିହନକୁ ୧୦ ରୁ ୨୪ ଘଣ୍ଟା ପର୍ଯ୍ୟନ୍ତ ଜଳରେ ଭିଜାଇ ରଖନ୍ତୁ |ଉଦାହରଣ ସ୍ୱରୂପ ମକା ବିହନକୁ  ୨୦ ରୁ ୧୨ ଘଣ୍ଟା ,ମିଲେଟ ଘଣ୍ଟାକୁ ୧୦ ଘଣ୍ଟା ଭିଜିବାକୁ ପଡିଥାଏ |

-ଉଦିଷ୍ଟ  ସମୟ ପର୍ଯ୍ୟନ୍ତ ଭିଜାଇବ ଆରେ ବିହନକୁ ଛାଣି ଛାଇ ରେ ପାଣି ଶୁଖିବା ଯାଏ ଶୁଖାଇବା ଆବଶ୍ୟକ |

-ଶୁଷ୍କ ବିହନକୁ କୃଷିକ୍ଷେତ୍ର ରେ ବୁଣାଯାଏ

ସତର୍କତା

-ଜଳରେ ବିହନକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭିଜେଇବା ଉଚିତ ନୁହେଁ |ଏହାଦ୍ୱାରା ଅଧିକାଂଶ ଈହନ ଜଳରେନଷ୍ଟ ହେବାର ସମ୍ଭାବନା ଥାଏ |

-ଭିଜା ବିହନକୁ ସିଧାସଳଖ ଖରାରେ କିମ୍ବା ତାପମାତ୍ରା ଦ୍ୱାରା ଶୁଖାଇବା ଉଚିତ ନୁହେଁ |

-ଉପଚାରିତ ବିହନକୁ ସଙ୍ଗେ ସଙ୍ଗେ ପ୍ୟାକିଂ  କିରବା ଉଚିତ ନୁହେଁ |

-ପତଳା ଏବଂ ବିକ୍ଷିପ୍ତ ଭାବରେ ବିହନକୁ ଛାଇରେ ଶୁଖାଇବାକୁ ଆବଶ୍ୟକ |

 

ଉପଚାର

ଉପକାରିତା ବିହନକୁ ବ୍ୟବହାର କଲେ ନିମ୍ନଲିଖିତ ଉପକାର ମିଳିଥାଏ |

-ଗଜା ଶୀଘ୍ର ହୁଏ |

-ଗଜା ଗୁଡୀକ ସୁସ୍ଥ  ସବଳ ରୁହେ |

-ଫସଲରେ ରୋଗ ଓ ପୋକର ସହନଶୀଳତା ବଢେ |

-ମରୁଡି ଓ ବନ୍ୟାକୁ ସହିପରେ |ବନ୍ୟା ଦ୍ୱାରା ଫସଲ ଜଳରେ ଦୁଇ ଚାରିଦିନ ବୁଡିରହିଲେ ମଧ୍ୟ  ଅମଳ ବାଧାପ୍ରାପ୍ତ ହୁଏ ନାହିଁ |

 

 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments