1. କୃଷି ଖବର

ଗ୍ରାହକଙ୍କ ପାଇଁ ଖୁସି ଖବର;ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ,ଜାଣନ୍ତୁ...

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଏହି ଘୋଷଣା ଏସବିଆଇ (SBI),ଏଚଡିଏଫସି (HDFC)ଓ ଆଇସିଆଇସିଆଇ (ICICI)ର ଗ୍ରାହକଙ୍କୁ ବେନିଫିଟ୍ ପ୍ରଦାନ କରିବ ।

Sudesna Nayak
Sudesna Nayak
big announement by Finance Minister on banking system

big announement by Finance Minister on banking system

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister Nirmala Sitharaman) ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଏହି ଘୋଷଣା ଏସବିଆଇ (SBI),ଏଚଡିଏଫସି (HDFC)ଓ ଆଇସିଆଇସିଆଇ (ICICI)ର ଗ୍ରାହକଙ୍କୁ ବେନିଫିଟ୍ ପ୍ରଦାନ କରିବ ।

ସୂଚନା ଅନୁଯାୟୀ, ଆପଣମାନେ ଯଦି ବ୍ୟାଙ୍କରୁ ଲୋନ୍ ନେବାକୁ ପ୍ଲାନିଂ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର (GOOD NEWS) । ଅର୍ଥମନ୍ତ୍ରୀ ବ୍ୟାଙ୍କିଂ ସିଷ୍ଟମ ଉପରେ ବୟାନ ଜାରି କରିଛନ୍ତି ।

ଗ୍ରାହକମାନଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ବ୍ୟାଙ୍କିଂ ସିଷ୍ଟମକୁ ଆହୁରି ସହଜ କରିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister Nirmala Sitharaman)ନିର୍ଦ୍ଦେଶ ଦେଇଛନ୍ତି । ଏହାଫଳରେ ଅଧିକ ସଂଖ୍ୟାରେ ଗ୍ରାହକ ବ୍ୟାଙ୍କିଂ ସେବା ସହିତ ଯୋଡ଼ି ହୋଇପାରିବେ । ଲୋନ (LOAN) ଦେବା କ୍ଷେତ୍ରରେ ବ୍ୟାଙ୍କ ଗୁଡ଼ିକ ମାନକକୁ ଆକର୍ଷଣୀୟ କରିବା ଦରକାର ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister Nirmala Sitharaman)କହିଛନ୍ତି । କିଛିଦିନ ପୂର୍ବରୁ ଉଦ୍ୟୋଗ ପ୍ରତିନିଧିଙ୍କ ସହିତ ଅନୁଷ୍ଠିତ ବୈଠକରେ ଅର୍ଥମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ ।

ତେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister Nirmala Sitharaman)ଙ୍କ ଏହି ନିର୍ଦ୍ଦେଶ ପରେ ଏସବିଆଇ (SBI),ଏଚଡିଏଫସି (HDFC)ଓ ଆଇସିଆଇସିଆଇ (ICICI) ସମେତ ସମସ୍ତ ବ୍ୟାଙ୍କର ଗ୍ରାହକଙ୍କୁ ଫାଇଦା ମିଳିବ । ବ୍ୟାଙ୍କଗୁଡ଼ିକ ଅଧିକରୁ ଅଧିକ ଗ୍ରାହକ ଅନୁକୂଳ ହେବା ଦରକାର । ଗ୍ରାହକଙ୍କ ସୁବିଧା ପାଇଁ ବ୍ୟାଙ୍କର ଡିଜିଟାଲୀକରଣ ପ୍ରକ୍ରିୟା ବୃଦ୍ଧି କରାଯାଉଛି ବୋଲି ଏସବିଆଇର ଅଧ୍ୟକ୍ଷ ଦିନେଶ କୁମାର ଖରା କହିଥିଲେ ।

ପ୍ରକାଶ ଥାଉ ଯେ, ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । SBI, HDFC ଓ ICICI ଗ୍ରାହକମାନଙ୍କ ପାଇଁ ଖୁସି ଖବର (GOOD NEWS) ।

Union Budget:ଚାଷୀଙ୍କ ପାଇଁ ଖୁସି ଖବର ; ସ୍ମାର୍ଟ କୃଷି ପାଇଁ ବ୍ୟବହାର ହେବ କିଶାନ ଡ୍ରୋନ

Budget 2022: ଗୁଡ ନ୍ୟୁଜ, ରେଳ ବଜେଟକୁ ନେଇ ଯାତ୍ରୀଙ୍କୁ ମିଳିବ ବହୁ ସୁବିଧା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ