1. କୃଷି ଖବର

ଶ୍ରମିକ ସଂଗଠନ ଙ୍କର ୨ ଦିନିଆ ଭାରତ ବନ୍ଦ ଡାକରା…

୭ ଜାନୁଆରୀ ରାତି ୧୨ ଟା ରୁ ଆରମ୍ଭ ଏହି ୨ ଦିନିଆ ବନ୍ଦ ଦ୍ୱାରା ମୋଦି ସରକାରଙ୍କର ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିବା ,ଶ୍ରମିକ ସଂଘ |ମୁଖ୍ୟତ ଏହା କେରଳ ଓ ପଶ୍ଚିମ ବଙ୍ଗ ପରି ରାଜ୍ୟ କୁ ପ୍ରଭାଵିତ କରିବା ବୋଲି ଆଶା କରାଯାଉଛି |

KJ Staff
KJ Staff

୭ ଜାନୁଆରୀ ରାତି ୧୨ ଟା ରୁ ଆରମ୍ଭ ଏହି ୨ ଦିନିଆ ବନ୍ଦ ଦ୍ୱାରା ମୋଦି ସରକାରଙ୍କର ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିବା ,ଶ୍ରମିକ ସଂଘ |ମୁଖ୍ୟତ ଏହା କେରଳ ଓ ପଶ୍ଚିମ ବଙ୍ଗ ପରି ରାଜ୍ୟ କୁ ପ୍ରଭାଵିତ କରିବା ବୋଲି ଆଶା କରାଯାଉଛି |

ଏ.ଏଇ.କେ.ଏସ ଏବଂ ଭୂମି ଅଧିକାର ଆନ୍ଦୋଳନ ;ଗ୍ରାମୀଣ ହରତାଲ,ରେଳ ରୋକ ଏବଂ ରାସ୍ତା ରୋକ ଅଵଲମ୍ବା କରିବେ ଜାନୁଆରୀ ୮ ଏବଂ ୯ ରେ |

 


ଏହା ପ୍ରକାରାନ୍ତରେ ମୋଦି ସରକାର ଙ୍କର ଚାଷୀଙ୍କ ସମସ୍ୟା କୁ ଅଣଦେଖା କରି ତାଙ୍କ ଜମି କୁ ବେଶକାରୀ ସଂଗଠନ କୁ ବିକ୍ରି କରିବାରୁ ହୋଇଛି ଏହି ହରତାଲ |୧୦ ଟି ଶ୍ରମିକ ସଂଗଠନ ,ବ୍ୟାଙ୍କ ;କୃଷି ସଂଗଠନ ;ଭୂମି ଅଧିକାର ଆନ୍ଦୋଳନ ; ୨୦ କୋଟି ଶ୍ରମିକ ଓ ଚାଷୀ ଏଥିରେ ଯୋଗଦାନ କରୁଛନ୍ତି |ଏହି ଶ୍ରମିକ ସଂଗଠନ ପ୍ରମୁଖ ସମସ୍ତ କ୍ଷେତ୍ର ଯେପରି ବ୍ୟାଙ୍କ ,ଟେଲିକମ ,ଇନ୍ସୁରାନ୍ସ ,ଇତ୍ୟାଦି ରୁ ସମର୍ଥନ ପାଇଛନ୍ତି |

"ଏହା ଭାରତ ର ସବୁଠାରୁ ବଡ ସଂଗଠିତ ବନ୍ଦ ଡାକରା ଯାହା ବି.ଯେ.ପି ସରକାରଙ୍କର ମାନବ ଏବଂ ଶ୍ରମିକ ନିୟମ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବ ବୋଲି କହିଛନ୍ତି ";ମୁଖ୍ୟ ସଚିବ ଏ.ଏଇ.ଟି.ୟୁ.ଚି ଅମରଜିତ କୌର |

 

କେଉଁ ରାଜ୍ୟ ରେ ହୋଇଛି ବନ୍ଦ ର ସର୍ବାଧିକ ପ୍ରଭାବ….ଜାଣିବା ଲାଗି ଏଠାରେ କ୍ଲିକ କରନ୍ତୁ …

 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments