1. ଉଦ୍ୟାନ କୃଷି

ଉପଯୁକ୍ତ ଗଭୀରତା ରେ ଲଗାନ୍ତୁ ନଡ଼ିଆ

ଘରେ ଘରେ ପରିଚିତ ନଡ଼ିଆ ଗଛ!ସବୁ ଶୁଭ କାମରେ ମାନେ ପଡେ ନଡ଼ିଆ ଓ ପଇଡ|ପଇଡ ପାଣି ଓ ନଡ଼ିଆ ର ତ୍ୱଚା ,ପେଟ ,ହୃଦ୍ରୋଗ ଇତ୍ୟାଦି ପ୍ରତି ବେଶ ଭଲ ପ୍ରଭାବ ରହିଥାଏ |ନଡ଼ିଆ କୁ "କଲ୍ପଵୃକ୍ଷ " ବା ସମସ୍ତ ଆଶା ପୂରଣ କରୁଥିବା ସ୍ୱର୍ଗୀୟ ବୁରକ୍ଷା ର ବ୍ୟାଖ୍ୟା ମଧ୍ୟ ଦିଆଯାଇଛି |ଏହି ସବୁ କୁ ଆଖି ଆଗରେ ରଖି ପୁତରଣ କାଳର ଲୋକ ମାନେ ନିଜ ବାଡ଼ି ରେ ନଡ଼ିଆ ଲଗାଇବାକୁ ଇଚ୍ଛା ରଖୁଥିଲେ |ବହୁ ଯତ୍ନ ପରେ ମଧ୍ୟ ତାହା ଭଲ ଭାବେ ତାକୁ ନ ଲାଗିବାରୁ ଏହା ଉଚିତ ଫଳ ଦିଏ ନାହିଁ|ତେଣୁ ନଡ଼ିଆ କୁ ଉପଯୁକ୍ତ ଗଭୀରତା ରେ ଲଗାଇବାର ଏକ ବିଶେଷ ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞନ ମତ ଦିଅନ୍ତି |

KJ Staff
KJ Staff

 

ଘରେ ଘରେ ପରିଚିତ ନଡ଼ିଆ ଗଛ!ସବୁ ଶୁଭ କାମରେ ମାନେ ପଡେ ନଡ଼ିଆ ପଇଡ|ପଇଡ ପାଣି ନଡ଼ିଆ ତ୍ୱଚା ,ପେଟ ,ହୃଦ୍ରୋଗ ଇତ୍ୟାଦି ପ୍ରତି ବେଶ ଭଲ ପ୍ରଭାବ ରହିଥାଏ |ନଡ଼ିଆ କୁ "କଲ୍ପଵୃକ୍ଷ " ବା ସମସ୍ତ ଆଶା ପୂରଣ କରୁଥିବା ସ୍ୱର୍ଗୀୟ ବୁରକ୍ଷା ବ୍ୟାଖ୍ୟା ମଧ୍ୟ ଦିଆଯାଇଛି |ଏହି ସବୁ  କୁ ଆଖି ଆଗରେ ରଖି ପୁତରଣ କାଳର ଲୋକ ମାନେ ନିଜ ବାଡ଼ି ରେ ନଡ଼ିଆ ଲଗାଇବାକୁ ଇଚ୍ଛା ରଖୁଥିଲେ |ବହୁ ଯତ୍ନ ପରେ ମଧ୍ୟ ତାହା  ଭଲ ଭାବେ ତାକୁ ଲାଗିବାରୁ ଏହା ଉଚିତ ଫଳ ଦିଏ  ନାହିଁ|ତେଣୁ ନଡ଼ିଆ କୁ ଉପଯୁକ୍ତ ଗଭୀରତା ରେ ଲଗାଇବାର ଏକ ବିଶେଷ ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞନ ମତ ଦିଅନ୍ତି |

ଚାରା ଲଗାଇବାର ୨-୩ ମାସ ପୂର୍ବେ ପ୍ରଥମେ ୧ ମିଟର * ୧ ମିଟର * ୧ ମିଟର ବ୍ୟବଧାନରେ ଏକ ଗାତ ଖୋଲି ତାକୁ ସୂର୍ଯ୍ୟ ରଶ୍ମି ଦ୍ୱାରା ବିଶୋଧନ ହେବ ଲାଗି ଛାଡି ଦିଅନ୍ତୁ |


ଗାତ ର ଉପର ୪୦ ସେ.ମି ର ମାଟି କାଢି ଅଲଗା ରଖନ୍ତୁ ଏବଂ ଟପ ୬୦ ସେ . ମି ର ମାଟି କୁ ଗାତ ଚାରି ପାଖେ ହୁଡ଼ା ତିଆରି କରନ୍ତୁ ଫଳରେ ବର୍ଷା ପାଣି ନିଗିଡି ଆଉ ଗାତ ରେ ପଶିବା ନାହିଁ |ଏବେ ଗାତ ତଳର ଭାଗ କୁ କ୍ରୋ ବାର ଦ୍ୱାରା ସମତଳ କରନ୍ତୁ ଏବଂ ଏହା ମଧ୍ୟରେ ଶୁଖା ପତ୍ର ଓ ଦଳ ଜାଳି , ଗାତ ରେ ଥିବା କ୍ଷେତିକାରକ ଜୀବାଣୁ ର ଅଣ୍ଡା ବା ଉଈ ନଷ୍ଟ କରନ୍ତୁ |

ଯଦି ମାଟି ବାଲିଆ ହୋଇଥାଏ ତେବେ ୨ ପରସ୍ତ ନଡ଼ିଆ କତା ଗାତ ରେ ଦିଅନ୍ତୁ |ଏହା ବର୍ଷା ଦିନ ର ସବୁ ପାଣି ଟାଣି ନେଇ ଖରା ଦିନରେ ଗଛ କୁ ଦେଇଥାଏ |ତେଣୁ ଜଳ ପରିଚାଳନା ସହଜ ହୁଏ |


ଏହା ପରେ ଗାତ କୁ ୪୦ ସେ.ମି ଜିଆ ଖତ,ନଈ ବାଲି,ଏବଂ ଉପର ଉର୍ବର ମାଟି ଦେଇ ଗାତ ଭରନ୍ତୁ ଏବଂ ଉପର ୬୦ ସେ.ମି ଖାଲି ରଖନ୍ତୁ |ଗାତ ରେ ଦିନକୁ ୩ ଥର ପାଣି ଦିଅନ୍ତୁ |


ଏବେ ଗାତ ରେ ଏକ ଛୋଟ କଣା କରି ମଞ୍ଜି ଲଗାନ୍ତୁ ଯେପରି ନଡ଼ିଆ ର କତା ବାହାରକୁ ଦିଶୁଥିବା |ନଡ଼ିଆ ମଞ୍ଜି କୁ ୬୦ ସେ.ମି ର ଗଭୀରତା ରେ ଲଗାନ୍ତୁ |

କଲି ପ୍ରକାଶ ପାଇବ; "କେତେ ରହିବ ଗର୍ତ୍ତ ର ଗଭୀରତା "...

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments