1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ମଧୁମେହକୁ ମୂଳରୁ ଶେଷ କରିଥାଏ ଏହି ଚମତ୍କାରୀ ଫୁଲ

ମଧୁମେହ ରୋଗ ଆଜିକାଲି ଏକ ଗମ୍ଭୀର ସମସ୍ୟା ପାଲଟିଛି । ଯାହା ପ୍ରୟତଃ ସମସ୍ତଙ୍କ ପାଖରେ ଦେଖିବାକୁ ମିଳୁଛି । ଏହି ସମସ୍ୟା ପୁରୁଷମାନଙ୍କ ଅପେକ୍ଷା ହିଁ ମହିଳାମାନଙ୍କ ପାଖରେ ଅଧିକ ଦେଖାଯାଉଛି । ଆଜି ଆମେ ଆପଣମାନଙ୍କୁ ଏମିତି ଏକ ଚମତ୍କାରୀ ଫୁଲ ପଳାଶ ଫୁଲ ବିଷୟରେ କହିବାକୁ ଯାଉଛୁ । ଯାହାର କିଛି ଅଲଗା ଚମତ୍କାରୀ ଗୁଣ ରହିଛି ।

Sudesna Nayak
Sudesna Nayak
palash flower decrease Diabetes and blood sugar

palash flower decrease Diabetes and blood sugar

ମଧୁମେହ (Diabetes) ରୋଗ ଆଜିକାଲି ଏକ ଗମ୍ଭୀର ସମସ୍ୟା ପାଲଟିଛି । ଯାହା ପ୍ରୟତଃ ସମସ୍ତଙ୍କ ପାଖରେ ଦେଖିବାକୁ ମିଳୁଛି । ଏହି ସମସ୍ୟା ପୁରୁଷମାନଙ୍କ ଅପେକ୍ଷା ହିଁ ମହିଳାମାନଙ୍କ ପାଖରେ ଅଧିକ ଦେଖାଯାଉଛି । ଆଜି ଆମେ ଆପଣମାନଙ୍କୁ ଏମିତି ଏକ ଚମତ୍କାରୀ ଫୁଲ ପଳାଶ ଫୁଲ (Palash Flower) ବିଷୟରେ କହିବାକୁ ଯାଉଛୁ । ଯାହାର କିଛି ଅଲଗା ଚମତ୍କାରୀ ଗୁଣ ରହିଛି ।

ତେବେ ଚାଲନ୍ତୁ ଜାଣିବା ପଳାଶ ଫୁଲ (Palash Flower)ର କିଛି ଔଷଧୀୟ ଗୁଣ ବିଷୟରେ...

-ପଳାଶ ଫୁଲ (Palash Flower)ର ସବୁଠୁ ପ୍ରଥମ ଓ ବଡ଼ ଫାଇଦା ହେଉଛି ରକ୍ତକୁ ସଫା କରିବା । ଆଜିକାଲି ଦୁନିଆରେ ବହୁତ ଟନିକ ଏପରି ମିଳେ ଯେଉଁଥିରେ ପଳାଶ ଫୁଲ (Palash Flower) ମିଶାଯାଉଛି । ଏହା ଶରୀରରେ ଥିବା ଅଳିଆ ରକ୍ତ ମାନଙ୍କୁ ସଫା କରିଥାଏ । ଆମ ରକ୍ତରେ ଯେଉଁ ଅଦରକାରୀ ପଦାର୍ଥ ରହିଥାଏ ଏମାନେ ତାକୁ ବାହାର କରି ଫୋପାଡି ଦିଅନ୍ତି । ଯଦି ପଳାଶ ଫୁଲ (Palash Flower)କୁ ଟନିକ ଭାବରେ ପିଆଯାଏ ତ ଏହା ଆମ ଶରୀରର ରକ୍ତକୁ ସଫା କରିଦେବ ।

-ପଳାଶ ଫୁଲ (Palash Flower)ଡାଇବେଟିସ (Diabetes) ରୋଗରେ ବହୁତ କାମ ଦିଏ । ପରିବାରରେ କୌଣସି ନା କୌଣସି ବ୍ୟକ୍ତି ଡାଇବେଟିସ (Diabetes)ର ଶିକାର ହୋଇଥାଏ । ଆମ ଶରୀର ଭିତରେ ଗ୍ଲୁକୋଜ ଲେଵଲକୁ ପଳାଶ ଫୁଲ (Palash Flower)ନିୟନ୍ତ୍ରଣ କରିଥାଏ ।
-ପଳାଶର (Palash Flower) ଶୁଖିଲା ଫୁଲ ମଧ୍ୟ ବଜାରରେ ମିଳୁଛି । ଯଦି ଆପଣ ସେହି ଫୁଲକୁ ଆଣି ତାକୁ ଗରମ କ୍ଷୀର ସହିତ ନେବେ ତ ଆପଣଙ୍କ ଡାଇବେଟିସ ବହୁ ମାତ୍ରାରେ ନିୟନ୍ତ୍ରଣକୁ ଆସିବ । ଡାଇବେଟିସ (Diabetes) ରୋଗୀମାନେ ପଳାଶ ଫୁଲ (Palash Flower)ର ବ୍ୟବହାର ନିଶ୍ଚୟ କରିବେ। ଏହା ଆପଣଙ୍କ ଶରୀରର ରକ୍ତ ଶର୍କରାକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିବ ।

-ଯଦି ପେଟରେ ଗ୍ୟାସ ସମସ୍ୟା ରହୁଛି ତେବେ ୪/୫ଟି ପଳାଶ ଫୁଲ (Palash Flower)କୁ ରାତି ସାରା ପାଣିରେ ବତୁରାଇ ରଖିଦିଅନ୍ତୁ । ସକାଳୁ ଖାଲି ପେଟରେ ଏହି ପାଣି ପିଅନ୍ତୁ । ଏପରି ଲଗାତାର କଲେ ଗ୍ୟାସ ସମସ୍ୟାରୁ ମୁକ୍ତି ମଳିଥାଏ ।

-ଯେଉଁ ମାନଙ୍କ ମୁଁହରେ ବ୍ରଣ,ଦାଗ ଆଦି ସମସ୍ୟା ଦେଖାଯାଏ,ଘିମିରି ଆଦି ଦେଖାଯାଏ ସେପରି ଲୋକ ମାନଙ୍କୁ ପଳାଶ ଫୁଲ (Palash Flower) ସେବନ କରିବା ନିହାତି ଜରୁରୀ । ଯଦି ଆପଣ ଏହି ଫୁଲକୁ ପାଣିରେ ମିଶାଇ ମାତ୍ର ଏକ ମାସ ନିୟମିତ ପ୍ରୟୋଗ କରନ୍ତି ତ ଆପଣଙ୍କୁ ଫାଇଦା ମିଳିବ । ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ମଧ୍ୟ ପଳାଶ ଫୁଲ (Palash Flower)ର ଅବଦାନ ଅନ୍ୟତମ ।
-ଆଜିକାଲି ଯେଉଁଭଳି ରୋଗ ସବୁ ମାଡି ଚାଲିଛି ଏହିପରି ସ୍ଥିତିରେ ଯଦି ଆପଣଙ୍କୁ କେଉଁଠି ବି ପଳାଶ ଫୁଲ ମିଳେ ତ ଆପଣ ତାକୁ ନିଶ୍ଚୟ ବ୍ୟବହାର କରନ୍ତୁ । ଆପଣ ଏହାକୁ ପାଣିରେ ମିଶାଇ ବ୍ୟବହାର କରନ୍ତୁ । ଏହା ଆପଣଙ୍କ ଶରୀରରୁ ଫ୍ରୀ ରାଡ଼ିକଲ ମାନଙ୍କୁ ବାହାର କରିବାରେ ସାହାଯ୍ୟ କରିବ ।

-ଯୌନଶକ୍ତି ପାଇଁ ପଳାଶ ଫୁଲ (Palash Flower)ବହୁତ ଉପାଦେୟ ଅଟେ । ବହୁତ ସାରା ଲୋକ ଏମିତି ଅଛନ୍ତି ଯେଉଁମାନେ ଏହି ସମସ୍ୟାରେ ପିଡିତ ଅଛନ୍ତି । ପୁରୁଷ ମାନଙ୍କୁ ବିଭିନ୍ନ ପ୍ରକାର ଅସୁବିଧା ହୋଇଥାଏ । ସେମାନଙ୍କ ସ୍ପର୍ମ କମଜୋର ପଡିଯାଇଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ପଳାଶ ଫୁଲ (Palash Flower)ର ସେବନ ନିଶ୍ଚିତ କରନ୍ତୁ । ଏହାର ସେବନ କରିବା ଦ୍ଵାରା ଆପଣଙ୍କ ଯୌନଶକ୍ତି ଏହାଦ୍ବାରା ବଢିବ । ଆପଣ ସବୁଦିନ ଶୋଇବା ପୂର୍ବରୁ ଏହାର ବ୍ୟବହାର ନିଶ୍ଚୟ କରିବେ ।

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ପଳାଶ ଫୁଲ (Palash Flower)ଖାଆନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ କି, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରଙ୍କର ହିଁ ପରାମର୍ଶ ଜରୁରୀ ଭାବରେ ନିଅନ୍ତୁ ।

ପ୍ରେଗେନ୍ସି ସମୟରେ କଫିନ ସେବନ କରୁଛନ୍ତି କି ?

ଦୈନନ୍ଦିନ ଜୀବନରେ ଲୁଣ ର ଆବଶ୍ୟକତା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments