1. କୃଷି ଖବର

Budget 2022: ନିବେଶକଙ୍କ ପାଇଁ ଆଲର୍ଟ ; କ୍ରିପ୍ଟୋ ଉପରେ ଲାଗିବ ୩୦% ଟ୍ୟାକ୍ସ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ୍‌ ଉପସ୍ଥାପନ ବେଳେ କ୍ରିପ୍ଟୋ କରେନ୍ସିକୁ ଟିକସଭୁକ୍ତ କରାଯିବା ନେଇ ଘୋଷଣା କରିଛନ୍ତି ।

Sudesna Nayak
Sudesna Nayak
Budget 2022 : crypto income to be taxed by 30 percent

Budget 2022 : crypto income to be taxed by 30 percent

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister Nirmala Sitharaman) କେନ୍ଦ୍ର ବଜେଟ୍‌ (Budget) ଉପସ୍ଥାପନ ବେଳେ କ୍ରିପ୍ଟୋ କରେନ୍ସି (Crypto currency)କୁ ଟିକସଭୁକ୍ତ କରାଯିବା ନେଇ ଘୋଷଣା କରିଛନ୍ତି ।

ସୂଚନା ଅନୁଯାୟୀ, କ୍ରିପ୍ଟୋ କରେନ୍ସି (Crypto currency)କୁ ଟିକସଭୁକ୍ତ କରାଯିବା ନେଇ ବଜେଟ (Budget)ରେ ଘୋଷଣା ହୋଇଛି ।

ଫେବୃଆରୀ ୧ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister Nirmala Sitharaman) କେନ୍ଦ୍ର ବଜେଟ୍‌ ଉପସ୍ଥାପନ ବେଳେ କ୍ରିପ୍ଟୋ କରେନ୍ସି (Crypto currency)କୁ ଟିକସଭୁକ୍ତ କରାଯିବା ନେଇ ଘୋଷଣା କରିଛନ୍ତି । 

କ୍ରିପ୍ଟୋ ନିବେଶକମାନେ ଯେଉଁମାନେ କି କ୍ରିପ୍ଟୋ କରେନ୍ସିରୁ ଅର୍ଥ କମାଉଛନ୍ତି, ସେମାନଙ୍କୁ ଏବେ ଟ୍ୟାକ୍ସ (TAX) ଦେବାକୁ ପଡ଼ିବ । କ୍ରିପ୍ଟୋ କରେନ୍ସି (Crypto currency)ଉପରେ ୩୦% ଟ୍ୟାକ୍ସ (TAX) ଲାଗୁ ପାଇଁ ଘୋଷଣା ହୋଇଛି।

ପ୍ରକାଶ ଥାଉ ଯେ, ସେପଟେ ଡିଜିଟାଲ କରେନ୍ସି ପାଇଁ ଏଥର ବଜେଟ (Budget)ରେ କେନ୍ଦ୍ର ଅର୍ଥମନ୍ତ୍ରୀ ପ୍ରସ୍ତାବ ରଖିଛନ୍ତି । ସେ କହିଛନ୍ତି ଯେ, ୨୦୨୨-୨୦୨୩ ରୁ ଡିଜିଟାଲ କରେନ୍ସି (currency)ଆରମ୍ଭ ହେବ । ଭାରତୀୟ ରିଜର୍ଭ ବ୍ୟାଙ୍କ (Reserve Bank of India) ପକ୍ଷରୁ ଏହା ଆରମ୍ଭ କରାଯିବ । ବ୍ଲକ ଚେନ୍ ଓ ଅନ୍ୟ ଟେକ୍ନୋଲଜି ବ୍ୟବହାର କରି ଡିଜିଟାଲ ରୁପି ପ୍ରଚଳନ କରାଯିବ ବୋଲି ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister Nirmala Sitharaman) ପ୍ରସ୍ତାବ ରଖିଛନ୍ତି ।

Budget 2022: କପଡ଼ା ଓ ଜୋତା ସହ ଶସ୍ତା ହେଲା ଏହି ଜିନିଷ; ଜାଣନ୍ତୁ କେଉଁଥିରେ ବଢ଼ିଲା ରେଟ୍ ?

Union Budget:ଚାଷୀଙ୍କ ପାଇଁ ଖୁସି ଖବର ; ସ୍ମାର୍ଟ କୃଷି ପାଇଁ ବ୍ୟବହାର ହେବ କିଶାନ ଡ୍ରୋନ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ