Health & Lifestyle

ଏହି ଗୁଣ୍ଡରୁ କେବଳ 1 ଚାମଚ ଖାଇ ଦେଖନ୍ତୁ...

ମେଥି ମଧୁମେହ କୁ ନିୟନ୍ତ୍ରଣ କରିଥାଏ ।

21 January, 2023 10:00 AM IST By: Sudesna Nayak

ମେଥି (Fenugreek)ସ୍ବାସ୍ଥ୍ୟ ପାଇଁ ଉପକାରୀ ବୋଲି କୁହାଯାଏ । ମେଥି (Methi Dana)ରେ ଆଇରନ୍‌, କ୍ୟାଲ୍‌ସିୟମ୍‌, ମ୍ୟାଗ୍ନେସିୟମ୍‌, ପଟାସିୟମ୍‌, ସୋଡ଼ିୟମ୍‌, ଜିଂକ୍‌, ଭିଟାମିନ୍‌ ରହିଛି । ଏହା ହଜମ ପ୍ରକ୍ରିୟା କୁ ଠିକ କରିଥାଏ ଏବଂ ଶରୀରରେ ଜମା ହୋଇଥିବା ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରିଥାଏ । ଏହା ମଧୁମେହ (Diabetes)କୁ ମଧ୍ୟ ନିୟନ୍ତ୍ରଣ କରିଥାଏ ।

-ଘି କୁଆଁରୀ,ଡାଲିଚିନି, ଅଦା ଓ ମେଥି (Methi)କଲରାକୁ ପ୍ରତିଦିନ ଖାଇବାରେ ସାମିଲ କରନ୍ତୁ ଓ ଡାଇବେଟିସ (Diabetes)ନିୟନ୍ତ୍ରଣ କରନ୍ତୁ ।

-ଡାଇବେଟିସ ସମସ୍ୟା ଥିଲେ,ଏଥିପାଇଁ ମେଥି ଚା’(Methi TEA) ଉପକାରୀ ହୋଇଥାଏ । ଏହା ବ୍ଲଡ ସୁଗାର ଲେବୁଲ (Blood Sugar Levels)ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।

-ଓଜନ କମାଇବା ପାଇଁ ଏକ ଚାମଚ ମେଥି (Methi)କୁ ରାତିରେ ପାଣିରେ ଭିଜାନ୍ତୁ । ସକାଳେ ଏହାକୁ ଛାଣି ପାଣିକୁ ପିଅନ୍ତୁ । ଏସବୁ ଉପାୟ ଆପଣାଇବା ଦ୍ୱାରା ଅନେକ ଶାରୀରିକ ସମସ୍ୟାର ସମାଧାନ ହୋଇଯାଏ ।

-ମେଥି(Methi)ରେ ଅନେକ ପୋଷଣ ମିଳିଥାଏ ଯାହା ହାର୍ଟ ଆଟାକରୁ ମଧ୍ୟ ରକ୍ଷା କରିଥାଏ l

ପ୍ରକାଶ ଥାଉ ଯେ, ମେଥି (Methi TEA)ଖାଇବା ଦ୍ୱାରା ବ୍ୟକ୍ତି ଗ୍ୟାସ୍‌ଷ୍ଟ୍ରିକ୍‌ ସମସ୍ୟାରୁ ମୁକୁଳିଥାଏ । ଯାହାକି ବ୍ୟକ୍ତିକୁ ଛାତି ପୋଡ଼ାଜଳା ଏବଂ ଏସିଡିଟି ଠାରୁ ମୁକ୍ତ କରିଥାଏ ।

ମେଥି ଦାନା ଶରୀର ପାଇଁ ଏତେ ଉପକାରୀ, ଆସନ୍ତୁ ଜାଣିବା !!

ପ୍ରତିଦିନ ଏହି ଉପାୟରେ ଖାଆନ୍ତୁ ମେଥି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)