1. କୃଷି ଖବର

kalia yojana:ନୂଆଁଖାଇ ଦିନ ମିଳିବ କାଳିଆ ସହାୟତା!

ନୂଆଁଖାଇରେ ଚାଷୀମାନଙ୍କୁ ‘କାଳିଆ’ ସହାୟତା ରାଶି ଦିଆଯାଇପାରେ ।

Sudesna Nayak
Sudesna Nayak
Odisha govt may send kalia yojana Nuakhai occasion

Odisha govt may send kalia yojana Nuakhai occasion

ଆସିଲା ବଡ ଖୁସି ଖବର । ନୂଆଁଖାଇ (Nuakhai)ରେ ଚାଷୀମାନ (Farmers)ଙ୍କୁ ‘କାଳିଆ’ ସହାୟତା ରାଶି ଦିଆଯାଇପାରେ ।

ସୂଚନା ଅନୁଯାୟୀ, ରାଜ୍ୟର କୃଷକ (Farmers)ମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik)ଏକ ବଡ ଉପହାର ଦେବାକୁ ଯାଉଛନ୍ତି । ପଶ୍ଚିମ ଓଡ଼ିଶାର ଏହି କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ (Nuakhai)ରେ କୃଷକ (Farmers)ମାନଙ୍କୁ ‘କାଳିଆ’ (kalia yojana) ସହାୟତା ରାଶି ଦିଆଯାଇପାରେ ।

ଏହି କୃଷିଭିତ୍ତିକ ଗଣପର୍ବରେ ରାଜ୍ୟର 41 ଲକ୍ଷରୁ ଊର୍ଦ୍ଧ୍ବ କୃଷକ (Farmers)ମାନଙ୍କୁ ପ୍ରାୟ 800 କୋଟି ଟଙ୍କାର ସହାୟତା ବଣ୍ଟନ କରାଯିବ । ଏଥିପାଇଁ କୃଷି ବିଭାଗ ପ୍ରସ୍ତୁତି କରିଛି ।

ରାଜ୍ୟ ସରକାର (State Government)ଚଳିତବର୍ଷ ବଜେଟ (Budget)ରେ କୃଷିକ୍ଷେତ୍ର ଲାଗି ସର୍ବାଧିକ 21,166 କୋଟି ଟଙ୍କାର ବ୍ୟୟବରାଦ କରିଥିବାବେଳେ ଏଥିରୁ ‘କାଳିଆ’ (kalia)ସହାୟତା ବାବଦକୁ 1874 କୋଟି ଟଙ୍କା ବଣ୍ଟା ହେବାକୁ ରହିଛି ।

ପ୍ରକାଶ ଥାଉ ଯେ, ରାଜ୍ୟ ସରକାର (State Government)ଙ୍କ ପକ୍ଷରୁ 2018ରେ ହିଁ ‘କାଳିଆ’ ଯୋଜନା (kalia yojana) ଆରମ୍ଭ ହୋଇଥିଲା ।

Rain in Odisha:ଅଗଷ୍ଟ 31ରୁ ହାଲୁକା ବର୍ଷା

ଭକ୍ତଙ୍କ ଗହଣରେ ଏଥର ଜମିବ ଗଣେଶ ପୂଜା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments