Krishi Jagran odia
Menu Close Menu

ଶୀତଦିନରେ ବ୍ରୋକୋଲି ଚାଷ କରି ହୋଇପାରିବେ ଲକ୍ଷପତି(ଦ୍ଵିତୀୟ ଭାଗ )

Tuesday, 08 January 2019 05:00 PM
broccoli


ଗତ ସପ୍ତାହ ଶନିବାର ପ୍ରକାଶିତ ହୋଇଥିବା ବ୍ରୋକୋଲି ଚାଷ ର ଅବଶିଷ୍ଟାଂକ୍ସ ….

ମଞ୍ଜି ର ମାତ୍ରା…
ଏକ ହେକ୍ଟର କୁ ୪୦୦ ରୁ ୫୦୦ ଗ୍ରାମ ମଞ୍ଜି ଆବଶ୍ୟକ ହୁଏ।


ତଳି ରୋପଣ :
ତଳି ପଟିରେ ତଳିଁ ପକାଇବା ୧ ମାସ ୧୫ ଦିନ ଭିତରେ ତଳି ଗୁଡ଼ିକ ମୁଖ୍ୟ କ୍ଷେତରେ ଲଗାଇ ବାକୁ ଉପଯୁକ୍ତ ହୋଇଯାନ୍ତି।

cultivating broccoli

ବ୍ୟବଧାନ:

ମୁଖ୍ୟ କ୍ଷେତ ରେ ୪୫ ସେ. ମି ଧାଡିକୁ ଧାଡି ଏବଂ ୩୦ସେ. ମି ଗଛକୁ ଗଛ ବ୍ୟବଧାନ ରେ ଚାରା ରୋପଣ କରନ୍ତୁ।


ଅମଳ:

ବ୍ରୋକୋଲୀ ଗୁଡିକରେ ତଳ ପାର୍ଶ୍ଵରେ କଣ୍ଡକୁ କାଟି ପ୍ରାୟେ ୧୦ ରୁ ୧୫ ସେ. ମି ତଳେ ଛୁରୀରେ କରିବା ଉଚିତ୍।ବ୍ରୋକୋଲିରେ ଫୁଲ ଗୁଡ଼ିକ ଗାଢ଼ ସବୁଜ ତଥା ବାନ୍ଧି ହୋଇ ରହିବ ଆବଶ୍ୟକ।

broccoli

ଡେରିରେ ଅମଳ କଲେ ବ୍ରୋକୋଳୀ ହଳଦିଆ ପଡ଼ିବା ସହ ଅଧିକ ଖଦଡ଼ା ତନ୍ତୁରେ ପୂର୍ଣ୍ଣ ହୋଇଯାଏ ତଥା ଫୁଲ ଗୁଡ଼ିକ ଢିଲା ହେଇଯାଏ।ନିର୍ଦ୍ଦିଷ୍ଟ ସମୟରେ ଅମଳ କଲେ ଅଧିକ ଅମଳ ମିଳେ।୧୦୦-୧୫୦ କ୍ଵିଣ୍ଟାଲ ବ୍ରୋକୋଲୀ ହେକ୍ଟର ପିଛା ଉତ୍ପାଦନ ହୋଇଥାଏ।

 

Share your comments


CopyRight - 2019 Krishi Jagran Media Group. All Rights Reserved.