1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

୩ ଦିନ ସକାଳୁ ଖାଲି ପେଟରେ ଖାଆନ୍ତୁ ପିଜୁଳି ପତ୍ର, ମୂଳରୁ ଶେଷ ହୋଇଯିବ ଏହି ୧୦ ଟି ରୋଗ...

ଆମେ ଆପଣ ମାନଙ୍କୁ ଜଣେଇବୁ ମାତ୍ର ୩ ଦିନ ସକାଳେ ଖାଲି ପେଟରେ ଖାଆନ୍ତୁ ପିଜୁଳି ପତ୍ର । ଏବଂ ଦେଖନ୍ତୁ ତାର ଉପକାରିତା ବିଷୟରେ । ତେବେ ଚାଲନ୍ତୁ ଜାଣିବା...

Sudesna Nayak
Sudesna Nayak
eat guava leaf on an empty stomach in the morning

eat guava leaf on an empty stomach in the morning

୩ ଦିନ ସକାଳୁ ଖାଲି ପେଟରେ ଖାଇଦିଅନ୍ତୁ ଗୋଟେ ପିଜୁଳି ପତ୍ର । ମୂଳରୁ ଶେଷ ହୋଇଯିବ ଏହି ଭୟଙ୍କର ରୋଗ । ଏତେ ଫାଇଦା ମିଳିବ କି ଭାବିନଥିବେ ଆପଣମାନେ, ତେବେ ଚାଲନ୍ତୁ ଜାଣିବା କଣ ରହିଛି ପିଜୁଳି ପତ୍ରର ରହସ୍ୟ ।

୩ ଦିନ ପିଜୁଳିପତ୍ର ଖାଇବା ପରେ କଣ ଆପଣଙ୍କ ୧୦ ଟି ଏହି ଭୟଙ୍କର ରୋଗ ଭଲ ହୋଇଯିବ । ତେବେ ଚାଲନ୍ତୁ ଜାଣିବା କେଉଁ ଭୟଙ୍କର ରୋଗ ଆପଣଙ୍କର ଭଲ ହୋଇଯିବ ।

ଆପଣମାନେ ଯଦି ସବୁଦିନ ସକାଳେ ପିଜୁଳିପତ୍ରର ସେବନ କରିବେ ତେବେ ଭୟଙ୍କର ରୁ ଭୟଙ୍କର ରୋଗ ମଧ୍ୟ ଭଲ ହୋଇଯିବ । ପିଜୁଳିପତ୍ର ଖାଇବା ଦ୍ୱାରା ଆପଣଙ୍କ ହଜମ ଶକ୍ତି ବି ବଢିଥାଏ । ପିଜୁଳିପତ୍ରରେ ପ୍ରଚୁର ପରିମାଣରେ ସୟାବର ଥାଏ । ଯାହା ଆପଣଙ୍କ ପେଟକୁ ଭଲ ଭାବରେ ସଫା ରଖିଥାଏ । ଯାହା ଦ୍ୱାରା କି କବ୍ଜ ଭଳି ରୋଗ ମଧ୍ୟ ହୋଇନଥାଏ ବା ଏହି ରୋଗରୁ ମୁକ୍ତି ମିଳିଯାଇଥାଏ । ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ ।

ଯଦି ଆପଣ ସବୁଦିନ ଗୋଟିଏ ଲେଖାଏଁ ପିଜୁଳିପତ୍ରର ସେବନ କରିବେ ତାହେଲେ ଆପଣଙ୍କ ପାଚନତନ୍ତ୍ର ସଠିକ ଭାବେ କାମ କରିବ । ଯାହା ଦ୍ୱାରା କିଛି ରୋଗ ଆପଣଙ୍କୁ ହେବ ନାହିଁ ।

ପିଜୁଳିପତ୍ର ଖାଇବା ଦ୍ୱାରା ଆପଣଙ୍କ ଶରୀର ମଧ୍ୟ ଇମ୍ପ୍ଲମେଶନ କମ ହୋଇଯିବ । ଏବେ ଚାଲନ୍ତୁ ଜାଣିବା ଇମ୍ପ୍ଲମେଶନ ଅର୍ଥ ଶରୀରର ବିଭିନ୍ନ ଅଂଶ ଫୁଲିଯାଇଥାଏ । ତେଣୁ ଏହି ପିଜୁଳିପତ୍ରକୁ ଖାଇବା ଦ୍ୱାରା ଆପଣଙ୍କ ଶରୀରର ଫୁଲିବା ଅଂଶ କମିଯାଏ ।

ପିଜୁଳିପତ୍ରରେ ଆଣ୍ଟିବ୍ୟାକ୍ଟେରିୟାଲ ଅଛି ଯାହା ଦ୍ୱାରା ୩ ଟି ଲାଭ ମିଳିବ । ପ୍ରଥମତଃ ଯଦି ଆପଣଙ୍କୁ ଛୋଟ ଛୋଟ ଇମ୍ପେକସନ ହେଉଛି ତାହେଲେ ଠିକ ହୋଇଯିବ । ଯଦି ବଡ଼ ଇମ୍ପେକସନ ଅଛି ତାହେଲେ ଆପଣଙ୍କୁ ଔଷଧ ଖାଇବାକୁ ପଡିପାରେ । ଯଦି ଆପଣଙ୍କ ପେଟରେ କୌଣସି ସମସ୍ୟା ଅଛି ତେବେ ପିଜୁଳିପତ୍ରକୁ ମଧ୍ୟ ପାଣିରେ ଫୁଟାଇ ପିଇବା ଉଚିତ ହୋଇଥାଏ । ପୁଣି ପିଜୁଳିପତ୍ର ଖାଇବା ଦ୍ୱାରା ଆପଣଙ୍କ ନିଜର ସୁଗାରର ଲେବୁଲ ବି ମଧ୍ୟ କମ ହୋଇଥାଏ ଯାହା ଦ୍ୱାରା ଆପଣ ନିଜର ଓଜନକୁ ମଧ୍ୟ ଠିକ ମାତ୍ରାରେ ରଖିପାରିବେ । ଯଦି ପେଟ ଖରାପ ହୋଇଯାଉଛି ତେବେ ଦୁଇଟି ପିଜୁଳିପତ୍ର ଖାଇବା ଦ୍ୱାରା ଆପଣଙ୍କ ପେଟ ଠିକ ହୋଇଯିବ। ଏହାକୁ ଆପଣ କେବଳ ଚୋବାଇ ଖାଇବେ ।

ଆପଣ ପିଜୁଳିପତ୍ରକୁ ଚାହା କରି ମଧ୍ୟ ପିଇପାରିବେ । ଯଦି ଆପଣ ସବୁଦିନ ଏହି ପତ୍ର ଖାଉଛନ୍ତି ତେବେ କ୍ୟାନ୍ସର ଭଳି ଭୟାନକ ରୋଗରୁ ମଧ୍ୟ ଆପଣ ରକ୍ଷା ପାଇପାରିବେ । ଏହି ପତ୍ରରେ ଆଇକୋପିନ ଭଳି ରୋଗ ପ୍ରୟୋଶୋଧକ ଭଳି ଶକ୍ତି ଥାଏ । ଏହା ବିଭିନ୍ନ ପ୍ରକାରର କ୍ୟାନ୍ସର ରୋଗ ଭଲ ହୋଇଥାଏ । ଏହି ପତ୍ରକୁ ଚାହା କରି ପିଇଲେ ଡାଇବେଟିସ ରୋଗୀଙ୍କୁ ମୁକ୍ତି ମିଳିଥାଏ ।

ଡେଙ୍ଗୁ ସମୟରେ ପିଜୁଳିପତ୍ରକୁ ଖାଇଲେ ଏହି ରୋଗ ଭଲ ହୋଇଥାଏ । ଏହି ପତ୍ର ଖାଇଲେ କାଶ ଛିଙ୍କ ଭଳି ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ । ଏହି ପତ୍ରରେ ଭିଟାମିନ-C ମଧ୍ୟ ଥାଏ । ଯାହା ରୋଗପ୍ରତିଶୋଧକ ଶକ୍ତି ବଢିଥାଏ ।

ଯାହା ଆମେ କହିପାରିବା କୋରୋନା ଭଳି ସମସ୍ୟାରୁ ମଧ୍ୟ ଆମେ ଏଠି ଯେଉଁ କାଢ଼ା କରିକି ପିଉଛୁ ଆମେ ତା ସହିତ ଏହା ମଧ୍ୟ ଆମେ ପିଇ ପାରିବା । ଏହି ପତ୍ର ଗଳାର ଇମ୍ପେକସନକୁ ମଧ୍ୟ ଯଦି ଆପଣ ଗରମ କରି ତାକୁ ଗ୍ଲଗଲିଙ୍ଗ କରୁଛନ୍ତି ବା ଯେକୌଣସି ବା ପିଉଛନ୍ତି ଆପଣଙ୍କ ତଣ୍ଟି ସମସ୍ୟା ମଧ୍ୟ ଭଲ ହୋଇଯିବ । ଏହି ପତ୍ରରେ ହୃଦରୋଗ ମଧ୍ୟ ଭଲ ହୋଇଯିବ । ଏହି ପତ୍ର ଦ୍ୱାରା କଲେଷ୍ଟ୍ରରାଲ ଓ ବ୍ଲଡ଼ପ୍ରେସର ମଧ୍ୟ ନିୟନ୍ତ୍ରଣରେ ରହିଥାଏ ।

ପିଜୁଳିପତ୍ର ରେ ଭିଟାମିନ-A ପ୍ରଚୁର ପରିମାଣରେ ଥାଏ । ଏହି ପତ୍ର ଖାଇଲେ ଆଖି ରୋଗରୁ ମଧ୍ୟ ରକ୍ଷା ମିଳିଥାଏ । ଏଥିରେ ମଧ୍ୟ ଭିଟାମିନ-E ଥାଏ। ଏହି ପତ୍ରକୁ ଚୋବାଇ ଖାଇବା ଦ୍ୱାରା ଆପଣଙ୍କ ଦାନ୍ତ ମାଢି ଶକ୍ତ ହୋଇଥାଏ । ଏହା ଦ୍ବାରା ମୁହଁର ଗନ୍ଧ ମଧ୍ୟ ହୋଇନଥାଏ । ଦାନ୍ତରେ ପୋକ ମଧ୍ୟ ଲାଗିନଥାଏ । ସବୁଦିନ ସକାଳୁ ଗୋଟିଏ ପିଜୁଳି ପତ୍ରକୁ ଚୋବାଇ ଖାଆନ୍ତୁ ଏବଂ ଉଷୁମ ପାଣି ପିଅନ୍ତୁ । ଏହା ଫଳରେ ଭୟାନକ ରୋଗ ମଧ୍ୟ ଭଲ ହୋଇଯିବ ।

ଏହି ତେଲରେ କେବେବି ରାନ୍ଧନ୍ତୁ ନାହିଁ ଖାଦ୍ୟ, ନେଇପାରେ ଜୀବନ...

ଖାଉଛନ୍ତି କି କଦଳୀ ? ହୋଇଯାଆନ୍ତୁ ସାବଧାନ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments