1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଡାଇବେଟିସରୁ ମୁକ୍ତି ଦେବ ଗ୍ରୀନ ମଟର

ଗ୍ରୀନ ମଟରସମସ୍ତଙ୍କୁ ଖାଇବାକୁ ଭଲ ଲାଗେ । ଗ୍ରୀନ ମଟର ସ୍ୱାସ୍ଥ୍ୟ ପାଇଁ ବହୁ ଉପକାରୀ ହୋଇଥାଏ । ଗ୍ରୀନ ମଟର ସୁଗାରର ମାତ୍ରାକୁ ନିୟନ୍ତ୍ରିତ କରେ ।

Sudesna Nayak
Sudesna Nayak
HEALTH Benefits of Green Peas

HEALTH Benefits of Green Peas

ଗ୍ରୀନ ମଟର (Green Peas)ସମସ୍ତଙ୍କୁ ଖାଇବାକୁ ଭଲ ଲାଗେ । ଗ୍ରୀନ ମଟର (Green Peas)ସ୍ୱାସ୍ଥ୍ୟ ପାଇଁ ବହୁ ଉପକାରୀ ହୋଇଥାଏ । ଗ୍ରୀନ ମଟର (Green Peas)ନିୟମିତ ଖାଇବା ଦ୍ୱାରା ଶରୀରକୁ ବିଭିନ୍ନ ରୋଗରୁ ଆରୋଗ୍ୟ ମିଳିଥାଏ । ଗ୍ରୀନ ମଟର (Green Peas)ସୁଗାରର ମାତ୍ରାକୁ ନିୟନ୍ତ୍ରିତ କରେ ।

-ଗ୍ରୀନ ମଟର (Green Peas)ସ୍ୱାଦିଷ୍ଟ ହେବା ସହିତ ପୋଷଣରେ ଭରପୂର । ଗ୍ରୀନ ମଟର (Green Peas)ରେ ଭିଟାମିନ ଓ ମିନେରାଲ ପ୍ରଚୁର ପରିମାଣରେ ରହିଛି । ଏହା ତ୍ୱଚାରେ ଉଜ୍ଜ୍ୱଳତା ଆଣିବା ଲାଗି ମଧ୍ୟ ଉଦ୍ଦିଷ୍ଟ ।

-ଗ୍ରୀନ ମଟର (Green Peas)ରେ ପ୍ରଚୁର ପରିମାଣରେ ପ୍ରୋଟିନ ଓ ଫାଇବର ଥାଏ । ଏହା ସହିତ ଏଥିରେ ଆଇରନ ,ଜିଙ୍କ, ମାଙ୍ଗାନିଜ, ଏବଂ କପର ମଧ୍ଯ ଅଛି । ଯାହା ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା ମଧ୍ୟ କରିଥାଏ । ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ମଧ୍ୟ ମିଳିଥାଏ, ଯାହା ରୋଗ ପ୍ରତିରୋଧକ କ୍ଷମତାକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ ।

-ଗ୍ରୀନ ମଟର (Green Peas)ଶରୀରରେ ସୁଗାରର ମାତ୍ରାକୁ ମଧ୍ୟ ନିୟନ୍ତ୍ରିତ କରିଥାଏ । ଗ୍ରୀନ ମଟର (Green Peas) ନିୟମିତ ଖାଇଲେ ମଧୁମେହ (Diabetes)ରୋଗର ଆଶଙ୍କା କମ ହୋଇଥାଏ ।

-ଗ୍ରୀନ ମଟର (Green Peas)ନିୟମିତ ଖାଇଲେ ଏହା ଶରୀରର ହାଡ଼କୁ ମଜଭୁତ ମଧ୍ୟ କରିଥାଏ ।

ପ୍ରକାଶ ଥାଉ କି, ଯଦି ଆପଣମାନେ ଏହି ସବୁ ଜିନିଷକୁ ଧ୍ୟାନରେ ରଖି ଗ୍ରୀନ ମଟର (Green Peas) ଖାଆନ୍ତି , ତେବେ ଆପଣମାନେ କୌଣସି ଅସୁବିଧାରେ ପଡିବେ ନାହିଁ ।

କ୍ୟାନସର ଦୂର କରେ କଦଳୀ

କିସମିସ ସହିତ ଖାଆନ୍ତୁ ମହୁ, ବ୍ଲଡପ୍ରେସରରୁ ମିଳିବ ମୁକ୍ତି

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ