1. ସରକାରୀ ସ୍କିମ

Kalia scheme: ଆଜି ଚାଷୀଙ୍କ ଖାତାକୁ ଆସିବ କାଳିଆ ଟଙ୍କା

ଆଜି ଚାଷୀଙ୍କ ଖାତାକୁ ଆସିବ କାଳିଆ ଟଙ୍କା । ୫୩ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀଙ୍କୁ ଏହି ଅର୍ଥରାଶି ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Sudesna Nayak
Sudesna Nayak
naveen patnaik to release financial assistance to farmers under kalia yojana today

naveen patnaik to release financial assistance to farmers under kalia yojana today

ଆଜି ଚାଷୀ (farmers)ଙ୍କ ଖାତାକୁ ଆସିବ କାଳିଆ ଟଙ୍କା (kalia money) । ୫୩ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀ (farmers)ଙ୍କୁ ଏହି ଅର୍ଥରାଶି ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (cm naveen patnaik)

ସୂଚନା ଅନୁଯାୟୀ, ଆଜି ପବିତ୍ର ଉତ୍କଳ ଦିବସ (utkal divas) । ଯାହାକୁ ନେଇ ଆଜିର ଦିନରେ ଚାଷୀ (farmers)ଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (cm naveen patnaik)ଙ୍କ ଭେଟି । ଚାଷୀମାନଙ୍କୁ ଆଜି ଶନିବାର (Saturday)କାଳିଆ କିସ୍ତି (kalia scheme money)ଟଙ୍କା ବଣ୍ଟନ କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (cm naveen patnaik) ଭିଡିଓ କନଫେରେନ୍ସି ମାଧ୍ଯମରେ ଜଣାଇଛନ୍ତି । 53 ଲକ୍ଷରୁ ଊର୍ଦ୍ଧ୍ବ ଚାଷୀ (farmers)ଙ୍କୁ ଏହି ଅର୍ଥରାଶି ବଣ୍ଟନ କରାଯିବ ।

କହିବାକୁ ଗଲେ, ରାଜ୍ୟର 53 ଲକ୍ଷରୁ ଊର୍ଦ୍ଧ୍ବ ଚାଷୀମାନ (farmers)ଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ବ୍ୟବସ୍ଥା ରହିଛି । ଏହି ଟଙ୍କା ସିଧାସଳଖ ଡିବିଟି ମାଧ୍ଯମରେ ଚାଷୀ (farmers)ଙ୍କ ଖାତାକୁ ଯାଉଛି ।

ପ୍ରକାଶ ଥାଉ ଯେ, ଆଜି ଉତ୍କଳ ଦିବସ (utkal divas)। ପ୍ରତିଟି ଓଡ଼ିଆମାନଙ୍କ ପାଇଁ ଆଜିର ଦିନଟି ଗର୍ବ ଓ ଗୌରବର ଦିନ । ଯାହକୁ ନେଇ ଆଜିର ଦିନରେ ଚାଷୀମାନଙ୍କୁ ଏକ ବଡ ଖୁସି ଖବର ମିଳିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (cm naveen patnaik) ଚାଷୀମାନଙ୍କୁ ଆଜି ଶନିବାର (Saturday) ଦିନ କାଳିଆ କିସ୍ତି (kalia scheme money)ଟଙ୍କା ବଣ୍ଟନ କରିବେ ।

ଚାଷୀଙ୍କ ପାଇଁ ୨୪ ହଜାର କୋଟି..

କୃଷକଙ୍କ ପାଇଁ ଖୁସି ଖବର ! ୧୨ ହଜାର ମିଳିବ ଆର୍ଥିକ ସହାୟତା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments