1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଏହି ଲୋକଙ୍କୁ ହରଡ ଡାଲି ଖାଇବା ମନା!

ଡାଲିରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ଭରି ରହିଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି, ଏପରି କିଛି ଲୋକ ଅଛନ୍ତି, ଯେଉଁମାନଙ୍କୁ ହରଡ ଡାଲି ଖାଇବାକୁ ମନା କରାଯାଇଥାଏ । ଯଦି ସେହି ଲୋକମାନେ ଡାଲି ଖାଇବେ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବେ ।

Sudesna Nayak
Sudesna Nayak
never eat tur dal in night these pulses,Pic Credit: pixabay.com

never eat tur dal in night these pulses,Pic Credit: pixabay.com

ଆମ ଦେଶର ଲୋକମାନଙ୍କ ପାଇଁ ଦୈନନ୍ଦିନ ଜୀବନରେ ଡାଲି (dal)ଏକ ମୁଖ୍ୟ ଖାଦ୍ୟଭାବରେ ଜଣାଶୁଣା । ଭାରତରେ ବିଭିନ୍ନ ପ୍ରକାରର ଡାଲି (dal)ଲୋକେ ଖାଦ୍ୟ ଭାବରେ ବ୍ୟବହାର କରନ୍ତି । ବିଶ୍ୱ ଡାଲି ଉତ୍ପାଦନର ପ୍ରାୟ 40% ଡାଲି (dal) ଭାରତରେ ହିଁ ମିଳିଥାଏ । ଡାଲିରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ଭରି ରହିଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି, ଏପରି କିଛି ଲୋକ ଅଛନ୍ତି, ଯେଉଁମାନଙ୍କୁ ହରଡ ଡାଲି (tur dal) ଖାଇବାକୁ ମନା କରାଯାଇଥାଏ । ଯଦି ସେହି ଲୋକମାନେ ଡାଲି ଖାଇବେ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବେ ।

1.କିଡନୀ ସମସ୍ଯା (kidney stone) ଥିବା ଲୋକମାନଙ୍କୁ ହରଡ ଡାଲି (tur dal) ଖାଇବାକୁ ମନା କରାଯାଇଥାଏ ।

2. ଗ୍ୟାସ ସମସ୍ଯା (gas problem) ଥିବା ଲୋକ ଅଥାତ୍ ପେଟ ଜନିତ ସମସ୍ଯା ଥିବା ଲୋକମାନଙ୍କୁ ହରଡ ଡାଲି (tur dal) ଖାଇବାକୁ ମନା କରାଯାଇଥାଏ । କାରଣ ହରଡ ଡାଲି (tur dal)କୁ ହଜମ କରିବା ବହୁତ କଷ୍ଟକର ।

ସୂଚନା ଅନୁଯାୟୀ, ଆମେ ପ୍ରତିଦିନ ଜୀବନରେ ଯେକୌଣସି ଜିନିଷ ହୁଏ ନା କାହିଁ କି ଅଥିକ ଖାଇବା ଉଚିତ ନୁହେଁ । ମୁଗ ଡାଲି (moong dal)ରେ ପ୍ରୋଟିନ ତତ୍ତ୍ୱ ଭରି ରହିଥାଏ । କିନ୍ତୁ ଯଦି ଆପଣମାନେ ବହୁ ପରିମାଣରେ ମୁଗ ଡାଲି (moong dal) ଖାଇବେ ତେବେ ଏହା ଶରୀର ପ୍ରତି ହାନିକାରକ ହୋଇପାରେ ।

ପ୍ରକାଶ ଥାଉ ଯେ, ଜାଣିର ରଖନ୍ତୁ ଯେ, ରାତିରେ ମଧ୍ଯ ଡାକ୍ତରମାନେ ଡାଲି (dal) ଖାଇବାକୁ ମନା କରିଥାନ୍ତି । କାରଣ ରାତିରେ ଡାଲିକୁ ହଜମ କରିବା କଷ୍ଟକର ହୋଇଥାଏ । ଯେମିତିକି ବିରି ଡାଲି (Urad Dal), ଏହି ଡାଲିକୁ ରାତିରେ ଖାଆନ୍ତୁ ନାହିଁ ।

ଲେମ୍ବୁର ଔଷଧୀୟ ଗୁଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଟାକୁଆରେ ରହିଛି ଅନେକ ଔଷଧୀୟ ଗୁଣ, ଖାଇଲେ ଭଲ ହୋଇଯିବ ଏହି ସବୁ ରୋଗ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments