ବର୍ତ୍ତମାନ ଆମର ପ୍ରିଣ୍ଟ୍ ଏବଂ ଡିଜିଟାଲ୍ ମାଗାଜିନ୍କୁ ସବସ୍କ୍ରାଇବ କରନ୍ତୁ
ଆମେ ସାମାଜିକ | ଆମ ସହିତ ସଂଯୋଗ କରନ୍ତୁ:
ଆଜିର ମୁଖ୍ୟ ଖବର, ୪% ବଢ଼ିଲା ମହଙ୍ଗା ଭତ୍ତା...ଆଜିର 5ଟି ପ୍ରମୁଖ ଖବର ଚାଲନ୍ତୁ ଜାଣିବା ....…
ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ କର୍ମଚାରୀ ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ପ୍ରିୟତା ଭତ୍ତା (ଡିଏ) ଏବଂ ପ୍ରିୟଙ୍କା ରିଲିଫ୍ (DR) ରେ 4% ବୃଦ୍ଧି ଘୋଷଣା କରିଛନ୍ତି।…
ଆଜି ହେଉଛି ପବିତ୍ର ଉତ୍କଳ ଦିବସ । ପ୍ରତ୍ୟେକ ଓଡ଼ିଆଙ୍କ ଗର୍ବ ଓ ଗୌରବର ଦିନ । 1936 ମସିହା ଏପ୍ରିଲ ମାସ 1 ତାରିଖରେ ଓଡ଼ିଶାକୁ ମିଳିଥିଲା ଦେଶର ପ୍ରଥମ ଭାଷାଭିତିକ ରାଜ୍ୟ ମାନ୍ୟତା । ଏହାରି ଭିତରେ 87…
ଆଜି ଚାଷୀଙ୍କ ଖାତାକୁ ଆସିବ କାଳିଆ ଟଙ୍କା । ୫୩ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀଙ୍କୁ ଏହି ଅର୍ଥରାଶି ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…
ବର୍ତ୍ତମାନ କାଳିଆ ଯୋଜନାକୁ ନେଇ ଆସିଲା କିଛି ବଡ଼ ଖବର । ଯାହାକି ଆପଣମାନଙ୍କୁ ମାର୍ଚ୍ଚ ମାସର ସବୁଯାକ କିସ୍ତିର ଟଙ୍କା ମିଳିବ । ଯଦି ଆପଣମାନଙ୍କୁ ଏହି କାଳିଆ ଯୋଜନାର ଟଙ୍କା ମିଳି ନାହିଁ କିମ୍ବା ଯେଉଁମାନଙ୍କୁ କାଳିଆ ଯୋଜନାର…
ନୂଆବର୍ଷ ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର । ନବୀନ ପଟ୍ଟନାୟକଙ୍କ ନୂଆବର୍ଷ ଭେଟି । ୪ ପ୍ରତିଶତ ମହଙ୍ଗା ଭତ୍ତା ଭତ୍ତା ଓ TI ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ସରକାରୀ କର୍ମଚାରୀ ଓ ପେନସନଭୋଗୀ…
ଜୀବନ ଧାରଣର ମୁଖ୍ୟ ଆବଶ୍ୟକତା ହେଇଛି କୃଷି । ଦେଶରେ କୃଷକମାନଙ୍କ ଅବଦାନକୁ ଉଜ୍ଜୀବିତ କରି ରଖିବା ପାଇଁ ଦେଶର ପଞ୍ଚମ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ ନିଜ ଜନ୍ମଦିନକୁ ରାଷ୍ଟ୍ରୀୟ କୃଷକ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ…
କୋରାପୁଟ କଫିକୁ ସ୍ୱତନ୍ତ୍ର ଜିଆଇ ମାନ୍ୟତା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ପର୍ଯ୍ୟଟନ ବିଭାଗର ଉଦ୍ୟମରେ କୋରାପୁଟ କଫି ଓଡ଼ିଶା ଆସୁଥିବା ଦେଶବିଦେଶର ପର୍ଯ୍ୟଟକଙ୍କର ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛି ।…
ଆୟୁଷମାନ ଭାରତ ହେଲଥ୍ ଆକାଉଣ୍ଟ-ଆଭା ଆଇଡି ପଞ୍ଜିକରଣ କରିବା କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି । ସେହିପରି ରାଜ୍ୟର ୧୦ଟି ଜିଲ୍ଲା ଜାତୀୟ ସ୍ତରରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି ।…
କୃଷି ଅର୍ଥନୀତିକୁ ଆହୁରି ସୁଦୃଢ କରିବା ସହ ଚାଷୀଙ୍କ ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ‘କୃଷକ ଓଡ଼ିଶା ପୋର୍ଟାଲ’ ପ୍ରସ୍ତୁତ କରାଯାଇଛି । ପ୍ରଯୁକ୍ତି ବିଦ୍ୟା ପ୍ରୟୋଗରେ କୃଷି ପଦ୍ଧତିରେ ରୂପାନ୍ତରଣ ଆଣିବା ଲକ୍ଷ୍ୟରେ ପ୍ରସ୍ତୁତ ଏହି ପୋର୍ଟାଲ ଦ୍ଵାରା…
ରକ୍ତହୀନତା ରୋଗରୁ ରାଜ୍ୟ ମୁକ୍ତ ହେବ । ରାଜ୍ୟରେ କେହି ରକ୍ତହୀନତା ରୋଗୀ ରହିବେ ନାହିଁ । ଏଥିପାଇଁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ଜରିଆରେ ରକ୍ତହୀନତା ମୁକ୍ତ ଲକ୍ଷ୍ୟ ଅଭିଯାନ ‘ଅମ୍ଳାନ’ଶୁଭାରମ୍ଭ କରିଛନ୍ତି ।…
ଆଜି ମାର୍ଗଶିର ମାସ ପ୍ରଥମ ଗୁରୁବାର । ପାଳନ ହେଉଛି ମାଣ୍ଡିଆ ଦିବସ । ମାଣ୍ଡିଆ ଏକ ପୁଷ୍ଟିକର ଖାଦ୍ୟ । ଏହାର ପ୍ରଚାର ଓ ପ୍ରସାର ପାଇଁ ରାଜ୍ୟ ସରକାର ୨୦୧୭ରେ ଆରମ୍ଭ କରିଥିଲେ ମିଲେଟ ମିଶନ ।…
ସହଜ ରେ ମିଳିବ ଚାଷୀଙ୍କୁ 'ସଫଳ' ( SAFAL ) । ଋଣ ପାଇଁ ଆଉ ଧାଇଁବାକୁ ପଡ଼ିବନି ବ୍ୟାଙ୍କକୁ । ଆଙ୍ଗୁଠି ଟିପରେ ମିଳିବ ଋଣ ସୁବିଧା ।…
ଏଣିକି ହେକ୍ଟର ପିଛା ୧୦ ହଜାର ବଦଳରେ ଚାଷୀଙ୍କୁ ମାଣ୍ଡିଆ ପ୍ରୋତ୍ସାହନ ରାଶି ୨୬ ହଜାର ୫୦୦ ଟଙ୍କା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ମାଣ୍ଡିଆ ଚାଷ ନିମନ୍ତେ ଆଗରୁ ଚାଷୀଙ୍କୁ ଦିଆଯାଉଥିବା ପ୍ରୋତ୍ସାହନ ରାଶିକୁ ଏବେ ୩…
ଆସିଲା ବଡ ଖୁସି ଖବର । ନୂଆଁଖାଇରେ ଚାଷୀମାନଙ୍କ ଖାତାକୁ ଯାଉଛି କାଳିଆ ଟଙ୍କା । ପ୍ରତ୍ୟେକ ଚାଷୀଙ୍କୁ ମିଳିଛି 2 ହଜାର ଲେଖାଏଁ ଟଙ୍କା ।…
ନୂଆଁଖାଇରେ ଚାଷୀମାନଙ୍କୁ ‘କାଳିଆ’ ସହାୟତା ରାଶି ଦିଆଯାଇପାରେ ।…
ମୟୂରଭଞ୍ଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭେଟି । ଦୁଇଟି ବୃହତ ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।…
ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ଉପହାର ଦେଲେ ମୁଖ୍ୟମନ୍ତ୍ରୀ । ସରକାରୀ କର୍ମଚାରୀ ପାଇଁ ବଢିଲା ଗୃହ ନିର୍ମାଣ ଋଣ ସହାୟତା ପରିମାଣ । କର୍ମଚାରୀମାନେ ୮ ପ୍ରତିଶତ ସୁଧରେ ପାଇବେ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ…
ବିଜୁ ପକ୍କା ଘର ଯୋଜନାରେ ଆସିଲା ଅପଡେଟ । ନୂଆ ଲିଷ୍ଟରେ ସାମିଲ ହେଲେ 5 ହଜାର ପରିବାର ଦେଖନ୍ତୁ ଆପଣଙ୍କର ନା ଅଛି କି ନାହିଁ ।…
ରାଜ୍ୟର କୃଷକମାନଙ୍କ ପାଇଁ ଖୁସି ଖବର | ଅକ୍ଷୟ ତୃତୀୟା ଅବସରରେ ରାଜ୍ୟର କୃଷକ ମାନଙ୍କୁ ପୁଣି ଥରେ କାଳିଆ ଯୋଜନା ମାଧ୍ୟମରେ ସହାୟତା ପ୍ରଦାନ କରିଛନ୍ତି ରାଜ୍ୟ ସରକାର |…
ଓଡିଶାର କୃଷିଭିତ୍ତିକ ପର୍ବ ମଧ୍ୟରୁ ଅକ୍ଷୟ ତୃତୀୟା ଅନ୍ୟତମ । ଚାଷର ଆଦ୍ୟ ପର୍ବରେ କୃଷକମାନେ ଅକ୍ଷିମୁଠି ଅନୁକୂଳ କରି ଚାଷ କାମକୁ ଆଗେଇ ନିଅନ୍ତି । ଏହି ପବିତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଚାଷୀ ଭାଇ ଭଉଣୀଙ୍କୁ ଭେଟିର…
ଆସିଲା ଚାଷୀମାନଙ୍କ ପାଇଁ ଖୁସି ଖବର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅକ୍ଷୟ ତୃତୀୟା ଓ କୃଷକ ଦିବସ ଅବସରରେ ରାଜ୍ୟର କୃଷକ ମାନଙ୍କୁ କାଳିଆ ଯୋଜନା ର ସହାୟତା ପ୍ରଦାନ କରିଛନ୍ତି ।…
ଓଡ଼ିଶା ଦିବସରେ ଓଡ଼ିଶାବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଆଉ ୬ ମାସ ମିଳିବ ମାଗଣା ଚାଉଳ ।…
ରାଜ୍ୟ କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି । ଆଉ ୩ ବର୍ଷ ଲାଗି ବଢିଲା ‘କାଳିଆ’ ଅବଧି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଥିବା କାଳିଆ ଯୋଜନାର ଅବଧି ମାର୍ଚ୍ଚ ୩୧ରେ ଶେଷ ହେଉଥିବା ବେଳେ ଏହାକୁ ତିନି…
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (ଶୁକ୍ରବାର ଦିନ) ଭିଡିଓ କନ୍ଫରେନସିଂ ଜରିଆରେ ରାଜ୍ୟର ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଘର ପାଇଥିବା ହିତାଧିକାରୀମାନଙ୍କୁ ୩୦୦୦ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି ।…
ରାଜ୍ୟ ସରକାରଙ୍କ ଏକ ବଡ଼ ପଦକ୍ଷେପ । ଏଥର ବଳକା ଉଷୁନା ଚାଉଳ ନିଜେ ଉଠାଇବେ ରାଜ୍ୟ ସରକାର ।…
ଏଣିକି ଦୂର ହେବ ପେନସନଭୋଗୀମାନଙ୍କ ସମସ୍ୟା । ଘରେ ବସି ମଧ୍ୟ କରିପାରିବେ ପରିଚୟପତ୍ର ଓ ଲାଇଫ ସାର୍ଟିଫିକେଟ ଦାଖଲ ।…
ଚଳିତ ବର୍ଷ ଡିସେମ୍ବର ୪ ଓ ୫ ତାରିଖ ଦୁଇ ଦିନ ଧରି ସଂଗଠିତ ହୋଇଥିବା ବାତ୍ୟା ‘ଜୱାଦ’ଦ୍ବାରା କ୍ଷତିଗ୍ରସ୍ତ ଚାଷୀଭାଇମାନଙ୍କ ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦୭ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା ଘୋଷଣା କରିଛନ୍ତି ।…
ରାଜ୍ୟରେ ଶିକ୍ଷକ ନିଯୁକ୍ତିରେ ନୂଆ ରେକର୍ଡ ସୃଷ୍ଟି ହେଲା । ଆଉ ୧୧ ହଜାର ୪୦୩ ଶିକ୍ଷକ ପଦବୀ ପୂରଣ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା ।…
ଏଣିକି ରାଜ୍ୟବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ ଘୋଷଣା କରିଛନ୍ତି । ବିଜୁ ପକ୍କା ଘର ହିତାଧିକାରୀମାନଙ୍କ ପାଇଁ ଏହି ଘୋଷଣା କରାଯାଇଛି । ଏଣିକି ବିଜୁ ପକ୍କା ଘର ପାଇଥିବା ହିତାଧିକାରୀଙ୍କୁ ମିଳିବ ବଡ ସହାୟତା ।…
ଓଡ଼ିଶାରେ ନିଯୁକ୍ତି କ୍ଷେତ୍ରରେ ସୃଷ୍ଟି ହେଲା ନୂଆ ଇତିହାସ । ଯାହା କେବେ ହୋଇନଥିଲା, ତାହା ଏବେ ହେଲା । ଏକାଥରେ ନିଯୁକ୍ତି ପାଇଲେ ୬ ହଜାର ୧୩୧ ହାଇସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ।…