1. ଉଦ୍ୟାନ କୃଷି

କେମିତି କରିବେ କଲରା ଚାଷ !

କେମିତି କରିବେ କଲରା ଚାଷ !

KJ Staff
KJ Staff

ପିତା ସ୍ୱାଦ ଲାଗି ସୁପରିଚିତ ଏହି ପାରିବ ରେ ମଧ୍ୟ ଭାରି ରହିଛି ଓଷଧୀୟ ଗୁଣ  | ମଧୁମେହ ,ଶ୍ୱାସ ,ରକ୍ତ ଜନିତ ସମସ୍ୟା ଲାଗି ଉଚିତ ଉପଚାର କାଳର |ଏହା ବ୍ୟତୀତ ଏଥିରେ ଭରପୁର   ମାତ୍ର   ରେ ଭିଟାମିନ   ସି ଭାରି ରହିଛି |ଏହି ଲତା ଗଛ ରେ ଧରେ ହଳଦିଆ ରଙ୍ଗ ଫୁଲ ଏବଂ ଏହାକୁ ଦେଶର ପ୍ରାୟେ ସମସ୍ତ ରାଜ୍ୟ ରେ ଚାଷ କରାଯାଏ |ଉଚିତ ଭାବେ ବୈଜ୍ଞାନିକ ପଦ୍ଧତି ରେ ଚାଷ କଲେ ଏହା ଦ୍ୱାରା ବହୁ ଲାଭବାନ ହେଇପାରିବେ |

ତେବେ  ଜାଣିବା  ତାର  ଚାଷ ପଦ୍ଧତି  :-

ଜଳବାୟୁ :କଲରା ଚାଷ ଆବଶ୍ୟକ ଉସ୍ମ ଆଦର ଜଳବାୟୁ |ଆଦ୍ରତା ଅଧିକ ହେଲେ କବକ ଜନିତ ରୋଗ ସମସ୍ୟା ଅଧିକ ଦେଖିବାକୁ ମିଳେ |ତେବେ ଲତା ବଢିବା ଲାଗି ତାପମାତ୍ରା ୨୪ -୨୭ ଡିଗ୍ରୀ ରହିବ ଆବଶ୍ୟକ ଏବଂ ୧୮ ଡିଗ୍ରୀ ରୁ ଅଧିକ ହେଲେ ମଞ୍ଜି ଗଜା ହୁଏ |ତେବେ ତାପମାତ୍ରା  ୪୯ ଡିଗ୍ରୀ ରୁ ଅଧିକ ହେଲେ ଅମଳ ହ୍ରାସ ହେବାର ସମ୍ଭାବନା ରହିଛି |

 

ମୃତ୍ତିକା :ବାଲିଆ ଦୋରସା ମାଟି ଏହାକୁ ଚାଷ କରିବା ଲାଗି ବେଶ ଉପଯୋଗୀ |ମାଟିର ଅମ୍ଳ - ମଧ୍ୟ ରେ ରହିଲେ ଏହାର ଅମଳ ଭଲ ହୁଏ |ମାଟିରେ ଜଳନିସ୍କାସନ ସୁବିଧା ରହିବ ନିହାତି ଆବଶ୍ୟକ |ମାଟି ଅଧିକ ସନ୍ତସନ୍ତିଆ ରହିଲେ ଅମଳ ଭଲ ହେବ ନାହିଁ |

ମୃତ୍ତିକା ପ୍ରସ୍ତୁତି :ଜମିକୁ ଭଲ ଭାବରେ - ଓଡ ଚାଷ  କରି ମାଟିକୁ ପୁରା ଗୁଣ୍ଡ କରିଦେବା ଆବଶ୍ୟକ |ଶେଷ ଓଡ ଚାଷରେ ପୂର୍ବରୁ ଜୈବିକ ଖତ କୁ ମାଟିରେ ପ୍ରୟୋଗ କଲେ ଭଲ ଭାବରେ ମିଶିଥାଏ |

 

ବିହନ :ଏକ ହେକ୍ଟର  ପ୍ରତି  - କି ଗ୍ରା ମଞ୍ଜି ଆବଶ୍ୟକ |ମଞ୍ଜି ବୁଣିବା  ଆଗରୁ  କି.ଗ୍ରା ମଞ୍ଜି ସହ ଗ୍ରାମ ଥିରାମ ମିଶାଇ ବିଶୋଧନ କରନ୍ତୁ |

କିସମ : ଅର୍କ ହରିତ ,ପୁଷା ବିଶେଷ ,ପୁଷା ଦୋ ମୌସମୀ ,ପ୍ରିୟ ,ପ୍ରୀତି  ,ସି ,ଇତ୍ୟାଦି ଏହାର ଉନ୍ନତ କିସମ ଚାଷ କରନ୍ତୁ |

 

 କେମିତି କରିବେ ଅମଳ ଏବଂ କେତେ ଲାଗିବ କଲରା ରେ ସାର ଖତ

 


ଜଣାନ୍ତୁ କେମିତି କରିବେ କଲରା ଆଚାର ..

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ