1. କୃଷି ଖବର

ମୟୂରଭଞ୍ଜକୁ ମୁଖ୍ୟମନ୍ତ୍ରୀଙ୍କ ଭେଟି

ମୟୂରଭଞ୍ଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭେଟି । ଦୁଇଟି ବୃହତ ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Sudesna Nayak
Sudesna Nayak
Odisha CM Naveen Patnaik To Visit Mayurbhanj

Odisha CM Naveen Patnaik To Visit Mayurbhanj

ମୟୂରଭଞ୍ଜ (Mayurbhanj)କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Odisha CM Naveen Patnaik)ଙ୍କ ଭେଟି । ଦୁଇଟି ବୃହତ ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ (CM) ।

ସୂଚନା ଅନୁଯାୟୀ, ହଜାର ଚାଷୀ ହେବେ ଉପକୃତ । 685 କୋଟି ଟଙ୍କା ବ୍ୟୟରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ । ଅତିରିକ୍ତ 17 ହଜାର 121 ହେକ୍ଟର ଚାଷ ଜମି ପାଇଁ ଜଳସେଚନ ସୁବିଧା । ମୟୂରଭଞ୍ଜ (Mayurbhanj) ଓ ବାଲେଶ୍ୱର ଜିଲ୍ଲାର 55 ହଜାର ଚାଷୀ ହେବେ ଉପକୃତ ।

କରଂଜିଆ ହାତୀବାରିରେ ଦେଓ ଜଳସେଚନ ପ୍ରକଳ୍ପ । 823 କୋଟି ବ୍ୟୟରେ ଦେଓ ଜଳ ସେଚନ ପ୍ରକଳ୍ପ । 99 ଶହ ହେକ୍ଟର ଚାଷ ଜମି ପାଇଁ ଜଳସେଚନ ସୁବିଧା । ମୟୂରଭଞ୍ଜ ହେବ ଶସ୍ୟଶ୍ୟାମଳ । ଜଳସେଚିତ ହେବ ଜମି । ଚାଷୀ (FARMERS)ଙ୍କ ମୁହଁରେ ହସ।

ପ୍ରକାଶ ଥାଉ ଯେ, ମୟୂରଭଞ୍ଜ (Mayurbhanj) ଜିଲ୍ଲାର 2 ଟି ପ୍ରମୁଖ ଜଳସେଚନ ପ୍ରକଳ୍ପ । 27 ହଜାର ହେକ୍ଟରରୁ ଅଧିକ ଚାଷ ଜମି ହେବ ଜଳସେଚିତ । 100ଟି ଗ୍ରାମର ପ୍ରାୟ 2 ଲକ୍ଷ ଲୋକ ହେବେ ଉପକୃତ । ପ୍ରକଳ୍ପକୁ ନେଇ ଚାଷୀ (FARMERS)ଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ।

ରାତି ପାହିଲେ ବିଦେଶ ଯାତ୍ରାରେ ବାହାରିବେ ମୁଖ୍ୟମନ୍ତ୍ରୀ

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,ଏଥର ୨୫ ନୁହେଁ ୪୦ ଲକ୍ଷ ମିଳିବ ଗୃହଋଣ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments