1. ଉଦ୍ୟାନ କୃଷି

ସବଜି ଲଙ୍କା ଚାଷ

ଆମ ରାଜ୍ୟରେ ଏବେ ବଢିଛି ସବଜି ଲଙ୍କା ର ଚାଷ |ସବଜି ଲଙ୍କାର ସାଧାରଣତଃ ଭିଟାମିନ ଏ,ବି ଓ ସି ଯଥେଷ୍ଟ ପରିମାଣରେ ଥାଏ |ଏହାର ଚାଷ ବେଶ ଲାଭଦାୟକ ଏବଂ ପ୍ରଣାଳୀ ଖୁବ ସହଜ |

KJ Staff
KJ Staff
ଆମ ରାଜ୍ୟରେ ଏବେ ବଢିଛି ସବଜି ଲଙ୍କା ର ଚାଷ |ସବଜି ଲଙ୍କାର ସାଧାରଣତଃ ଭିଟାମିନ ଏ,ବି ଓ ସି ଯଥେଷ୍ଟ ପରିମାଣରେ ଥାଏ |ଏହାର ଚାଷ ବେଶ ଲାଭଦାୟକ ଏବଂ ପ୍ରଣାଳୀ ଖୁବ ସହଜ |

ମାଟି :ସବଜି ଲଙ୍କା ଦୋରସା ମାଟିରେ ଭଲ ହୁଏ |ଅଧିକ ଖରା ହେଲେ ଫଳ ଝଡ଼ିପଡ଼େ |ସୀତ ଦିନରେ ଏହି ଲଙ୍କା ବେଶ ଭଲ ଅମଳ ଦେଇଥାଏ |ସାଧାରଣତଃ ଅଗଷ୍ଟ ମାସରୁ ନଭେମ୍ବର ମାସ ଯାଏ ଏହି ଜାତୀୟ ଲଙ୍କା ଚାଷ କରାଯାଇପାରିବ |

 

ତଳି ପ୍ରସ୍ତୁତି :ସବଜି ଲଙ୍କା ଚାଷ ପାଇଁ ତଳି ପ୍ରସ୍ତୁତି କରିବା ଉଚିତ |ଏକ ଏକର ବିଲରେ ରୋଇବା ପାଇଁ ପ୍ରାୟେ ୩୦୦ ଗ୍ରାମ ବିହନ ଦରକାର ହୋଇଥାଏ |

୧୦ ଫୁଟ ଲମ୍ବା ଓ ୩ ଫୁଟ ୪ ଆକାରରେ ୧୫ ଟି ପଟି ତିଆରି କରି ସେଥିରେ ତଳି ପକାନ୍ତୁ|

ମଞ୍ଜି ବୁଣିବା ପୂର୍ବରୁ ତାହାକୁ ଥିରାମ ବା କାପଟାଣ ଗୁଣ୍ଡ ସହ ଗୋଳାଇ ବିଶୋଧନ କରନ୍ତୁ|ମଞ୍ଜି ବୁଣି ସାରିବା ପରେ ତା ଉପରେ ପତଳା ମାଟି ଘୋଡାଇ ନଡା ବିଛାଇ ଦିଅନ୍ତୁ |ତଳି ଗୁଡିକ ମାସକର ହୋଇଯିବ ପରେ ଲଗାଇବାର ଉପଯୁକ୍ତ ହୋଇଥାନ୍ତି |

 

ସବଜି ଲଙ୍କା ର ଚାଷ ପ୍ରଣାଳୀ ଓ ଅମଳ ବିଷୟରେ ଜାଣିବା ଲାଗି ଏଠାରେ କ୍ଲିକ କରନ୍ତୁ ….

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments