Health & Lifestyle

ପ୍ରତିଦିନ ଏହାର 4 ଟି ପତ୍ର ଚୋବାଇ ଖାଆନ୍ତୁ : ସୁଗାର ପାଇଁ ଅମୃତ

ଡାଇବେଟିସ ପାଇଁ ତୁଳସୀ ପତ୍ର ବହୁତ ଲାଭଦାୟକ ହୋଇଥାଏ ।

01 February, 2023 9:00 AM IST By: Sudesna Nayak

ଶରୀରରେ ସୁଗାର (Sugar)ମାତ୍ରା ଅଧିକ ହେବା ଫଳରେ ଡାଇବେଟିସ (Diabetes) ରୋଗ ହୋଇଥାଏ । ଏପରି ଏକ ଆୟୁର୍ବେଦିକ ଉପାୟ ଅଛି ଯାହା ସମ୍ପୂର୍ଣ ଭାବରେ ଆପଣଙ୍କ ସୁଗାରକୁ ନିୟନ୍ତ୍ରଣରେ ରଖିବ ।

ସୂଚନା ଅନୁଯାୟୀ, ତୁଳସୀ (Tulsi Leaves)ରେ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ଭରପୁର ରହିଥାଏ । ତୁଳସୀ ପତ୍ର ଚୋବାଇ ଖାଇବା ଦ୍ୱାରା, ଏହା ଶରୀର ପାଇଁ ଲାଭଦାୟକ ହୋଇଥାଏ । 

-ଡାଇବେଟିସ (Diabetes) ପାଇଁ ତୁଳସୀ ପତ୍ର (Tulsi Leaves) ବହୁତ ଲାଭଦାୟକ ହୋଇଥାଏ ।

-ବ୍ରଣ ସମସ୍ୟାକୁ ନେଇ ଚିନ୍ତିତ ଥିଲେ, ଏଥିପାଇଁ ତୁଳସୀ (Tulsi Leaves)ବ୍ୟବହାର କରି ପାରିବେ ।

-କର୍କଟ ରୋଗ ସହ ଲଢିବାରେ ସାହାଯ୍ୟ କରେ ତୁଳସୀ (Tulsi Leaves) ।

-ତୁଳସୀ ପତ୍ର (Tulsi Leaves)ସହ ଲବଙ୍ଗ ମିଶାଇ ଖାଇବା ଦ୍ୱାରା କାଶ ଦୂର ହୋଇଥାଏ।

-ଥଣ୍ଡା ସମୟରେ ତୁଳସୀ ପତ୍ର (Tulsi Leaves)ସହ ଅଦା, ଗୋଲମରିଚ ଫୁଟାଇ ପିଇଲେ ଆରାମ ଅନୁଭବ ହୋଇଥାଏ ।

-ତୁଳସୀ ପତ୍ର (Tulsi Leaves) ଶାରୀରିକ ଦୁର୍ବଳତା ଦୁର କରିବା ସହିତ ସ୍ମରଣ ଶକ୍ତି ବୃଦ୍ଧି ଘଟାଇ ଥାଏ ।

 

ପ୍ରକାଶ ଥାଉ ଯେ, ତମ୍ବା ପାତ୍ରରେ ତୁଳସୀ ପତ୍ର (Tulsi Leaves) ପକାଇ ପାଣି ରଖିଲେ ଏହାର ସେବନ ଦ୍ଵାରା ବହୁତ ଫାଇଦା ମିଳିଥାଏ ।

ଏହି ୫ଟି ଅଙ୍ଗକୁ ପୁରା ଅଚଳ କରିଦିଏ ଡାଇବେଟିସ୍‌, ଜାଣନ୍ତୁ...

ରକ୍ତଚାପ ନିୟନ୍ତ୍ରଣ କରେ ଶୁଣ୍ଠୀ