1. ଉଦ୍ୟାନ କୃଷି

କେମିତି କରିବେ କାଙ୍କଡ଼ ଚାଷ

କେମିତି କରିବେ କାଙ୍କଡ଼ ଚାଷ

KJ Staff
KJ Staff
Spiny Gourd Farming

Spiny Gourd Farming

ଖରା ଦିନିଆ ଏହି ପରିବା ରେ ଭରି ରହିଛି  ବହୁ ପୋଷାକ ତତ୍ୱ !କଣ ରହିଛି କାଙ୍କଡ଼ ଖାଇବାର ଉପାଦେୟତା ଜାଣିବା ଲାଗି ଏଠାରେ କ୍ଲିକ କରନ୍ତୁ |ଏହା ଦେଖିବାକୁ କଲରା ପରି ଏବଂ ବିଶେଷ କରି ଏହାକୁ କର୍ଣ୍ଣାଟକ ଏବଂ ୱେଷ୍ଟ ବେଙ୍ଗଲ ବ୍ୟତୀତ ଓଡିଶା ,ଛତିସଗର୍ଡ଼ ରେ ଅଧିକ ଚାଷ କରାଯାଏ |

ତେବେ ଜାଣି ରଖନ୍ତୁ ଏହାର ଚାଷ ପ୍ରଣାଳୀ :


କିସମ :ଏହା ର ୨ ଟି କିସମ ଅଛି |ଦେଶୀ ବା ଛୋଟ କିସମ ଏବଂ ହାଇବ୍ରିଡ଼ ବା ବଡ କାଙ୍କଡ଼ |ସେହିପରି ଇନ୍ଦିରା କାଙ୍କଡ଼ ଏକ ଉନ୍ନତ କିସମ ଯେଉଁଥିରେ ରୋଗ ପୋକ ପ୍ରତିରୋଧକ ଶକ୍ତି  ସାଙ୍ଗରେ ଚାଷ କରିବାର ର ପ୍ରଥମ ବର୍ଷ ରେ ହିଁ ୧୦ କୁଇଣ୍ଟାଲ ହେକ୍ଟର ପିଛା ଅମଳ ଆସିଥାଏ |

Spiny Gourd Farming Guide

Spiny Gourd Farming Guide

ପାଣିପାଗ :ଏହା ଖରା ଦିନିଆ ପରିବା ତେଣୁ ଅଧିକ ଅଧିକ ଖରା ହେଲେ ଅମଳ ଭଲ ଆସେ |ତାପମାତ୍ରା ୨୭ -୩୨ ଡିଗ୍ରୀ ସେଲସିଅସ ଗଛ ବୃଦ୍ଧି ଲାଗି ଆବଶ୍ୟକ |

ମୃତ୍ତିକା:ଉର୍ବର ଦୋରସା ମାଟି ଯେଉଁଥିରେ ଅମ୍ଳତା ୫ ରୁ ୫.୫ ରହୁଥିବା ତାହା କାଙ୍କଡ଼ ଚାଷ ଲାଗି ପ୍ରଯୁର୍ଯ୍ୟ |ମାଟି ରେ ଜଳ ନିଷ୍କାସନ ର ବ୍ୟବସ୍ତା ନିଶ୍ଚିନ୍ତ ରହିବ ଆବଶ୍ୟକ |

କେମିତି ଲଗାଇବେ?ଏହାକୁ ମଞ୍ଜି ବା ଟ୍ୟୁବର ସାହାଯ୍ୟ ରେ ଲଗା ଯାଇଥାଏ |

ଜମି ପ୍ରସ୍ତୁତି :ମୋଡ ପତ୍ର ଲଙ୍ଗଳ ବା ଟ୍ରାକ୍ଟର ସାହାଯ୍ୟରେ ଜମି ଭଲ ଭାବେ ହଳ କରି ସମତଳ କରନ୍ତୁ|୩ ଥର ହଳ କଲେ ଯଥେଷ୍ଟ |ଶେଷ ଓଡ ଚାଷ ବେଳେ ୧୦ ରୁ ୨୦ ଟାଣ ର ସଢା ଗୋବର ଖତ ଭଲ ଭାବେ ମିଶାନ୍ତୁ ଏବଂ କିଆରୀ ପ୍ରସ୍ତୁତ କରନ୍ତୁ |

ଅବଶିଷ୍ଟାଂଶ ଅମଳ କିପରି କରିବେ କାଲି ପ୍ରକାଶ ପାଇବ

କାଙ୍କଡ଼ ଖାଇବାର ଉପାଦେୟତା ଜାଣିବା ଲାଗି ଏଠାରେ କ୍ଲିକ କରନ୍ତୁ

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments