1. କୃଷି ଖବର

7th pay commission:କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର,62 ଲକ୍ଷ ପେନସନଧାରୀ ହେବେ ଉପକୃତ

କେନ୍ଦ୍ର ସରକାର ଗତ ମାସରେ କେନ୍ଦ୍ରୀୟ କର୍ମଚାରୀମାନଙ୍କ ପାଇଁ DA ବୃଦ୍ଧି କରିଥିଲେ । ସରକାର 4 ପ୍ରତିଶତ DA ବୃଦ୍ଧି କରିବା ପରେ ଏହା 38 ପ୍ରତିଶତରେ ପହଞ୍ଚିଛି ।

Sudesna Nayak
Sudesna Nayak
7th Pay Commission: DA Hike gift received before Diwali, now when will 18 months DA arrears come?

7th Pay Commission: DA Hike gift received before Diwali, now when will 18 months DA arrears come?

କେନ୍ଦ୍ର ସରକାର (central government) ଗତ ମାସରେ କେନ୍ଦ୍ରୀୟ କର୍ମଚାରୀ (Central Government Employees)ମାନଙ୍କ ପାଇଁ DA ବୃଦ୍ଧି କରିଥିଲେ । ସରକାର 4 ପ୍ରତିଶତ DA ବୃଦ୍ଧି କରିବା ପରେ ଏହା 38 ପ୍ରତିଶତରେ ପହଞ୍ଚିଛି ।

କହିବାକୁ ଗଲେ, ସରକାରୀ କର୍ମଚାରୀ (Central Government Employees)ଙ୍କୁ ୧୮ ମାସର ଡିଏ (da arear)କୁ ନେଇ ଶୀଘ୍ର ଘୋଷଣା ହୋଇପାରେ । ସରକାର ଦୀପାବଳି (diwali) ପରେ da arear ନେଇ ନିଷ୍ପତ୍ତି ନେଇପାରନ୍ତି । ସରକାରଙ୍କ ତରଫରୁ ଏନେଇ କୌଣସି ଆଧିକାରିକ ଘୋଷଣା ହୋଇ ନାହିଁ ।

କେନ୍ଦ୍ରୀୟ କର୍ମଚାରୀ (Central Government Employees)ମାନଙ୍କୁ ଶୀଘ୍ର ମିଳିପାରେ ଖୁସି ଖବର (GOOD NEWS)। da arear ନେଇ ଶୀଘ୍ର ବଡ ଘୋଷଣା ଆସିବ । ସରକାରଙ୍କ ଏହି ପଦକ୍ଷେପରେ 50 ଲକ୍ଷ କେନ୍ଦ୍ରୀୟ କର୍ମଚାରୀ (Central Government Employees)ଏବଂ 62 ଲକ୍ଷ ପେନସନଧାରୀ (pensioner)ଉପକୃତ ହେବେ । ଏହା ଜୁଲାଇ ମାସରୁ ହିଁ ଲାଗୁ ହେବ ।

ପ୍ରକାଶ ଥାଉ ଯେ, ଦେଶରେ ବର୍ତ୍ତମାନ କରୋନାର ପ୍ରଭାବ କମୁଥିବା ବେଳେ ସରକାର 4 ପ୍ରତିଶତର ଡିଏ (da) ବୃଦ୍ଧି କରିଥିଲେ । ତେଣୁ ଶୀଘ୍ର ଏହି (da) ମିଳିବା ନେଇ ହିଁ ଆଶା କରାଯାଉଛି ।

7th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଗୁଡ ନ୍ୟୁଜ, ଜାଣନ୍ତୁ କ'ଣ...

ଏହି ମାସରେ କେତେ ଆସିବ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା; ଜାଣନ୍ତୁ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ